Browsing Category

ନ୍ୟୁଜ୍

ଫିଲ୍ମ ଷ୍ଟାଇଲରେ ବ୍ୟାଙ୍କକୁ ଚୋରି କରିବାକୁ ଆସିଥିଲେ, ସାଇରନ ବାଜିବାରୁ ଛୁ ମାରିଲେ ୩ ଲୁଟେରା ।

କନକ ବ୍ୟୁରୋ :ବାରଙ୍ଗ ଥାନା ଫକୀର ପଡ଼ା ଠାରେ ଥିବା ଆଇସିଆଇସିଆଇ ବ୍ୟାଙ୍କରୁ ବନ୍ଧୁକ ମୁନରେ ଲୁଟ ଉଦ୍ୟମ ବିଫଳ । ବନ୍ଧୁକ ଦେଖାଇ ଲୁଟ ବେଳର ଚିତ୍ର ସିସିଟିଭିରେ ହେଲା କଏଦ । ମିଳିଥିବା ସୂଚନା ଅନୁଯାୟୀ ଆଜି ୯.୫୦ ସମୟରେ ବ୍ୟାଙ୍କ କର୍ମଚାରୀ ମାନେ କାର୍ଯ୍ୟରେ ଯୋଗ ଦେଇଥିବା ସମୟରେ ତିନି ଜଣ…
Read More...

ଆୟକର ବିଭାଗର ଚଢାଉକୁ ନେଇ ମୁହଁ ଖୋଲିଲେ ଅପରାଜିତା । କହିଲେ, ଭ୍ରଷ୍ଟାଚାର ଯେଉଁଠି ହେବ, ମୋଦୀ ସରକାର ଆଗକୁ ଆସିବ ।

କନକ ବ୍ୟୁରୋ: ସାରା ରାଜ୍ୟରେ ଚାଲିଥିବା ଆୟକର ବିଭାଗର ଘନ ଘନ ଚଢାଉକୁ ନେଇ ଶାସକ ଦଳ ପ୍ରଶ୍ନ ଉଠାଉଥିବାବେଳେ ଏହାର ଜବାବ ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ପ୍ରତିକ୍ରିୟା ରଖି ସେ କହିଛନ୍ତି, ଭ୍ରଷ୍ଟାଚାର ଯେଉଁଠି ହେବ ମୋଦୀ ସରକାର ଆଗକୁ ଆସିବ । ନରେନ୍ଦ୍ର ମୋଦୀ ଯେବେ…
Read More...

୭ହଜାର କୋଟି ଟଙ୍କା ବିନିମୟରେ ନିର୍ମାଣ ହେବ ଇ-କୋର୍ଟ । କେନ୍ଦ୍ର ଆଇନମନ୍ତ୍ରୀ କହିଲେ ବଦଳିଯିବ ଭାରତୀୟ ନ୍ୟାୟ…

କନକ ବ୍ୟୁରୋ : କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜୁ ଗୁହ୍ୱାଟି ହାଇକୋର୍ଟର ପ୍ଲାଟିନମ୍ ଜୁବଲୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ନିଜର ମତ ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ନ୍ୟାୟପାଳିକାର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ ବିଜେପିର ପୂର୍ଣ୍ଣ ସମର୍ଥନ…
Read More...

ବିଦେଶୀ ସାହିତ୍ୟିକ ସେକ୍ସପିଅର, ମିଲ୍ଟନଙ୍କ ବଦଳରେ ଛାତ୍ରଛାତ୍ରୀ ପଢିବେ ନିଜ ଦେଶର ସାହିତ୍ୟିକାରଙ୍କ କୃତି । ନୂଆ…

କନକ ବ୍ୟୁରୋ: ସ୍ନାତକୋତ୍ତର ଶ୍ରେଣୀରେ ଏଣିକି ଆଉ ବିଦେଶୀ ଲେଖକଙ୍କ ଉପନ୍ୟାସ କି କବିତା ପଢିବେ ନାହିଁ ଛାତ୍ରଛାତ୍ରୀ । ଏହା ବଦଳରେ ନିଜ ଦେଶର କବି ଓ ଲେଖକଙ୍କ ସାହିତ୍ୟ ସର୍ଜନାକୁ ପଡିବେ । ଡିଡିୟୁ ପ୍ରଧ୍ୟାପକଙ୍କ ଆଲୋଚନା ପରେ ନିଆଯାଇଛି ଏଭଳି ନିଷ୍ପତ୍ତି । ପୂର୍ବାଞ୍ଚଳରେ…
Read More...

ସହରାଞ୍ଚଳ ଉନ୍ନୟନ ସଂସ୍ଥାରେ ରିଟାୟାର୍ଡ ଅଫିସରଙ୍କୁ ମିଳିବ ନିଯୁକ୍ତି । ପ୍ରଶ୍ନ ଉଠାଇଲା ରାଜ୍ୟ ବିଜେପି । ଭୃଗୁବକ୍ସି…

କନକ ବ୍ୟୁରୋ: ବିରୋଧୀ ଦଳ ନେତା ବିଧାନସଭାରେ କହିଲେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ରାଜ୍ୟ ସରକାରଙ୍କ ଉଚ୍ଚ ପଦପଦବୀରେ ଅବସରପ୍ରାପ୍ତ ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏବେ ଜିଲ୍ଲା ସ୍ତରକୁ ଯାଇ ରାଜ୍ୟ ସରକାର ନିଯୁକ୍ତି ଦେବାକୁ ପଛେଇଲେ ନାହିଁ । ଭୟ ଲାଗିଲାଣି, ଆଗକୁ ପଞ୍ଚାୟତ ଓ…
Read More...

