Browsing Category

ସ୍ପେଶାଲ୍ ରିପୋର୍ଟ

ସାବଧାନ ! ମୋବାଇଲ୍ କିଣିବାକୁ ଯାଇ ଖାଉନାହାଁନ୍ତି ତ ଧୋକା ? କିଣିବା ପୂର୍ବରୁ ଭଲଭାବରେ ପରଖି ନିଅନ୍ତୁ ।

ରାୟପୁରରେ ବଡ ବଡ କମ୍ପାନୀମାନଙ୍କ ଲେବଲ୍ ଲଗାଇ ନକଲି ମୋବାଇଲ୍,ପେନ୍ ଡ୍ରାଇଭ୍,ମେମୋରୀ କାର୍ଡ,ପାୱାର ବ୍ୟାଙ୍କକୁ ବିକ୍ରି କରୁଥିବା ଅନଃରାଜ୍ୟ ଚୋରଙ୍କୁ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି । ତେବେ ଗିରଫ ସମୟରେ ପୋଲିସ୍ ଏହି ଗ୍ୟାଙ୍ଗ୍ ଠାରୁ ନକଲି ଇଲେକ୍ଟ୍ରୋନିକ ସାମଗ୍ରୀର ଏକ ପୁରା ପେଟି…
Read More...

ପୁଣି ଚର୍ଚ୍ଚାରେ ହୀରା ବ୍ୟବସାୟୀ ସାବଜୀ ଢ଼ୋଲାକିଆ ! ଦୀପାବଳି ଅବସରରେ ନିଜ ୬ଶହ କର୍ମଚାରୀଙ୍କୁ ଉପହାର କରିବେ କାର

ଆସନ୍ତା ଦୀପାବଳି ଅବସରରେ ଦେଶର ଜଣାଶୁଣା ହୀରା ବ୍ୟବସାୟୀ ସାବଜୀ ଢ଼ୋଲକିଆ ତାଙ୍କର ୬ଶହ ଜଣ କର୍ମଚାରୀଙ୍କୁ ଗୋଟିଏ ଲେଖାଏଁ କାର ଉପହାର ଦେବେ। ନିଜ କର୍ମଚାରୀଙ୍କୁ ଦୀପାବଳୀ ସମୟରେ ଉପହାର ଆକାରରେ ଘର, କାର, ଅଳଙ୍କାର ଓ ବିଦେଶ ଭ୍ରମଣ ପରି ଉପହାର ଦେଇ ଚର୍ଚ୍ଚାରେ ଥିବା ହୀରା ବ୍ୟବସାୟୀ ଶ୍ରୀ…
Read More...

ଅମୃତସର ଦୁର୍ଘଟଣାରେ ମୃତକଙ୍କ ପାଇଁ ଚାଲିଥିଲା କ୍ୟାଣ୍ଡେଲ ରାଲି ! ହସୁଥିଲେ ନବଜୋତ ସିଂ ସିଦ୍ଧୁ, ଭାଇରାଲ ହେଲା ଭିଡିଓ…

ପଞ୍ଜାବ ଅମୃତସରରେ ଦଶହରାରେ ହୋଇଥିବା ହୃଦୟ ବିଦାରକ ଘଟଣା ଆଜି ବି ମନେ ପଡିଲେ ଲୋମ ଟାଙ୍କୁରି ଉଠେ । ରାବଣ ପୋଡିରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଚାଲିଯାଇଛି ୬୦ରୁ ଅଧିକ ଜୀବନ । ଅନେକ ଏବେବି ମଧ୍ୟ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଉ ଅନ୍ୟ ପଟେ ଏହି ଲୋମଟାଙ୍କୁରା ଘଟଣାକୁ…
Read More...

