Browsing Category

ନ୍ୟୁଜ୍

ଝାରସୁଗୁଡା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ : ବିଜେଡି ପାଇଁ ବଳ କଷୁଛନ୍ତି ପର୍ଯ୍ୟବେକ୍ଷକ ସାରଦା ନାୟକ

କନକ ବ୍ୟୁରୋ : ଝାରସୁଗୁଡା ଉପ-ନିର୍ବାଚନକୁ ନେଇ ବଢିବାରେ ଲାଗିଛି ନିର୍ବାଚାନୀ ତାତି । ବିଜେଡି ପକ୍ଷରୁ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ମାତ୍ର ବିଜେପି କି କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ । ତଥାପି ରାଜନୈତିକ ଦଳ ଭିତରେ ଜୋରଦାର ଚାଲିଛି…
Read More...

ରାଜଧାନୀରେ ଗର୍ଜିଲେ ଅଧ୍ୟାପକ ଓ କର୍ମଚାରୀ : ଲୋୟର ପିଏମଜିରେ ମୁହଁରେ କଳାପଟି ବାନ୍ଧି ପ୍ରତିବାଦ

କନକ ବ୍ୟୁରୋ : ନିଖିଳ ଓଡ଼ିଶା ୬୬୨ ବେସରକାରୀ ଅଧ୍ୟାପକ ସଂଘର ପ୍ରତିବାଦ । ମୁହଁରେ କଳା କପଡ଼ା ବାନ୍ଧି ଶତାଧିକ ଅଧ୍ୟାପକଙ୍କ ଧାରଣା । ଗତ ୫୩ ଦିନ ହେଲା ଅଧ୍ୟାପକ ମାନେ ଏହି ଆନ୍ଦୋଳନ ଜାରି ରଖିଛନ୍ତି । ସମାନ ଗ୍ରେଡ଼-ପେକୁ ସମାନ ଦରମାଳ ପେନସନ ପ୍ରଦାନ, ସପ୍ତମ ବେତନ ଦରମା ଲାଗୁ କରିବା ଓ…
Read More...

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ବିଜେପି ଓ…

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ପ୍ରମୁଖ ରାଜନୈତିକ ଦଳମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ଉପରେ ଭରଶା କରି ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ କିନ୍ତୁ ଚଳିତ ବିଧାନସଭା ନିର୍ବାଚନ ପାଇଁ…
Read More...

ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିବାଦ ଘଟଣା : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅନୁଗୁଳ ବାଜିରାଉତ…

କନକ ବ୍ୟୁରୋ : ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ପ୍ରତିମୂର୍ତ୍ତି ବିବାଦ ଘଟଣା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୁଳ ସ୍ଥିତ ବାଜିରାଉତ ଛାତ୍ରାବାସରେ ୮ଜଣିଆ ସ୍ୱତନ୍ତ୍ର ଟିମ୍ ପହଞ୍ଚି  ଆଲୋଚନା କରିଛନ୍ତି । ଛାତ୍ରାବାସର ଶିକ୍ଷା ବ୍ୟବସ୍ଥା, ନବକୃଷ୍ଣଙ୍କ କୁଟୀର ଓ…
Read More...

କୋଟପାଡ ଯାତ୍ରା : ଅସୀମା ପଣ୍ଡା ଓ ଅନନ୍ୟା ଶ୍ରୀତମ ନନ୍ଦଙ୍କ ଗୀତରେ ଝୁମିଲେ

କନକ ବ୍ୟୁରୋ : କୋଟପାଡରେ ଶେଷ ହୋଇଛି ମାଆ ଶୀତଳା ଠାକୁରାଣୀଙ୍କ ଯାତ୍ରା । ଯାତ୍ରାର ଶେଷ ସନ୍ଧ୍ୟାରେ ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ଅନନ୍ୟା ଶ୍ରୀତମ ନନ୍ଦଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ । ମାଆଙ୍କ ଘଟ ପର୍ବରେ ହଜାର ହଜାର ଭକ୍ତିଙ୍କ ଭିଡ । ୩ ବର୍ଷକୁ ଥରେ ପାଳନ ହେଉଥିବା…
Read More...

ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ।…

କନକ ବ୍ୟୁରୋ: ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ । ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଅନୁଗୁଳର ଗୋପବନ୍ଧୁ ପାର୍କରେ ପୂର୍ଣ୍ଣାଙ୍ଗ…
Read More...

ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ ଝଟକା । ଦିନିକିଆ ବିଶ୍ୱକପ୍ ଖେଳିନପାରନ୍ତି କେନ୍ ୱିଲିୟମସନ୍ । ଜାଣନ୍ତୁ, ଏହା…

କନକ ବ୍ୟୁରୋ: ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ପାଇଁ ଆସିଛି ଖରାପ ଖବର । ଦଳର ଅଧିନାୟକ ଥିବା କେନ୍ ୱିଲିୟମସନ୍ ଏଥର ଦିନିକିଆ ବିଶ୍ୱକପରୁ ବାଦ୍ ପଡିପାରନ୍ତି । ଆଇପିଏଲ୍ ଖେଳୁଥିବା ସମୟରେ କେନ୍ ଆହତ ହୋଇଥିଲେ । ଗୁଜରାଟ ପକ୍ଷରୁ ମ୍ୟାଚ୍…
Read More...

ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ । ରେଳଯାତ୍ରା କରୁଥିଲେ ଜାଣନ୍ତୁ ଏହିସବୁ ନିୟମ । ନିୟମ ଜାଣିଲେ ଯାତ୍ରୀମାନେ…

କନକ ବ୍ୟୁରୋ : ଭାରତୀୟ ରେଲୱେ ନିଜର ନେଟୱର୍କ ପାଇଁ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଦେଶରେ ପ୍ରତ୍ୟେକ ଦିନ ୨.୪ କୋଟିରୁ ଅଧିକ ଲୋକ ରେଳଯାତ୍ରା କରିଥାନ୍ତି । ଯାହାକି ଅଷ୍ଟ୍ରେଲିଆର ସମୁଦାୟ ଜନସଂଖ୍ୟା ସହ ସମାନ ହୋଇଥାଏ । ଦେଶରେ ପ୍ରତିଦିନ ୧୩ ହଜାରର ଅଧିକ ଯାତ୍ରୀବାହୀ…
Read More...

ବିଜେପି ପ୍ରତିଷ୍ଠା ଦିବସ : ଦଳୀୟ କର୍ମୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର; ବିରୋଧୀଙ୍କୁ ଟାର୍ଗେଟ କରି କହିଲେ, ମିଛ…

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ୪୪ତମ ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପାର୍ଟିକୁ ପ୍ରତିଷ୍ଠା ପଛରେ ତଥା ଆଗକୁ ନେବାରେ ଉଦ୍ୟମ କରିଥିବା ପୁରୁଖା ଅନୁଭବୀ ନେତାମାନଙ୍କୁ ମୋଦୀ ମନେ ପକାଇଛନ୍ତି । ୨୦୧୪ ମସିହାରୁ କେବଳ ସରକାର…
Read More...

ଅର୍ଥ ହେରଫେର ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟର ଝଟକା, ଜାମିନ ଆବେଦନ ଖାରଜ

କନକ ବ୍ୟୁରୋ : ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟ ପୁଣି ଏକ ଝଟକା ଦେଇଛନ୍ତି । ସତ୍ୟେନ୍ଦ୍ର ଜୈନଙ୍କ ତରଫରୁ ଆବେଦନ କରାଯାଇଥିବା ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ବିଚାରପତି ଦିନେଶ…
Read More...