Browsing Category

ନ୍ୟୁଜ୍

ସୁଦାନରେ ଉଗ୍ର ହେଉଛି ଗୃହଯୁଦ୍ଧ, ରଚୁଛି ମୃତ୍ୟୁର ତାଣ୍ଡବ : ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର ଉଦ୍ୟମ

କନକ ବ୍ୟୁରୋ : ସୁଦାନରେ ଶୋଚନୀୟ ଅବସ୍ଥା । ଗୃହ ଯୁଦ୍ଧ ରଚୁଛି ମୃତ୍ୟୁର ତାଣ୍ଡବ । ଦିନକୁ ଦିନ ମୃତକଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ବହୁ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।। ତେବେ ମେଡିକାଲରେ ଉପରେ ମଧ୍ୟ ବାରମ୍ବାର ଆକ୍ରମଣ କରାଯାଉଥିବାରୁ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଛି…
Read More...

ନ୍ୟୁଜିଲାଣ୍ଡରେ ଭୀଷଣ ଭୂମିକମ୍ପ । ୭.୩ ତୀବ୍ରତାରେ ଥରିଲା ଦେଶ ।

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡରେ ଭୀଷଣ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ରେକର୍ଡ କରାଯାଇଛି । ଏହା ଭାରତୀୟ ସମୟ ଅନୁସାରେ ଆଜି ସକାଳ ୬ଟା ୧୧ ମିନିଟରେ ହୋଇଥିବା ଜଣାପଡିଛି । ଭୂମିକମ୍ପ ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପଠାରୁ ୯୦୦ କିଲୋମିଟର ଉତ୍ତର-ପୂର୍ବ କେମିଡୀକ୍…
Read More...

ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ : ବିରୋଧୀ ଏକତା ପାଇଁ ବିହାର ମୁଖ୍ୟମନ୍ତ୍ରୀଙ୍କ ଅଭିଯାନ; ଆଜି ଅଖିଳେଶ…

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ପାଇଁ ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ ଉଠାଇବା ଆରମ୍ଭ କରିଛନ୍ତି । ଏହିକ୍ରମରେ ଆଜି ଗୋଟିଏ ଦିନରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।…
Read More...

୫୦ ବର୍ଷ ବୟସରେ ପାଦ ଦେଲେ କ୍ରିକେଟ୍ କିଙ୍ଗ ସଚିନ ତେନ୍ଦୁଲକର : ବାଲୁକା କଳାରେ ଅଭିନନ୍ଦନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

କନକ ବ୍ୟୁରୋ : କ୍ରିକେଟ୍ କିଙ୍ଗ ସଚିନ ତେନ୍ଦୁଲକର ୫୦ ବର୍ଷ ବୟସରେ ପାଦ ଥାପିଛନ୍ତି । ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଥିବା ସଚିନ ଦୁନିଆର ଅନ୍ୟତମ ସର୍ବଶ୍ରେଷ୍ଠ ବ୍ୟାଟର । ଯାହାଙ୍କ ନାଁରେ ରହିଛି କ୍ରିକେଟର ପ୍ରାୟ ସବୁ ରେକର୍ଡ । ଟେଷ୍ଟ ଓ ଦିନିକିଆରେ…
Read More...

ବିଜେଡିରେ ଝାରସୁଗୁଡା ବାର ସଂଘର ସଭାପତି ତ୍ରିନାଥ ଗୁଆଳ ସାମିଲ

କନକ ବ୍ୟୁରୋ : ବିଜେଡିରେ ସାମିଲ ହୋଇଛନ୍ତି ଝାରସୁଗୁଡ଼ା ବାର୍ ଆସୋସିଏସନର ସଭାପତି ତ୍ରିନାଥ ଗୁଆଳ । ମିଶ୍ରଣ ପର୍ବରେ ବିଜେଡିର ଉପସଭାପତି ଦେବୀପ୍ରସାଦ ମିଶ୍ର, ଶ୍ରୀ ଗୁଆଳଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଦେବୀ ମିଶ୍ର କହିଛନ୍ତି, ତ୍ରିନାଥ ଗୁଆଳ ଜଣେ ଦକ୍ଷ ନେତା । ପୂର୍ବରୁ ସେ ନିଜର…
Read More...

