Browsing Category

ନ୍ୟୁଜ୍

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ୩ ପଦାର୍ଥର୍ ବିଜ୍ଞାନୀଙ୍କୁ ମିଳିତ ଭାବେ ମିଳିବ ନୋବେଲ

କନକ ବ୍ୟୁରୋ: ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ୩ ପଦାର୍ଥର୍ ବିଜ୍ଞାନୀଙ୍କୁ ମିଳିତ ଭାବେ ମିଳିବ ନୋବେଲ । ଆଲେନ ଆସପେକ୍ଟ, ଜନ ଏଫ କ୍ଲଜର, ଆଣ୍ଟୋନ ଜେଲିଙ୍ଗରଙ୍କୁ ନୋବେଲ । ଏହି ୩ ବୈଜ୍ଞାନିକଙ୍କୁ କ୍ୱାଣ୍ଟମ ମେକୋନିକ୍ସ କ୍ଷେତ୍ରରେ କାମ କରିବା ପାଇଁ ଏହି ପୁରସ୍କାର…
Read More...

ଖେଳାଳିଙ୍କୁ ଦେଖିବାକୁ ସାପ ପଡିଆକୁ ଆସିଥିଲା । ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ମଝିରେ ସାପ ପଶିବା ଘଟଣାକୁ ନେଇ ଏମିତି…

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ଭିତରେ ଗତ ରବିବାର ଦିନ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତର ଦମଦାର ବ୍ୟାଟିଂ କରିବା ସହିତ ୧୬ ରନରେ ମ୍ୟାଚ୍ ଜିତିନେଇଥିଲା । ତେବେ ଗୁଆହାଟୀରେ ଖେଳାଯାଇଥିବା ଏହି ମ୍ୟାଚରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା । ଖେଳ…
Read More...

ମୋହନା ଦାଦନ କାହାଣୀର ଗଞ୍ଜେଇ କନେକ୍ସନ । ସିମେଣ୍ଟ କାରଖାନାରେ କାମ କରିବାକୁ କହି ଗଞ୍ଜେଇ ସୁଖା, ବଛା କାମରେ…

କନକ ବ୍ୟୁରୋ: ମୋହନା ଦାଦନ କାହାଣୀର ଗଞ୍ଜେଇ କନେକ୍ସନ । ଦାଦନ ଖଟିବାକୁ ଯାଇ ହାତ, ଗୋଡ ହରାଇଥିବା ଶାଙ୍କ ମୁର୍ମୁ ଏବେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସହିତ କଣ ଘଟିଲା ଓ କିଭଳି ସେ ହାତ, ଗୋଡ ହରାଇଲେ ସେନେଇ କାମେରା ଆଗରେ କହିଛନ୍ତି ଶାଙ୍କ । ସିମେଣ୍ଟ…
Read More...

ଖବର ବାଜିଲା, ନୋଟିସ ପ୍ରତ୍ୟାହାର ହେଲା । ପ୍ରଧାନମନ୍ତ୍ରୀଙ୍କ ରାଲିରେ ଯୋଗଦେବାକୁ ସାମ୍ବାଦିକଙ୍କୁ ମଗାଯାଇଥିଲା…

କନକ ବ୍ୟୁରୋ: ଖବର ବାଜିଲା, ନୋଟିସ ପ୍ରତ୍ୟାହାର ହେଲା । ପ୍ରଧାନମନ୍ତ୍ରୀଙ୍କ ରାଲିରେ ଯୋଗଦେବାକୁ ହେଲେ ସାମ୍ବାଦିକଙ୍କୁ କ୍ୟାରେକ୍ଟର ସାର୍ଟିଫିକେଟ ବା ଚରିତ୍ର ପ୍ରମାଣପତ୍ର ଦେବାକୁ ହେବ ବୋଲି ହିମାଚଳ ପ୍ରଦେଶର ପ୍ରଶାସନ ନୋଟିସ ଜାରି କରିଥିଲା । ଏହାକୁ ନେଇ ତୀବ୍ର ବିରୋଧ ପରେ ପ୍ରଶାସନ…
Read More...

ଚିନ୍ନାସ୍ୱାମୀ ଫେରିବେ ଏବି ଡିଭିଲିୟର୍ସ । ଆରସିବି ଫ୍ୟାନ୍ସଙ୍କୁ କ୍ଷମା ମାଗିବେ ମିଷ୍ଟର ୩୬୦

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାର ଷ୍ଟାର ପ୍ଲେୟାର ଏବି ଡିଭିଲିୟର୍ସ ସମସ୍ତ ଫର୍ମାଟର କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି । ଗତ ବର୍ଷ ଆଇପିଏଲରୁ ମଧ୍ୟ ସେ ଅବସର ଘୋଷଣା କରିଥିଲେ । ହେଲେ ୨୦୨୩ରେ ହେବାକୁ ଥିବା ଆଇପିଏଲ୍ ଟୁର୍ଣ୍ଣାମେଣ୍ଟକୁ ଫେରିବେ ଦକ୍ଷିଣ ଆଫ୍ରିକାର ଏହି ପୂର୍ବତନ…
Read More...

