Browsing Category

ସ୍ପେଶାଲ୍ ରିପୋର୍ଟ

ଜେଲ୍‌ରୁ ପଢ଼ିବେ ପାଠ; ଶଶିକଳା ଓ ଇଲାଭରାସିଙ୍କ ସମେତ ୨୫୭ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ଜେଲ୍‌କୁ ଆସିବେ ଶିକ୍ଷକ

ଏଆଇଡିଏମ୍‌କେ ଦଳର ପୂର୍ବତନ ନେତ୍ରୀ ଭିକେ ଶଶିକଳା ଏବଂ ତାଙ୍କ ଝିଆରୀ ଜେ ଇଲାଭରାସି ଏବେ ଜେଲରେ। ଜେଲ ଦଣ୍ଡ କାଟୁଥିବା ସମୟରେ ଦୁହେଁ ବାଙ୍ଗାଲୋର ୟୁନିଭରିସିଟିର ଦୂରଶିକ୍ଷା ବ୍ୟବସ୍ଥାରେ ପାଠ ପଢ଼ିବା ପାଇଁ ନାମ ପଞ୍ଜିକୃତ କରିଛନ୍ତି।  ଇଲାଭରାସି ପାରୋଲରେ ଯିବାକୁ ଥିବା ବେଳେ ଶଶିକଳାଙ୍କ…
Read More...

୪୨୬୫ ଦିଆସିଲି କାଠିରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ! ଅଦ୍ଭୁଦ କଳା ଦେଖାଇଲେ ଯୁବକ ।

ଚଳିତବର୍ଷ ଅକ୍ଟୋବର ୩୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିବେ। ସାରା ଦେଶରେ ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଏହି ବିଶାଳକାୟ ମୂର୍ତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି କ୍ରମରେ ଗୁଜୁରାଟ ବଡୋଦରାରେ ଜଣେ ଯୁବକ…
Read More...

ଘୁସୁରୀ ପାଟିରେ ନବଜାତ ଶିଶୁ ! ହଠାତ୍ ହସ୍ପିଟାଲ ଭିତରକୁ ପସି ଛୁଆକୁ ଟେକି ନେଲା ଘୁଷୁରୀ ।

ନବଜାତ ଶିଶୁକୁ କାମୁଡି ନେଇ ଚାଲିଗଲା ଘୁଷୁରୀ । ଲୋକ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଘୁଷୁରୀକୁ ଅଟକାଇ ପାରିନଥିଲେ । ଡ଼ାକ୍ତରଖାନା ଭିତରୁ ଏକ ଘୁଷୁରୀ ନବଜାତ ଶିଶୁକୁ କାମୁଡ଼ି ନେଇଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ପୂର୍ବରୁ ବିହାରରେ ଥିବା…
Read More...

ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓ ତରଫରୁ ଆକର୍ଷଣୀୟ ଧମାକା ! ଏଣିକି ବ୍ୟାଙ୍କ ଭଳି ଜିଓ ପେମେଣ୍ଟରେ ବି ଲୋକ ଖୋଲି…

ଖୁବ ଶିଘ୍ର ଜିଓ ଟଙ୍କା କାରବାର କ୍ଷେତ୍ରରେ ପାଦ ଦେବାକୁ ଯାଉଛି । ରିଲାଏନ୍ସ ଜିଓ ସହିତ ଗ୍ରାହକମାନେ ଖାତା ଖୋଲି ଟଙ୍କା କାରବାର କରିପାରିବେ । ଅନ୍ୟ ବ୍ୟାଙ୍କ ମାନଙ୍କରେ ଖାତା ଖୋଲିଲେ ଯେଉଁଭଳି ସୁବିଧା ମାନ ମିଳିଥାଏ ଠିକ ସେହି ଭଳି ସୁବିଧା ଜିଓ ସହ ଖାତା ଖୋଲିଲେ ମିଳିବା ସହ ଅନ୍ୟ କେତେକ…
Read More...

ଭୁବନେଶ୍ୱରରେ ପବନ ବହୁନି ବିଷ ବହୁଛି ! ସ୍ମାର୍ଟସିଟିରେ ପ୍ରଦୂଷଣ ସ୍ଥିତି ସାଂଘାତିକ ।

କନକ ବ୍ୟୁରୋ: ଦେଶରେ ବଢୁଥିବା ଗାଡି ମଟର ଏବଂ କଳ କାରଖାନା ଯୋଗୁ ଦିନକୁ ଦିନ ବାୟୁ ମଣ୍ଡଳ ପ୍ରଦୂଷିତ ହେବାକୁ ଲାଗିଛି । ଯାହା ଫଳରେ ଲୋକମାନେ ନାନା ପ୍ରକାର ରୋଗର ଶିକାର ହେଉଛନ୍ତି । ଗତ କିଛିଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀ ଅତ୍ୟଧିକ ପ୍ରଦୂଷଣ ହୋଇଯାଇଥିବା କଥା ଏକ ରିପୋର୍ଟରେ ପ୍ରକାଶ…
Read More...

