Browsing Category

ନ୍ୟୁଜ୍

ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା : କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ପତି-ପତ୍ନୀ

କନକ ବ୍ୟୁରୋ : ଫ୍ୟାମିଲ କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଫ୍ୟାମିଲି କୋର୍ଟରେ ହାଜର ହେବାକୁ ଉଭୟଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଉଭୟଙ୍କ ଫ୍ରେସ ପିଟିସନ ଗ୍ରହଣ ବେଳେ କୋର୍ଟ ଉଭୟଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ…
Read More...

ଏୟାରବେସର ସୁରକ୍ଷା ପାଇଁ ବାୟୁସେନାର ବଡ ପଦକ୍ଷେପ । ତିଆରି ହେଉଛି ଅତ୍ୟାଧୁନିକ ଡ୍ରୋନ୍, ପଣ୍ଡ ହେବ ଶତ୍ରୁର ଷଡଯନ୍ତ୍ର

କନକ ବ୍ୟୁରୋ : ବିଶ୍ୱରେ ସବୁଠୁ ଶକ୍ତିଶାଳି ବାୟୁସେନାଙ୍କ କଥା ଆସିଲେ ତାଲିକାରେ ଭାରତର ନାଁ ୪ନମ୍ବରରେ ଆସିଥାଏ । ଆମେରିକା, ଋଷ, ଚାଇନା ପରେ ଭାରତୀୟ ବାୟୁସେନା ଏହି ତାଲିକାରେ ଚତୁର୍ଥ ନମ୍ବରରେ ଆସିଥାଏ । ପ୍ରତିରକ୍ଷା କ୍ଷେତ୍ରରେ ଅନ୍ୟ ମହାଶକ୍ତି ଦେଶଗୁଡିକ ଭଳି ଭାରତ ମଧ୍ୟ ତାର…
Read More...

ଜମ୍ମୁକଶ୍ମୀରର ପୁଞ୍ଝରେ ବସ ଦୁର୍ଘଟଣା, ୧୨ମୃତ : ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏଁ ସହାୟତା ରାଶୀ ଘୋଷଣା

କନକ ବ୍ୟୁରୋ : ଜମ୍ମୁକଶ୍ମୀରର ପୁଞ୍ଝଠାରେ ଏକ ବସ ଦୁର୍ଘଟଣାରେ ଘାଟି ମଧ୍ୟକୁ ଖସିପଡ଼ିଛି । ପୁଞ୍ଝ ଜିଲ୍ଲାର ବରେରି ନାଲ୍ଲହାଠାରେ ଏପରି ଘଟିଥିବା ସୁଚନା ରହିଛି । ଏହି ଦୁର୍ଘଟଣାରେ ୧୨ ଜଣଙ୍କର ଜୀବନ ଯାଇଛି । ଘଟଣାରେ ମୋଟ ୨୫ ଜଣ ଆହତ ହୋଇଛନ୍ତି । ବସଟି ସୁଜିୟାନରୁ ମାଣ୍ଡି ଅଭିମୁଖେ…
Read More...

ଗୁଜରାଟ ଉପକୂଳରୁ ଜବତ ହେଲା ୨୦୦ କୋଟି ଟଙ୍କାର ଡ୍ରଗ୍ସ, ୬ ପାକିସ୍ତାନୀ ଗିରଫ

କନକ ବ୍ୟୁରୋ : ଗୁଜରାଟର ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡକୁ ଏକ ବଡ ସଫଳତା ମିଳିଛି । ଏଠାରେ କୋଷ୍ଟଗାର୍ଡ ଓ ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡର ମିଳିତ ଅପରେସନ ବେଳେ ଡ୍ରଗ୍ସ କାରବାରର ଏକ ବଡ ରାକେଟ ଧରାପଡିଛି । ସେମାନଙ୍କ ଠାରୁ ୪୦ କିଲୋ ଓଜନର ୨୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି ।…
Read More...

ଜୁଏଲାରୀ ମାଲିକଙ୍କଠୁ ୫୦ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ : ଘଟଣାସ୍ଥଳରେ ପୋଲିସର ତନାଘନା

କନକ ବ୍ୟୁରୋ : ସୁନା ଗହଣା ଲୁଟିନେଲେ ଲୁଟେରା । ଜଣେ ଜୁଏଲାରୀ ମାଲିକଙ୍କଠାରୁ ଲୁଟେରା ୫୦ଲକ୍ଷରୁ ଉଦ୍ଧ୍ୱର୍ ମୂଲ୍ୟର ସୁନା ଝାମ୍ପି ନେଇଛନ୍ତି । ଭଦ୍ରକ ବାସୁଦେବପୁର ଥାନା ନିକଟ ବେତଡା ବଜାରରେ ଏହି ଲୁଟପାଟ ହୋଇଛି । ଗହଣା ବ୍ୟବସାୟୀ ଜଣକ ଘରୁ ଗହଣା ସବୁ ନେଇ ନିଜ ଦୋକାନକୁ ଯାଉଥିବା ବେଳେ…
Read More...

