ଉତ୍ତରାଖଣ୍ଡରେ ହିମସ୍ଖଳନ : ଟ୍ରେନିଂ ନେଉଥିବା ୨୦ଜଣ ପର୍ବତାରୋହୀଙ୍କ ମୃତ୍ୟୁ ସୂଚନା

105

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ହିମସ୍ଖଳନ ଯୋଗୁଁ ୨୦ ଜଣଙ୍କ ମୃତ୍ୟୁ । ଟ୍ରେନିଂ ନେଉଥିବା ୨୦ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ୨୩ସେପ୍ଟେମ୍ବରରୁ ସମସ୍ତେ ଟ୍ରେନିଂ ପାଇଁ ବାହାରିଥିଲେ । ଘଟଣାସ୍ଥଳରେ ଉଦ୍ଧାର ପାଇଁ ଏନଡିଆରଏଫ୍, ଏସଡିଆରଏଫ୍ , ଆର୍ମି ଓ ଆଇଟିବିପିର ପ୍ରୟାସ ଜାରି ରହିଛି ।