Browsing Category

ସ୍ପେଶାଲ୍ ରିପୋର୍ଟ

ସାବାସ୍ ଆଷିଶ ! ଡକାୟତଙ୍କ ସହ ଲଢ଼ି ଟ୍ରେନ୍ ମଧ୍ୟରେ ମହିଳାଙ୍କୁ ସୁରକ୍ଷା ଦେଲେ ଯବାନ

ଆମେ ଜାଣନ୍ତି ସୈନିକମାନଙ୍କ ସାହାସ ସାମ୍ନାରେ କୌଣସି ସୀମା ନାହିଁ। ଏହି କଥା ଏବେ ପ୍ରମାଣିତ ବି ହୋଇଯାଇଛି। ଅନେକ ଥର ଦେଖିବାକୁ ମିଳିଛି ଯେ ସେମାନେ ନିଜ ଜୀବନ ତୁଳନାରେ ସମୂହ ସେବାକୁ ବେଶି ଗୁରୁତ୍ୱ ଦେଇଥାନ୍ତି। ନିକଟରେ ସେହିପରି ଏକ ସାହସିକତା କାର୍ଯ୍ୟ କରି ଚର୍ଚ୍ଚାରେ ଅଛନ୍ତି ସ୍ଥଳ…
Read More...

ଏସବିଆଇ ଆଣିଛି ନୂଆ କାର ଲୋନ ଯୋଜନା ! ଜିରୋ ଡାଉନପେମେଣ୍ଟ ସହ ରହିଛି ଅନେକ ସୁବିଧା ।

ସମସ୍ତେ ନିଜ ଜୀବନରେ ଅନେକ ସ୍ୱପ୍ନ ଦେଖିଥାନ୍ତି । କିଏ ଭଲ ଖାଇବା ପାଇଁ ପସନ୍ଦ କରିଥାଏ ତ ଆଉ କିଏ ଭଲ ଘରେ ରହିବା ପାଇଁ । କିନ୍ତୁ ଏକ ଭଲ ଗାଡି ଟିଏ କିଣିବା ପାଇଁ ସମସ୍ତଙ୍କର ଇଚ୍ଛା ରହିଥାଏ । ତେବେ ଆପଣ ଆପଣଙ୍କର ସ୍ୱପ୍ନର ଗାଡି କିଣିବାକୁ ଚାହୁଁଛନ୍ତି କି ? ତେବେ ଭାରତୀୟ ଷ୍ଟେଟ…
Read More...

କ’ଣ ପାଇଁ ହୋଇଥାଏ ଭୂମିକମ୍ପ ! ଜାଣନ୍ତୁ ତୀବ୍ରତା ଅନୁଯାୟୀ କ’ଣ ପଡିଥାଏ ପ୍ରଭାବ ।

ଦିଲ୍ଲୀ ଏମସିଆର ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଯେତେ ଅଧିକ ଭୂମିକମ୍ପ ଆସିଥାଏ, କମ୍ପନର ମାତ୍ରା ସେତେ ଅଧିକ ହୋଇଥାଏ । ଯେଉଁଠାରେ ୭.୯ ରିକ୍ଟର ସ୍କେଲ ତୀବ୍ରତା ଭୂମିକମ୍ପରେ ବଡ ବଡ ବିଲ୍ଡିଂ ଗଳି ପଡିଥାଏ ସେଠାରେ ୨.୯ ରିକ୍ଟର ସ୍କେଲ…
Read More...

୧୧୦୦ ଶହିଦଙ୍କ ସମ୍ମାନରେ ୨୦ କୋଟି ଖର୍ଚ୍ଚ କରିବେ ବିଜେପି ବିଧାୟକ ! ସ୍ଥାପିତ ହେବ ୧୧୦୦ ଶହିଦଙ୍କ ପ୍ରତିମୂର୍ତ୍ତି ।

ରାଜସ୍ଥାନର ବିଜେପି ବିଧାୟକ ପ୍ରେମ ସିଂହ ବାଜୋର ରାଜ୍ୟର ୧୧୦୦ ରୁ ଅଧିକ ଶହିଦଙ୍କ ପ୍ରତିମୂର୍ତ୍ତି ତାଙ୍କ ଗାଁରେ ସ୍ଥାପିତ କରିବାକୁ ନିଷ୍ପତ୍ତି କରିଛନ୍ତି । ଏହି ପ୍ରତିମୂର୍ତ୍ତି ସ୍ଥାପିତ କରିବା ପାଇଁ ଖର୍ଚ୍ଚ ହେବାକୁ ଯାଉଥିବା ୨୦ କୋଟି ଟଙ୍କା ବିଧାୟକ ନିଜେ ବହନ କରିବା ପାଇଁ…
Read More...

ଏବେ ଟ୍ୟାକ୍ସି ଦାମରେ ଉଠାଇପାରିବେ ହେଲିକ୍ୟାପ୍ଟରର ମଜା ! ପର୍ଯ୍ୟଟକଙ୍କ ସୁବିଧା ପାଇଁ ସରକାର ଆଣିବେ ନୂଆ ଯୋଜନା ।

ବାହାରକୁ ବୁଲିବା ପାଇଁ ଯିବାକୁ ଚାହୁଁଛନ୍ତି କିନ୍ତୁ ଯାତାୟତର ବର୍ଦ୍ଧିତ ଦରକୁ ଦେଖି ପଛଘୁଞ୍ଚା ଦେଉଛନ୍ତି କି? ଯଦି ହଁ ତେବେ ଆଶ୍ୱସ୍ତ ହୋଇ ବୁଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ ।ପର୍ଯ୍ୟଟକଙ୍କ ସୁବିଧା ସକାଶେ ସରକାର ଏବେ ବିଭିନ୍ନ କିସମର ସ୍କିମ୍ ବାହାର କରୁଛନ୍ତି । କେତେବେଳେ…
Read More...

