Browsing Category

ନ୍ୟୁଜ୍

ଗୋଟିଏ ସରକାର ହେଲେ ଦୁଇ ପ୍ରକାର ଆଇନ

କନକ ବ୍ୟୁରୋ : ଗୋଟିଏ ସରକାର । ହେଲେ ଦୁଇ ପ୍ରକାର ଆଇନ । ନବରଙ୍ଗପୁରରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କୁ ମିଳିଛି ଜେଲ ଦଣ୍ଡ । ସଙ୍ଗେ ସଙ୍ଗେ ତାଂକୁ ବାନ୍ଧିଛି ପୋଲିସ । ହେଲେ ଆଇନଶୃଂଖଳା ଭାଙ୍ଗି କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଉପରେ ଆକ୍ରମଣ କରିଥିବା ବିଜେଡି…
Read More...

ଏଣିକି ଅନଲାଇନରେ ମିଳିପାରିବ ଯୁକ୍ତ ଦୁଇ ସାର୍ଟିଫିକେଟ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏଣିକି ଘରେ ବସିକି ମିଳିବ ଯୁକ୍ତ ଦୁଇ ପ୍ରମାଣପତ୍ରର ନକଲ କପି । ଛାତ୍ରଛାତ୍ରୀଙ୍କୁ ଡ୍ୟୁପ୍ଲିକେଟ୍ ସାଟିଫିକେଟ ଯୋଗାଇ ଦେବା ଉଦେଶ୍ୟରେ କାଉନସିଲ ଅଫ ହାୟର ସେକଣ୍ଡାରୀ ଏଜୁକେସନ ଏବଂ ଏସବିଆଇ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଫଳରେ କୌଣସି ପିଲାକୁ…
Read More...

ନିର୍ଦେଶକ ତାପସ ସରଘରିଆଙ୍କ ସହ ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଚାଟର କାହାଣୀ ଦେଖନ୍ତୁ ଏହି ଭିଡିଓରେ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ୬ ଜଣ ନିର୍ଦେଶକ ଓ ପ୍ରଯୋଜକଙ୍କ ବିରୋଧରେ କାଷ୍ଟିଂ କାଉଚ ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଶର୍ମିଷ୍ଠା । ଏଥି ପାଇଁ ସେ ତାଙ୍କ ମୋବାଇଲରେ ଥିବା ହ୍ୱାଟସଅପ୍ ଓ ଫେସବୁକ୍ ମେସେଜ ମଧ୍ୟ ଦେଖାଇଛନ୍ତି । ସେଥି ମଧ୍ୟରୁ ଆମେ ଆପଣଙ୍କୁ ଦେଖାଉଛୁ…
Read More...

ଭୁଶୁଡି ପଡିଛି ରୋଗୀସେବା : ଜଣେ ଫାର୍ମାସିଷ୍ଟଙ୍କ କାନ୍ଧରେ ପ୍ରାୟ ୪୦ ହଜାର ଲୋକଙ୍କ ଚିକିତ୍ସା

ଦିଗପହଣ୍ଡି : ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାରଙ୍କ ନାହିଁ ନଥିବା ଯୋଜନା । ହେଲେ ଯୋଜନା କେତେ ସଫଳ ତାହା ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦେଖିଲେ ଅନୁମାନ କରିହୁଏ । ୪୦ ହଜାର ଲୋକ ଚିକିତ୍ସା ପାଇଁ ନିର୍ଭର କରୁଥିବା ଚିକିତ୍ସାଳୟରେ ସେବା ଯୋଗାଉଛନ୍ତି…
Read More...

କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣା : ସୁରେଶ ପୂଜାରିଙ୍କ ଅଭିଯୋଗ, ଚାପରେ ଦଫା ବଦଳାଇଲା ପୁୁଲିସ୍

କନକ ବ୍ୟୁରୋ : ଚାପରେ ଦଫା ବଦଳାଇଦେଲା ପୁୁଲିସ୍ । ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ଦଫା କୋର୍ଟ ଚାଲାଣ ସମୟରେ ବଦଳାଇ ଦିଆଗଲା । ଏଭଳି ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁରେଶ ପୂଜାରୀ । ମୁଖ୍ୟମନ୍ତ୍ରୀ…
Read More...

ପପୁଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଚାଇଲ୍ଡ ୱେଲଫେୟାର କମିଟିରେ ବୟାନ ଦେଲେ ନାବାଳିକା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଢିଲା ହାସ୍ୟ ଅଭିନେତା ପପୁ ପମପମଙ୍କ ପାଇଁ ଅଡୁଆ । କାଷ୍ଟିଂ କାଉଚ୍ ମାମଲା ନେଇ ପପୁଙ୍କ ବିରୋଧରେ ଚାଇଲ୍ଡ ୱେଲଫେୟାର କମିଟିରେ ବୟାନ ଦେଲେ ଜଣେ ନାବାଳିକା । ବୟାନରେ ନାବାଳିକା ଜଣକ ପପୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଫିଲ୍ମରେ ଅଭିନୟ…
Read More...

ଉଚ୍ଚଶିକ୍ଷା ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର : ରାଜ୍ୟ ସରକାର ଆରମ୍ଭ କଲେ କଳିଙ୍ଗ ଶିକ୍ଷା ସାଥୀ ଯୋଜନା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉଚ୍ଚଶିକ୍ଷା ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ଆରମ୍ଭ କଲେ କଳିଙ୍ଗ ଶିକ୍ଷା ସାଥୀ ଯୋଜନା । ଏହି ଯୋଜନା ଜରିଆରେ ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କରୁ ଏକ ପ୍ରତିଶତ ସୁଦ୍ଧ ହାରରେ ମିଳିବ ଶିକ୍ଷା ଲୋନ୍ । ଏନେଇ ରାଜ୍ୟ…
Read More...

କାଷ୍ଟିଂ କାଉଚ ଗୁମର ଖୋଲିବାକୁ ପୁଲିସ୍ ତତ୍ପର : ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଅଭିଯୋଗ ଆଧାରରେ ୬ଜଣଙ୍କୁ ଜାରି ହେବ…

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଲିଉଡରେ କାଷ୍ଟିଂ କାଉଚ ଅଭିଯୋଗ ପ୍ରସଙ୍ଗରେ ୬ ଜଣଙ୍କୁ ଜାରି ହେବ ନୋଟିସ । ଅଭିଯୋଗ ଆସିଥିବା ନିର୍ଦେଶକ ଓ ପ୍ରଯୋଜକଙ୍କୁ ନୋଟିସ କରିବ କମିଶନରେଟ ପୁଲିସ୍ । ସାକ୍ଷ ଓ ପ୍ରମାଣ ଆଧାରରେ ପୋଲିସର ତଦନ୍ତ ଜାରି ରହିଥିବା ଜଣାପଡିଛି । ଓଲିଉଡରେ କାଷ୍ଟିଂ…
Read More...

କାଷ୍ଟିଂ କାଉଚ୍ ଅଭିଯୋଗ ପ୍ରସଙ୍ଗ : ବିନି ସାମଲଙ୍କୁ ଜବାବ ରଖିଲେ ଅଭିନେତ୍ରୀ ଶର୍ମିଷ୍ଠା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିନି ସାମଲଙ୍କୁ ଜବାବ ରଖିଲେ ଶର୍ମିଷ୍ଠା । ୨ ଲକ୍ଷ ଟଙ୍କାର ପ୍ରମାଣ ଦିଅନ୍ତୁ ବିନି ସାମଲ । ପୁଲିସ ଓ ଗଣମାଧ୍ୟମକୁ ସମସ୍ତ ପ୍ରମାଣ ଦେଇଥିବା କଥା ଶର୍ମିଷ୍ଠା କହିଛନ୍ତି । ଟଙ୍କା ଦେବା ପାଇଁ ୬ ମାସ ଅପେକ୍ଷା କରିବାକୁ କହିଥିଲେ ବିନି, ମୁଁ ସମସ୍ତ…
Read More...

ବିଭିନ୍ନ ଦାବିକୁ ନେଇ ଭୂଷଣ କାରଖାନା ମୂଖ୍ୟ ଫାଟକରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ

ଢେଙ୍କାନାଳ : ଭୂଷଣ କାରଖାନା ମୂଖ୍ୟ ଫାଟକରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ । ବିଭିନ୍ନ ଦାବିକୁ ନେଇ ଗାଁଲୋକେ କାରାଖାନାର ମୂଖ୍ୟ ଫାଟକରେ ତାଲା ପକାଇଛନ୍ତି । କିସ୍କିନ୍ଦା ନାଳ ଉପରେ ପୋଲ ନିର୍ମାଣ ସହ ପାନୀୟ ଜଳ ଯୋଗାଣ ଦାବିରେ ତାଳବାହାଳି ଗ୍ରାମବାସୀ ତାଲା ପକାଇଥିବା କହିଛନ୍ତି ।
Read More...