ବାଲ୍ମିକୀ ରାମାୟଣରେ ଲଙ୍କାପତି ରାବଣର କେମିତି ହୋଇଥିଲା ବର୍ଣ୍ଣନା? ‘ଆଦିପୁରୁଷ’ରେ ‘ରାବଣ’କୁ ନେଇ କାହିଁକି ଉଠିଛି…

କନକ ବ୍ୟୁରୋ: ରାବଣ କେମିତି ଦେଖାଯାଉଥିଲା? ରାବଣର ବ୍ୟକ୍ତିତ୍ୱ କେମିତି ଥିଲା? ବିଗବଜେଟ୍ ଫିଲ୍ମ ‘ଆଦିପୁରୁଷ’ର ଟିଜର ରିଲିଜ୍ ହେବା ପରେ ଏବେ ଏମିତି କିଛି ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଦିପୁରୁଷରେ ରାବଣ ଚରିତ୍ରରେ ସୈଫ୍ ଅଲ୍ଲୀ ଖାନ୍ ନଜର ଆସୁଥିବାବେଳେ, ଫିଲ୍ମରେ ତାଙ୍କର…
Read More...

ମହାମାୟାଙ୍କ ମହାନବମୀ : ମାଆଙ୍କ ନିକଟରେ ଲାଗି ହେଲା ଦହି ପଖାଳ ଭୋଗ

କନକ ବ୍ୟୁରୋ : ନବମୀରେ ମାଆ ମହାମାୟାଙ୍କ ଚାଲିଛି ପୂଜାର୍ଚ୍ଚନା । । ସମସ୍ତ ରୀତିନୀତି ସହିତ ମାଆଙ୍କ ନିକଟରେ ଦହି ପଖାଳ ଭୋଗ ଲାଗି ହୋଇଛି । କଟକ ମଙ୍ଗଳାବାଗ ପୂଜା କମିଟି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦହି ପଖାଳ ପ୍ରସାଦ ବ୍ୟବସ୍ଥା କରିଛି । ପ୍ରାୟ ୫୦୦ରୁ ଅଧିକ ଲୋକଙ୍କ ପାଇଁ ଏହି…
Read More...

୧୮ ବର୍ଷ ଝିଅକୁ ୭୮ ବର୍ଷ ବୃଦ୍ଧଙ୍କ ସହ ହେଲା ପ୍ରେମ । ରୀତିନୀତିରେ କଲେ ବିବାହ

କନକ ବ୍ୟୁରୋ: ୧୮ ବର୍ଷ ଝିଅକୁ ହେଲା ନିଜଠୁ ୬୦ ବର୍ଷ ବଡ ବ୍ୟକ୍ତିଙ୍କ ସହ ବ୍ରେକ ଓ ତା ପରେ ବିବାହ । ୩ ବର୍ଷ ସମ୍ପର୍କରେ ରହିବା ପରେ ବିବାହ କଲେ । ସବୁଠୁ ବଡ କଥା ହେଲା ଏହି ସମ୍ପର୍କକୁ ଦୁଇଜଣଙ୍କ ପରିବାର ସହମତି ପ୍ରକାଶ କଲେ । ବରଂ ଏହାକୁ ବିଶୁଦ୍ଧ ପ୍ରେମ ବୋଲି କହିଛନ୍ତି ସମ୍ପର୍କୀୟ ।…
Read More...

ଉତ୍ତରାଖଣ୍ଡରେ ହିମସ୍ଖଳନ : ଟ୍ରେନିଂ ନେଉଥିବା ୨୦ଜଣ ପର୍ବତାରୋହୀଙ୍କ ମୃତ୍ୟୁ ସୂଚନା

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ହିମସ୍ଖଳନ ଯୋଗୁଁ ୨୦ ଜଣଙ୍କ ମୃତ୍ୟୁ । ଟ୍ରେନିଂ ନେଉଥିବା ୨୦ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ୨୩ସେପ୍ଟେମ୍ବରରୁ ସମସ୍ତେ ଟ୍ରେନିଂ ପାଇଁ ବାହାରିଥିଲେ । ଘଟଣାସ୍ଥଳରେ ଉଦ୍ଧାର ପାଇଁ ଏନଡିଆରଏଫ୍, ଏସଡିଆରଏଫ୍ , ଆର୍ମି ଓ ଆଇଟିବିପିର ପ୍ରୟାସ ଜାରି…
Read More...

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା : କଟକ, ଭୁବନେଶ୍ୱରରେ ବି ମୂଷଳ ଧାରାରେ ବର୍ଷୁଛି; ଟ୍ୱିନ୍ ସିଟି ପାଇଁ…

କନକ ବ୍ୟୁରୋ : ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଲଘୁଚାପର ଲଗାଣ ପ୍ରଭାବ ଦେଖିବାକୁ ମିଳିଛି । ସକ୍ରିୟ ଲଘୁଚାପ ପ୍ରଭାବରେ ଭିଜୁଛି ପୂରା ଉପକୂଳ ଓଡ଼ିଶା । ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ମଧ୍ୟ ମୂଷଳ ଧାରାରେ…
Read More...