ଭିନ୍ନ ଏକ ପରିବାର । ଯେଉଁଠି ପରିବାରର ୨୨ ଜଣ ସଦସ୍ୟଙ୍କର ରହିଛି ୨୪ଟି ଲେଖାଏଁ ଆଙ୍ଗୁଠି

ବିହାରର ଗୟା ଜିଲ୍ଲାର ଉତ୍ତର ପ୍ରଖଣ୍ଡରେ ଥିବା ଏକ ପରିବାରର ୨୨ ସଦସ୍ୟଙ୍କ ମଧ୍ୟରେ ଗୋଟିଏ ସମାନତା ଦେଖିବାକୁ ମିଳିଛି । ତାହା ହେଉଛି ସେମାନଙ୍କର ହାତ ଓ ପାଦର ଆଙ୍ଗୁଠି । ସମସ୍ତ ୨୨ ଜଣଙ୍କର ୨୪ଟି ଲେଖାଏଁ ଆଙ୍ଗୁଠି ରହିଛି । ଯେଉଁଥିପାଇଁ ପରିବାର ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ…
Read More...

ରକ୍ତର କଳା କାରବାରର ହେଲା ପର୍ଦାଫାଶ : କେମିକାଲ ଓ ପାଣି ମିଶାଇ ବିକ୍ରି କରୁଥିଲେ ନକଲି ରକ୍ତ

ୟୁପିର ରାଜଧାନୀ ଲଖନଉରେ ଚାଲୁଥିବା ରକ୍ତର କଳା କାରବାରର ପର୍ଦାଫାଶ କରି ସାତ ଜଣ ଲୋକଙ୍କୁ ଧରିଛି ୟୁପି ଏସଟିଏଫ । ଧରାପଡିଥିବା ଅଭିଯୁକ୍ତ କେମିକାଲ ଓ ପାଣି ମିଶାଇ ରକ୍ତର କଳା କାରବାର କରୁଥିଲେ । ଏସଟିଏଫ ମାଣ୍ଡୟାଁବ ସ୍ଥିିତ ହସପିଟାଲରେ ରାତି ଅଧିଆ ଚଢ଼ଉ କରି ୮ ୟୁନିଟ୍ ନକଲି ରକ୍ତ ଜବତ…
Read More...

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି: ଭରଣପୋଷଣ ଭତ୍ତା ପାଇଁ ମହିଳାଙ୍କୁ ଦେବାକୁ ପଡିବନି ବୈବାହିକ ପ୍ରମାଣପତ୍ର

କର୍ଣ୍ଣାଟକ ହାଇକୋର୍ଟର ଏକ ନିଷ୍ପତିକୁ ରଦ୍ଦ କରିବାକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛି କି, କୌଣସି ବି ମହିଳାଙ୍କୁ ସ୍ୱାମୀ ଦ୍ୱାରା ପ୍ରଦାନ କରାଯାଉଥିବା ଭରଣପୋଷଣ ଭତ୍ତା ପାଇବା ପାଇଁ ନିଜ ବିବାହ ସହ ଜଡିତ କୌଣସି ବି ଠୋସ୍ ପ୍ରମାଣପତ୍ର ଦେବାକୁ ବାଧ୍ୟ ନୁହନ୍ତି…
Read More...

ମିଠା ଆଗରେ ଫିକା ପଡିଲେ ବାପା ! ଗୋଟିଏ ମିଠା ପାଇଁ ବୃଦ୍ଧ ବାପକୁ ଚାପୁଡା ମାରିଲା ପୁଅ । ଦେଖନ୍ତୁ ଭିଡିଓ

ମିଠା ଆଗରେ ଫିକା ପଡିଲେ ବାପା ! ଗୋଟିଏ ମିଠା ପାଇଁ ବୃଦ୍ଧ ବାପକୁ ଚାପୁଡା ମାରିଲା ପୁଅ । ଦେଖନ୍ତୁ ଭିଡିଓ ମିଠା ପାଇଁ ବାପକୁ ଚାପୁଡା ମାରିଲା ପୁଅ । ବିନା ଅନୁମତିରେ ରୋଷେଇ ଘରେ ରଖାଯାଇଥିବା ମିଠା ନେଇଥିବା କାରଣରୁ ଜଣେ ପୁଅ ତା’ର ବାପାଙ୍କୁ ଚାପୁଡ଼ା ମାରୁଥିବା ଦୃଶ୍ୟର ଭିଡିଓ ଏବେ…
Read More...

ସୁପ୍ରିମକୋର୍ଟକୁ ଅଣଦେଖା କରୁଛନ୍ତି ଟେଲିକମ୍ କମ୍ପାନୀ, ସିମ୍ ପାଇଁ ଏବେ ବି ହେଉଛି ଆଧାରର ବ୍ୟବହାର

ସୁପ୍ରିମକୋର୍ଟଙ୍କ ଦ୍ୱାରା ମନା ହେବା ପରେ ମଧ୍ୟ ଚର୍ଚ୍ଚିତ ଟେଲିକମ୍ କମ୍ପାନୀଗୁଡିକ ମୋବାଇଲ ସିମ୍ ଜାରି କରିବାବେଳେ ଇ-କେୱାଇସି ରୂପରେ ଆଧାରର ବ୍ୟବହାର କରୁଛନ୍ତି । ଖବର ମୁତାବକ, ଇ-କେୱାଇସି କିମ୍ବା ଆଧାରର ବାୟୋମେଟ୍ରିକ୍ ସୁବିଧାର ବ୍ୟବହାର କରାଯାଉଛି । ଏଥିରେ ପେପର କାମ କରିବାରେ ସମୟ…
Read More...