Browsing Category

ନ୍ୟୁଜ୍

ଗଛ ସାଥୀ ପୂର୍ଣ୍ଣ ସାର୍, ଗଛ ଲଗାଇ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ବଡ ଉଦାହରଣ।

କନକ ବ୍ୟୁରୋ: ବିଶ୍ୱ ବର୍ତ୍ତମାନ ଜଟିଳ ପରିସ୍ଥିତି ଦେଇ ଗତିକରୁଛି । ବିଶେଷ କରି ତାପମାନ ବୃଦ୍ଧି, ପ୍ରଦୂଷଣ, ଅତ୍ୟଧିକ ବୃଷ୍ଟିପାତ ଲୋକଙ୍କ ପାଇଁ ସମସ୍ୟା ପାଲଟିଛି । ତେବେ ଏହାକୁ ଛାଡି ସୁନାମି, ଭୂମିକମ୍ପ ମଧ୍ୟ ବିଶ୍ୱ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି । ଏହି ସମସ୍ତ ସମସ୍ୟା ପାଇଁ…
Read More...

ମୁଖ୍ୟମନ୍ତ୍ରୀ ଆସନ ପାଇଁ ଟଣାଓଟରା ଗେହଲଟ ଓ ପାଇଲଟ । ଇସ୍ତଫା ଦେଲେଣି ୯୦ରୁ ଅଧିକ ବିଧାୟକ, ପର୍ଯ୍ୟବେକ୍ଷକଙ୍କ ଆଗରେ…

କନକ ବ୍ୟୁରୋ: କଂଗ୍ରେସ ସଭାପତି ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଝଡ ଉଠିଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ରାଜସ୍ଥାନରେ ଦେଖାଦେଇଛି ରାଜନୈତିିକ ସଙ୍କଟ । ରାଜସ୍ଥାନ ବିଧାନସଭାରେ କଂଗ୍ରେସର ୧୦୭ ବିଧାୟକଙ୍କ ମଧ୍ୟରୁ ୯୦ରୁ ଅଧିକ ବିଧାୟକ ଅଶୋକ ଗେହଲଟ କିମ୍ବା ତାଙ୍କ…
Read More...

କଟକ ଏସସିବିରୁ ନବଜାତ ଶିଶୁ ଚୋରି ଅଭିଯୋଗ । ପ୍ରସୂତୀ ବିଭାଗରୁ ନବଜାତକକୁ କେହି ନେଇଯାଇଥିବା ଅଭିଯୋଗ

କନକ ବ୍ୟୁରୋ: କଟକ ଏସସିବିରୁ ଚୋରି ହେଲା ନବଜାତ ଶିଶୁ । ଗୋଟିଏ ନବଜାତ ଶିଶୁକୁ ଏସିସିବି ମେଡିକାଲରୁ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଛି । ପ୍ରସୂତୀ ବିଭାଗରୁ ନବଜାତକକୁ ନେଇ ନେଇଯାଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଶିଶୁର ବାପା ଏସସିବି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ…
Read More...

ଗଜପତି ମୋହନାରେ ଜନନୀ ଯନ୍ତ୍ରଣା। ଦୁଇ କିଲୋମିଟର ଭାରାରେ ବୁହାହେଲେ ଗର୍ଭବତୀ।

କନକ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ଦୁଇ କିଲୋମିଟର ଭାରାରେ ବୁହାହେଲେ ଗର୍ଭବତୀ । ଗଜପତି ମୋହନା ବ୍ଳକ ବୁଡ଼ାପଙ୍କା ଗାଁକୁ ରାସ୍ତା ନଥିବାରୁ କାନ୍ଧରେ ବୁହାହେଲେ ଗର୍ଭବତୀ । ଗାଁର ଜୟନ୍ତୀ ମଲ୍ଲିକଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ସ୍ୱାମୀ ୧୦୨…
Read More...

ନବରାତ୍ରର ପ୍ରଥମ ଦିନରେ ସୁନ୍ଦରଗଡ଼ ପୋଲିସର ନିଆରା ପଦକ୍ଷେପ। ନାରୀଙ୍କୁ ସଶକ୍ତ କରିବା ପାଇଁ ସ୍କୁଲ ଛାତ୍ରୀଙ୍କୁ…

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ନବରାତ୍ରୀ ପୂଜା । ନବରାତ୍ରର ପ୍ରଥମ ଦିନରେ ସୁନ୍ଦରଗଡ଼ ପୋଲିସ ପକ୍ଷରୁ ଆରମ୍ଭ ପ୍ରୋଜେକ୍ଟ ଦୁର୍ଗା କାର୍ଯ୍ୟକ୍ରମ । ନାରୀଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସ୍କୁଲ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ପ୍ରଦାନ କରିବା ସହ ଝିଅମାନଙ୍କ ସୁରକ୍ଷା ପାଇଁ ଜାରି…
Read More...