ଦିଲ୍ଲୀରେ ବିଷୁବ ସଂକ୍ରାନ୍ତି ମିଳନ କାର୍ଯ୍ୟକ୍ରମ : ମୁଖ୍ୟ ଅତିଥି ଭାବେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି

କନକ ବ୍ୟୁରୋ : ଦିଲ୍ଲୀରେ ପ୍ରବାସୀ ଓଡ଼ିଆ ବିକାଶ ସମିତି ପକ୍ଷରୁ ମହା ବିଷୁବ ସଂକ୍ରାନ୍ତି ମିଳନ କାର୍ଯ୍ୟକ୍ରମ ଭାରତୀୟ ଜନସଞ୍ଚାର ସଂସ୍ଥାନରେ ପାଳିତ ହୋଇଛି । କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରବାସୀ ଓଡ଼ିଆ ବିକାଶ ସମିତିକୁ ପ୍ରଶଂସା କରି ସେ…
Read More...

କୁନୋ ଜାତୀୟ ପାର୍କରେ ଆଉ ଏକ ଚିତାର ମୃତ୍ୟୁ : ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ‘ଉଦୟ’; ମୃତ୍ୟୁର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ମଧ୍ୟପ୍ରଦେଶ କୁନୋ ଜାତୀୟ ପାର୍କରେ ବିଦେଶରୁ ଆସିଥିବା ଆଉଏକ ଚିତାର ମୃତ୍ୟୁ ହୋଇଛି । ମୃତ ଚିତାର ନାଁ ଉଦୟ, ଯାହାକୁ ଦକ୍ଷିଣ ଆଫ୍ରିକାରୁ କୁନୋ ଅଣାଯାଇଥିଲା । ରବିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ତା’ର ମୃତ୍ୟୁ ହୋଇଛି । ଚଳିତ ବର୍ଷ ଫେବୃଆରୀ ମାସରେ ୧୨ ଚିତା ଦକ୍ଷିଣ…
Read More...

ଅକ୍ଷୟ ତୃତୀୟାରେ ଜମିଲା ସୁନା ବେପାର : ପ୍ରାୟ ୧୫୦ କୋଟି ଟଙ୍କାର ସୁନା ବିକ୍ରି ହୋଇଥିବା ଅନୁମାନ

କନକ ବ୍ୟୁରୋ : ଅକ୍ଷୟ ତୃତୀୟାରେ ଜମିଲା ସୁନା ବେପାର  । ପ୍ରାୟ ୧୫୦ କୋଟି ଟଙ୍କାର ସୁନା ବିକ୍ରି ହୋଇଥିବା ଅନୁମାନ ।  ଗତବର୍ଷ ତୁଳନାରେ ୧୫ରୁ ୨୦ ପ୍ରତିଶତ ଅଧିକ ସୁନା ବିକ୍ରି ଆକଳନ ହୋଇଛି । ଗତବର୍ଷ ସାରା ରାଜ୍ୟରେ ୧୨୦ କୋଟି ଟଙ୍କାରୁ ଅଧିକ ସୁନା ବିକ୍ରି ହୋଇଥିଲା । ଗତବର୍ଷ ୨୨…
Read More...

ଓଡିଶା ଷ୍ଟାଫ ସିଲେକ୍ସନ କମିସନ ପରୀକ୍ଷାରେ ସାଂଘାତିକ ତ୍ରୁଟି : ବିକୃତ ଓଡିଆରେ ପ୍ରଶ୍ନପତ୍ରକୁ ନେଇ ନେଇ ଅସନ୍ତୋଷ

କନକ ବ୍ୟୁରୋ : ସଶସ୍ତ୍ର ସୁରକ୍ଷା ବଳର କନେଷ୍ଟବଳ ପରୀକ୍ଷା, ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ମଧ୍ୟ ଦେଇହେବ । କିଛି ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ଚାରି ଆଡେ ଖୁସି ପ୍ରକାଶ ପାଇଥିଲା । କିନ୍ତୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ପକ୍ଷରୁ ଓଡ଼ିଆ…
Read More...

ପୁଣି ଧାରଣା ଦେଲେ ଭାରତୀୟ ମହିଳା ରେସଲର : ନ୍ୟାୟ ନମିଳିବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ

କନକ ବ୍ୟୁରୋ : ଦିଲ୍ଲୀର ଯନ୍ତରମନ୍ତରରେ ପୁଣିଥରେ ଧାରଣାରେ ବସିଛନ୍ତି ଭାରତୀୟ ରେସଲର । ଭାରତୀୟ କୁସ୍ତି ମହାସଂଘ ବା ଡବ୍ଲ୍ୟୁଏଫଆଇର ଅଧ୍ୟକ୍ଷ ବ୍ରଜଭୂଷଣ ସିଂଙ୍କ ବିରୋଧରେ ପୁଣିଥରେ ଧାରଣା ଦେବା ସହ ପୋଲିସ ଉପରେ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି ରେସଲ । ବଜରଙ୍ଗ ପୁନିଆ, ଭିନେଶ ଫୋଗାଟ୍,…
Read More...