ବିହାର ବେଗୁସୁରାଇ ଗୁଳିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ : ୭ ଜଣ ପୋଲିସ ଅଫିସରଙ୍କୁ ନିଲମ୍ବନ; ଘଟଣାର ୧୮ଘଣ୍ଟା ପରେ…

କନକ ବ୍ୟୁରୋ : ବିହାର ବେଗୁସୁରାଇ ଗୁଳିକାଣ୍ଡ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ । ୭ ଜଣ ପୋଲିସ ଅଫିସରଙ୍କୁ ନିଲମ୍ବନ । ଘଟଣାର ୧୮ ଘଣ୍ଟା ପରେ ବି ପୋଲିସ ହାତ ଖାଲିପଡ଼ିଛି । ଜିଲ୍ଲାର ସୀମା ସିଲ କରି ସାଇକୋ କିଲରଙ୍କୁ ଖୋଜୁଛି ପୋଲିସ । ଗତକାଲି ଜାତୀୟ ରାଜପଥରେ ଦୁଇ ଜଣ ବାଇକ ଆରୋହି ଆଖିବୁଜା…
Read More...

ସିନ୍ଧେକେଲା ଥାନା ଗନ୍ଧଲା ଗାଁରେ ଅଭାବନୀୟ ଘଟଣା : ସେୟାର ମାର୍କେଟରେ କ୍ଷତି ପାଇଁ ହାରିଲେ ଜୀବନ

କନକ ବ୍ୟୁରୋ : ସେୟାର ମାର୍କେଟରେ କ୍ଷତି ପାଇଁ ହାରିଲେ ଜୀବନ । ବିଷ ପିଇ ଜୀବନ ବିନୋଦ ଯାଦବ ଜୀବନ ହାରିଛନ୍ତି । ସିନ୍ଧେକେଲା ଥାନା ଗନ୍ଧଲା ଗାଁରେ ଅଭାବନୀୟ ଘଟଣା ଘଟିଛି । ସୂଚନାନୁସାରେ, ସେୟାର ମାର୍କେଟରେ ୨୦ଲକ୍ଷ ଟଙ୍କା ଲଗାଇଥିଲେ । ଦିଲ୍ଲୀର ଓମପ୍ରକାଶଙ୍କୁ ୨୦ଲକ୍ଷ ଟଙ୍କା ଦେଇଥିଲେ…
Read More...

ଗୁଜରାଟ ଅହମ୍ମଦାବାଦରେ ମର୍ମନ୍ତୁଦ ଦୁର୍ଘଟଣା । ନିର୍ମାଣାଧୀନ କୋଠାର ଲିଫ୍ଟ ଭାଙ୍ଗିଯିବାରୁ ୮ ଶ୍ରମିକ ମୃତ

କନକ ବ୍ୟୁରୋ : ଗୁଜରାଟ ଅହମ୍ମଦାବାଦରୁ ଆସିଛି ଏକ ଦୁଖଦ ଖବର । ଏଠାରେ ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଭାଙ୍ଗିଯିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସର ସୂଚନା ମୁତାବକ ସମସ୍ତ ମୃତକ ସେଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଏହି ଦୁର୍ଘଟଣା ଆଜି ସକାଳ ୯ ଟାରୁ ୯.୩୦ ମଧ୍ୟରେ ଘଟିଥିବା…
Read More...

ନାରାୟଣ ବସ୍ତିରେ ହତ୍ୟାକାଣ୍ଡ ଘଟଣା : ଲେଡ଼ି ଡ଼ନ୍ ରଞ୍ଜୁ ଓ କାହ୍ନାକୁ ଗିରଫ କଲା କମିଶନରେଟ୍ ପୋଲିସ

କନକ ବ୍ୟୁରୋ : ଭୁବନେଶ୍ୱର ନାରାୟଣ ବସ୍ତିରେ ପି ସୁବ୍ରତ ରାଓ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ । ଲେଡ଼ି ଡ଼ନ୍ ରଞ୍ଜୁ ଓ କାହ୍ନାକୁ ପୋଲିସ ଗିରଫ କରିଛି । ଗଞ୍ଜାମର ଏକ ଜଙ୍ଗଲ ନିକଟରୁ ଉଭୟ ରଞ୍ଜୁ ଓ କାହ୍ନାକୁ କମିଶନରେଟ୍ ପୋଲିସ କାବୁ କରିଛି । ଗତ ଶୁକ୍ରବାର ରାତିରେ ସୁବ୍ରତ…
Read More...

ଦିଲ୍ଲୀରେ ବଦଳିଲା ମାଗଣା ବିଜୁଳି ବଣ୍ଟନ ନିୟମ । ଏବେ ଜାଣନ୍ତୁ କାହାକୁ ମିଳିବ ଏହି ସୁବିଧା

କନକ ବ୍ୟୁରୋ : ଦିଲ୍ଲୀରେ ମାଗଣା ବିଜୁଳିକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି । କେଜ୍ରିୱାଲଙ୍କ ଘୋଷଣା ମୁତାବକ ଏବେ ଦିଲ୍ଲୀରେ ଯାହାକୁ ମାଗଣା ବିଜୁଳି ଦରକାର ତାଙ୍କୁ ଆବେଦନ କରିବାକୁ ପଡିବ । ଏନେଇ ଆଜିଠାରୁ ଆବେଦନ ଆରମ୍ଭ ହେବ ବୋଲି କୁହାଯାଇଛି । ଏନେଇ…
Read More...