ବୀମା ଦାବିରେ ଗର୍ଜିଲେ ଚାଷୀ, ବଲାଙ୍ଗୀରରେ ରେଳରୋକ। ଶହ ଶହ ଚାଷୀ ଏକାଠି କଲେ ପ୍ରତିବାଦ ।

କନକ ବ୍ୟୁରୋ: ଫସଲ ବୀମା ଦାବିରେ ଜୋରଧରିଲା ଚାଷୀ ଆନ୍ଦୋଳନ । ପ୍ରଥମେ ଜାତୀୟ ରାଜପଥ ଅବରୋଧ ଆଉ ଏବେ ରେଳରୋକ କରିଛନ୍ତି ଚାଷୀ । ବଲାଙ୍ଗୀର ହରିଶଙ୍କର ରୋଡ୍ ରେଳଷ୍ଟେସନ ଓ ବଲାଙ୍ଗୀର ଜଙ୍କସନ୍ ରେଳ ଷ୍ଟେସନରେ ରେଳରୋକ ଆନ୍ଦୋଳନ କରିଛନ୍ତି ଚାଷୀ । ବ୍ଲକର ବିଭିନ୍ନ ସ୍ଥାନରୁ ଶହଶହ ଚାଷୀ ଏକାଠି…
Read More...

ସ୍ୱପ୍ନ ଭାଙ୍ଗିଦେଲା ଅଜଣା ରୋଗ। ଦେଢ ବର୍ଷ ହେଲା ବିଛଣା ପଡ଼ି ଛଟପଟ ହେଉଛି ମେଧାବୀ ଛାତ୍ରୀ ଲିଜାରାଣୀ। 

କନକ ବ୍ୟୁରୋ: ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ମେଧାବୀ ଛାତ୍ରୀ ଏବେ ଶଯ୍ୟାଶାୟୀ । ଦେଢ ବର୍ଷ ହେଲା ବିଛଣାରେ ପଡ଼ି ଛଟପଟ ହେଉଛି ବାଲେଶ୍ୱର ସଦର ବ୍ଲକ ପାଳୁସିଆ ଗାଁର ତ୍ରିଲୋଚନ ଦାସଙ୍କ ଝିଅ ଲିଜାରାଣୀ । କେତେ ଆଶା ଥିଲା ମାଟ୍ରିକ୍ ପାସ କରିବା ପରେ ଭଲ କଲେଜରେ ପାଠପଢିବେ ଭବିଷ୍ୟତରେ ଭଲ…
Read More...

ଆନ୍ଧ୍ରରୁ କେରଳକୁ ହେଉଥିଲା ଚନ୍ଦନ କାଠ ଚାଲାଣ। କମାଣ୍ଡର ଜିପରେ ଚାଲାଣ ହେଉଥିଲା ୧୩୦ କିଲୋ ଓଜନର ଚନ୍ଦନ କାଠ।

କନକ ବ୍ୟୁରୋ: କୋରାପୁଟ ସିମିଳିଗୁଡ଼ା ପୋଲିସ ଦ୍ୱାରା ୨ଚନ୍ଦନ କାଠ ମାଫିଆ ଗିରଫ । ଆନ୍ଧ୍ରପ୍ରଦେଶର ଆରକୁରୁ କେରଳକୁ ହେଉଥିଲା ଚୋରା ଚାଲାଣ । ଏକ କମାଣ୍ଡର ଜିପ୍ ସହିତ ୧୩୦ କିଲୋ ଚନ୍ଦନ କାଠ, ଗୋଟିଏ ମୋବାଇଲ, ୪ହଜାର ଟଙ୍କା ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସୁନାବେଡ଼ା ଏସଡ଼ିପିଓ ମନୋଜ…
Read More...

ରାଜା ବିକ୍ରମଦେବଙ୍କ ମୂର୍ତ୍ତିକୁ ନେଇ ବିବାଦ। ଜୟପୁର କଲେଜ ଗେଟ୍ ସାମ୍ନାରେ ଲାଗିଥିବା ପ୍ରତିମୂର୍ତ୍ତି ରାଜାଙ୍କର…

କନକ ବ୍ୟୁରୋ: ରାଜାଙ୍କ ପ୍ରତିମୂର୍ତ୍ତିକୁ ନେଇ ତୁଜୁଛି ବିବାଦ । ପ୍ରଥମ ଥର ପାଇଁ ଜୟପୁର ବିକ୍ରମଦେବ କଲେଜ ଗେଟ୍ ସାମ୍ନାରେ ଲଗାଯାଇଥିବା ରାଜାଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ ଦେଖାଦେଇଛି । ପ୍ରତିମୂର୍ତ୍ତିଟି ରାଜାଙ୍କର ନୁହେଁ ଅନ୍ୟ ଜଣଙ୍କର । ଯାହାକୁ ନେଇ ବିଭିନ୍ନ ସଂଗଠନ ଓ…
Read More...

କଂଗ୍ରେସ ମୁଖିଆ ରେସରୁ ଗେହଲଟ ଆଉଟ୍! ସାମ୍ନାକୁ ଆସିଲା ୪ ନୂଆ ନେତାଙ୍କ ନାମ…

କନକ ବ୍ୟୁରୋ: ରାଜସ୍ଥାନରେ ଜାରିରହିଥିବା ଘଟଣାକ୍ରମ ଭିତରେ କଂଗ୍ରେସ ହାଇକମାଣ୍ଡ ବଡ ପଦକ୍ଷେପ ନେଇପାରନ୍ତି । ଏହି ସମ୍ଭାବନା ବଢିବାରେ ଲାଗିଛି । ଖବର ଆସୁଛି ଯେ ଅଶୋକ ଗେହଲଟଙ୍କୁ ଦଳର ଅଧ୍ୟକ୍ଷ ପଦର ନିର୍ବାଚନ ରେସରୁ ବାହାର କରିଦିଆଯାଇପାରେ । ସୋମବାର ଦିଲ୍ଲୀର ୧୦ ଜନପଥରେ ବୈଠକ ପୂର୍ବରୁ…
Read More...