ଏମିତି ପ୍ରେମକୁ ଶହେ ସଲାମ୍ ! ଭିନ୍ନକ୍ଷମ ବୋଲି ମେଡିକାଲରେ ଛାଡି ଚାଲିଗଲେ ସଂପର୍କୀୟ, ପରିବାର ପରିତ୍ୟକ୍ତା…

ପ୍ରେମ । ଅଢେଇ ଅକ୍ଷର । ପ୍ରେମ ବୁଝେ ନାହିଁ ଧନି କି ଗରିବ । ପ୍ରେମ ମାନେନାହିିଁ କୌଣସି ବି ବନ୍ଧନ । ପ୍ରେମ ହେଉଛି ସ୍ୱାଶ୍ୱତ ଏବଂ ନିସ୍ୱାର୍ଥପରର ଏକ ପବିତ୍ର ଅନୁଭବର ବନ୍ଧନ । ଆଉ ଏହାକୁ ଯଥାର୍ଥ କରି ଦେଖାଇଛନ୍ତି ଜଣେ ଦଶମ ପାସ୍ ଯୁବକ । ଯିଏକି ନିଜର ଭିନ୍ନକ୍ଷମ ପ୍ରେମିକାକୁ ବିବାହ…
Read More...

ଖାଦ୍ୟ ଖାଇବା ଯୋଗ୍ୟ କି ନୁହେଁ, ଏହି ଶସ୍ତା ଡିଭାଇସ୍ ଦ୍ୱାରା ସହଜରେ ଜଣାପଡିଯିବ

ମଧ୍ୟପ୍ରଦେଶର ଖରଗୋନ୍ ନିବାସୀ ଓ ଆଇଆଇଟି ପଟନାରୁ କେମିକାଲ ଇଂଜିନିୟରିଙ୍ଗରେ ବି-ଟେକ୍ କରୁଥିବା ୨୩ ବର୍ଷୀୟ ମୟଙ୍କ ତିୱାରୀ ସ୍ୱଦେଶୀ ଫୁଡ୍ ପଏଜନିଙ୍ଗ ଡିଟେକ୍ସନ୍ ବାୟୋ ସେନ୍ସର ବିକସିତ କରିବାରେ ସଫଳତା ପାଇଛନ୍ତି । ଶସ୍ତା ଓ ଦୀର୍ଘସ୍ଥାୟୀ ସେନ୍ସର କୌଣସି ବି ଖାଦ୍ୟରେ ଥିବା ବ୍ୟାକ୍ଟେରିଆ…
Read More...

ନାଗ ମୁଣ୍ଡରୁ ପ୍ରଘଟିତ ହେଲା ଆଲୋକ ! ଦେଖିବା ଲୋକ ହୋଇଗଲେ ସ୍ତବ୍ଧ, ଆରମ୍ଭ ହେଲା ପୂଜାର୍ଚ୍ଚନା ।

ଅନେକ ସ୍ଥାନରେ ଲୋକମାନେ ସାପକୁ ପୂଜା କରିଥାନ୍ତି । ଏବଂ ନାଗ ସାପ ପାଖରେ ନାଗ ମଣି ରହିଥିବା ମଧ୍ୟ ବିଶ୍ୱାସ ରହିଛି । ତେବେ କର୍ଣ୍ଣାଟକ ଚିକମଙ୍ଗଲୁରର ହୋଲମାକି ଗାଁରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା, ଯାହା ଶୁଣିଲେ ଆପଣ ସ୍ତବ୍ଧ ହୋଇଯିବେ । ଗାଁର ଲୋକମାନେ ସେତେବେଳେ ଆଶ୍ଚର୍ଯ୍ୟ…
Read More...

ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷା କବଚ ସିଆରପିସିର ଧାରା-୪୮୨ । ହେଲେ ୯୦ପ୍ରତିଶତ ଲୋକଙ୍କୁ ବି ଜଣାନାହିଁ…

ଯଦି କେହି ଆପଣଙ୍କ ବିରୋଧରେ ଥାନାରେ କୌଣସି ମିଥ୍ୟା ଅଭିଯୋଗ ତଥା ମିଛ ଏଫଆଇଆର ଦାଖଲ କରିଛନ୍ତି ତେବେ ଆପଣ ତାଙ୍କୁ ଚ୍ୟାଲେଂଜ କରିପାରିବେ । ଏଭଳି ପରିସ୍ଥିତିରେ ଆପଣଙ୍କ ନିକଟରେ ଥିବା ସମସ୍ତ ପ୍ରମାଣପତ୍ର ତଥା ଦସ୍ତାବିଜ ଯଦି ସଠିକ୍ ହୋଇଥିବ ତେବେ ଆପଣଙ୍କୁ କୋର୍ଟ ଜରିଆରେ ଆଶ୍ୱସ୍ତି…
Read More...

ପ୍ରତିମାସ ୪୦ ହଜାର ଭଡା ସାଙ୍ଗକୁ ମିଳିବ ଇଂଟରନେଟ୍ ସଂପୂର୍ଣ୍ଣ ରୂପେ ମାଗଣା, ନିଜର ଖାଲି ପଡିଥିବା ଜାଗା କିମ୍ବା ଘର…

ଯଦି ଆପଣଙ୍କ ପାଖରେ କୌଣସି ଖାଲି ପଡିଥିବା ତଥା ଫାଙ୍ଗା ପଡିଥିବା ଜାଗା ରହିଛି ଏବଂ ଆପଣ ଘରେ ବସି ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଆଉ ଏହି ଖୁସି ଆପଣଙ୍କୁ ଦେବ ଟେଲିକମ କଂପାନୀମାନେ । ଆଜ୍ଞା ହଁ ! ଜିଓ ଟାୱାର ଦ୍ୱାରା ଏକ୍ସଟ୍ରା ଇନକମ କରିବାର ଏକ ବହୁତ ଭଲ…
Read More...

ମ୍ୟାଚ୍ ଟାଇ ହେବା ପରେ ୱେଷ୍ଟଇଣ୍ଡିଜକୁ ଭୁରି ଭୁରି ପ୍ରଂଶସା କଲେ ବିରାଟ ! ଟିମ୍ ଇଣ୍ଡିଜକୁ ଦେଲେ ମ୍ୟାଚର ଶ୍ରେୟ ।

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ବିଶାଖାପାଟଣାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଟାଇ ହୋଇଛି । ମ୍ୟାଚକୁ ନେଇ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ, ବିରାଟ କୋହଲି କହିଛନ୍ତି ୱେଷ୍ଟଇଣ୍ଡିଜ୍ ଭଲ ପ୍ରଦର୍ଶନ କରିଛି, ଯାହା ଦ୍ୱାରା ମ୍ୟାଚଟି ଟାଇ ହୋଇଯାଇଛି । କୋହଲିଙ୍କ ଅପରାଜିତ…
Read More...

ଧାର୍ଯ୍ୟ ସମୟ ସୀମା ପରେ ବାଣ ଫୁଟାଇଲେ ହେବ ମାସେ ଜେଲ୍ ! ଦେବାକୁ ପଡିବ ଏତିକି ଟଙ୍କା ଜରିମାନା , ଜାଣନ୍ତୁ ସବୁଜ ବାଣ…

ଦୀପାବଳୀ ପୂର୍ବରୁ ଦେଶବ୍ୟାପୀ ବାଣ ବିକ୍ରୀ ନେଇ ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି । ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ନଲଗାଇ ସର୍ତମୂଳକ ଭାବେ ବାଣ ବିକ୍ରୀ ପାଇଁ ଅନୁମତି ଦେଇଛନ୍ତି ର୍ସବୋଚ୍ଚ ନ୍ୟାୟାଳୟ । ଦୀପାବଳୀରେ ମାତ୍ର ଦୁଇଘଂଟା ପାଇଁ ରାତି ୮ଟାରୁ ୧୦ଟା ଯାଏଁ ବାଣ…
Read More...