ଲୋନ ଦେବା ନାଁରେ ଠକେଇ ଅଭିଯୋଗ : ଇଓଡବ୍ଲ୍ୟୁ ଜାଲରେ ଏସବିଆଇର ଡେପୁଟି ମ୍ୟାନେଜର

କନକ ବ୍ୟୁରୋ : ଇଓଡବ୍ଲ୍ୟୁ ଜାଲରେ ଏସବିଆଇର ଡେପୁଟି ମ୍ୟାନେଜର । ଫୁଲବାଣୀ ବ୍ରାଞ୍ଚର ଡେପୁଟି ମ୍ୟାନଜର ଆଶୁତୋଷ ଆଚାର୍ଯ୍ୟ ଗିରଫ ହୋଇଛନ୍ତି । ଏକ୍ସପ୍ରେସ କ୍ରେଡିଟ୍ ଲୋନ୍ ଦେବା ନାଁ ରେ ୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଠକେଇ ହୋଇଥିବା ନେଇ ଇଓଡବ୍ଲ୍ୟୁ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ…
Read More...

ମୃତ୍ୟୁକୁ ମାତ ଦେଲେ, ବିଶ୍ୱ ରେକର୍ଡ କଲେ । ଲୋକଙ୍କ ପାଇଁ ସୁପର ହୀରୋ ପାଲଟିଲେ ଶୋହାବ

କନକ ବ୍ୟୁରୋ : ବିଶ୍ୱ ରେକର୍ଡ ପାଇଁ ମଣିଷ କଣ ବା କରିନପାରେ... ନିଜର ଟ୍ୟାଲେଣ୍ଟ୍ ବଳରେ ବିଶ୍ୱ ରେକର୍ଡ କରିବାରେ ଅନେକ ଲୋକ ସଫଳ ହେଉଥିବା ନଜିର ଆମେ ଦେଖିଆସୁଛେ । ଆଉ କେତେକ ସ୍ଥାନରେ ଦେଖିବାକୁ ମିଳିଥାଏ କି, ପ୍ରାକୃତୀକ କାରଣ ପାଇଁ ମଧ୍ୟ ବିଶ୍ୱ ରେକର୍ଡ ବନିଯାଇଥାଏ । ଅର୍ଥାତ୍ କିଏ…
Read More...

ଝାରସୁଗୁଡା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ : ବିଜେଡି ପାଇଁ ବଳ କଷୁଛନ୍ତି ପର୍ଯ୍ୟବେକ୍ଷକ ସାରଦା ନାୟକ

କନକ ବ୍ୟୁରୋ : ଝାରସୁଗୁଡା ଉପ-ନିର୍ବାଚନକୁ ନେଇ ବଢିବାରେ ଲାଗିଛି ନିର୍ବାଚାନୀ ତାତି । ବିଜେଡି ପକ୍ଷରୁ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ମାତ୍ର ବିଜେପି କି କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ । ତଥାପି ରାଜନୈତିକ ଦଳ ଭିତରେ ଜୋରଦାର ଚାଲିଛି…
Read More...

ରାଜଧାନୀରେ ଗର୍ଜିଲେ ଅଧ୍ୟାପକ ଓ କର୍ମଚାରୀ : ଲୋୟର ପିଏମଜିରେ ମୁହଁରେ କଳାପଟି ବାନ୍ଧି ପ୍ରତିବାଦ

କନକ ବ୍ୟୁରୋ : ନିଖିଳ ଓଡ଼ିଶା ୬୬୨ ବେସରକାରୀ ଅଧ୍ୟାପକ ସଂଘର ପ୍ରତିବାଦ । ମୁହଁରେ କଳା କପଡ଼ା ବାନ୍ଧି ଶତାଧିକ ଅଧ୍ୟାପକଙ୍କ ଧାରଣା । ଗତ ୫୩ ଦିନ ହେଲା ଅଧ୍ୟାପକ ମାନେ ଏହି ଆନ୍ଦୋଳନ ଜାରି ରଖିଛନ୍ତି । ସମାନ ଗ୍ରେଡ଼-ପେକୁ ସମାନ ଦରମାଳ ପେନସନ ପ୍ରଦାନ, ସପ୍ତମ ବେତନ ଦରମା ଲାଗୁ କରିବା ଓ…
Read More...

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ବିଜେପି ଓ…

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ପ୍ରମୁଖ ରାଜନୈତିକ ଦଳମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ଉପରେ ଭରଶା କରି ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ କିନ୍ତୁ ଚଳିତ ବିଧାନସଭା ନିର୍ବାଚନ ପାଇଁ…
Read More...