ଆକାଶରେ ଉଡିବ ଟାକ୍ସି ! ଏଣିକି ଟାକ୍ସି ଭଡାରେ ଆପଣ ନେଇପାରିବେ ବିମାନର ମଜା ।

ଏଣିକି ଆକାଶମାର୍ଗରେ ଯାତ୍ରା କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ସୁବିଧାଜନକ ହୋଇପାରିବ । କିନ୍ତୁ ବିମାନରେ ନୁହେଁ ବରଂ ଟାକ୍ସିରେ ବସି ଆପଣ ଆକାଶରେ ଉଡି ଯାତ୍ରା କରିପାରିବେ । ଆମେରିକା ସହରରେ ଉଡୁଥିବା ଟାକ୍ସିର ସମ୍ଭାବନାକୁ ଖୋଜିବା ପାଇଁ କେବ ସେବା ଦେଉଥିବା କମ୍ପାନୀ ଉବର ଏବଂ ନାସା…
Read More...

ରେଲୱେ କୁଲିରୁ ଅଫିସର… ଷ୍ଟେସନ ୱାଇଫାଇରୁ ପାଠପଢି ୟୁପିଏସସି ପରୀକ୍ଷା ପାସ୍ କଲେ ଶ୍ରୀନାଥ

ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିନିଏ ସବୁକିଛି । ଯଦି ଆପଣଙ୍କଠାରେ କିଛି କରିଦେଖାଇବାର ଇଚ୍ଛା ତଥା ଲକ୍ଷ ରହିଛି ଆଉ ଏହି ଲକ୍ଷ୍ୟକୁ ଆପଣ ପୂରା କରିବା ପାଇଁ ଦିନରାତି ଏକ କରିଦେଉଛନ୍ତି ତେବେ ଆପଣଙ୍କର ଏହି ଇଚ୍ଛା ନିଶ୍ଚୟ ପୂରଣ ହେବ । କାରଣ ମଣିଷର ଇଚ୍ଛା ଓ ଅଭିଳାଷ ଏବଂ ନିଷ୍ଠାପରତା…
Read More...

ଚୋର ନେଇଗଲେ ଶୌଚାଳୟ ! ଗୋଟିଏ କିମ୍ବା ଦୁଇଟି ନୁହଁ ଏକାଥରକେ ୧୦ ଟି ଶୌଚାଳୟ ଚୋରିକଲେ ଦୁବୃତ୍ତ ।

ଯଦି ଆପଣଙ୍କୁ କେହି କହେ ଦିନଦ୍ୱିପ୍ରହରରେ ଚୋର ଘରେ ପଶି କିଛି ମୂଲ୍ୟବାନ ଜିନିଷ ଚୋରୀ କରି ନେଲା ଏହା ଶୁଣି ଆପଣ ବିଶ୍ୱାସ କରି ପାରିବେ କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଚୋର ବାରିପଛ ପଟୁ ପାଇଖାନା ଚୋରି କରି ନେଇଗଲା ତାହେଲେ ଆପଣ କିଛି ସମୟ ପାଇଁ ହସିବେ ଏବଂ ଏହା ଏକ ଅବାସ୍ତବ କଥା କହିବେ…
Read More...

କ୍ୟାମ୍ପସ ପଲିଟିକ୍ସ ! ଏବେ ଠାରୁ କ୍ୟାମ୍ପସରେ ବାଜିଲାଣି ନିର୍ବାଚନୀ ହାୱା ।

ଛାତ୍ର ସଂସଦ ନିର୍ବାଚନକୁ ଆହୁରି ପାଖାପାଖି ୫ ମାସ ରହିଥିଲେ ସୁଦ୍ଧା ଏବେଠାରୁ କ୍ୟାମ୍ପସ ଗୁଡିକରେ ସୃଷ୍ଟି ହେଲାଣି ରାଜନୈତିକ ମାହୋଲ । ଚଳିତ ବର୍ଷ ଶିକ୍ଷାବର୍ଷ ପାଇଁ ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡିକରେ ଆରମ୍ଭ ହୋଇଯାଇଛି ପ୍ରବେଶିକା ପରୀକ୍ଷା । ତେବେ ପ୍ରବେଶିକା ପରୀକ୍ଷା ଦେବାକୁ…
Read More...

ଏଣିକି ନ୍ୟୁନତମ ବେତନ ନଦେଲେ ୩ବର୍ଷ ଜେଲ, ୨୦ହଜାର ଟଙ୍କା ଜୋରିମାନା ।

ଦିଲ୍ଲୀ ବିଧାନସଭା ଦ୍ୱାରା ଉପସ୍ଥାପିତ ହୋଇଥିବା ନ୍ୟୁନତମ ବେତନ ପ୍ରସ୍ତାବ ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ମିଳିଛି । ଯାହାଦ୍ୱାରା ଏଣିକି ଏହି ନିର୍ଧାରିତ ନ୍ୟୁନତମ ପାରଶ୍ରମିକ ଦେଉନଥିବା ବ୍ୟକ୍ତିବିଶେଷଙ୍କ ଉପରେ ଲଗାମ କସିବ । ଯଦି କୌଣସି କଂପାନୀ କିମ୍ବା ସଂସ୍ଥା ଏହି ନିୟମକୁ…
Read More...