ମହାମାୟାଙ୍କ ମହାନବମୀ : ମାଆଙ୍କ ନିକଟରେ ଲାଗି ହେଲା ଦହି ପଖାଳ ଭୋଗ

74

କନକ ବ୍ୟୁରୋ : ନବମୀରେ ମାଆ ମହାମାୟାଙ୍କ ଚାଲିଛି ପୂଜାର୍ଚ୍ଚନା । । ସମସ୍ତ ରୀତିନୀତି ସହିତ ମାଆଙ୍କ ନିକଟରେ ଦହି ପଖାଳ ଭୋଗ ଲାଗି ହୋଇଛି । କଟକ ମଙ୍ଗଳାବାଗ ପୂଜା କମିଟି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦହି ପଖାଳ ପ୍ରସାଦ ବ୍ୟବସ୍ଥା କରିଛି । ପ୍ରାୟ ୫୦୦ରୁ ଅଧିକ ଲୋକଙ୍କ ପାଇଁ ଏହି ପ୍ରସାଦ ବ୍ୟବସ୍ଥା କରାଯାଇଛି । ୩୦ରୁ ଅଧିକ ଲୋକ ଦ୍ୱାରା ପ୍ରସ୍ତୁତ ଦହିପଖାଳ ପ୍ରସାଦ ହୋଇଛି ।