Browsing Category

ନ୍ୟୁଜ୍

ବ୍ରିଟେନର ଇଏ କି ଅବସ୍ଥା! ଆଳୁ, ଟମାଟୋର ସଙ୍କଟ ଦେଇ ଗତିକରୁଛନ୍ତି ଦେଶବାସୀ ।

କନକ ବ୍ୟୁରୋ: ଆଳୁ ଟମାଟୋ ପାଇଁ କାହିଁକି ସଂଘର୍ଷ କରୁଛି ବିଶ୍ୱର ଧନୀ ଦେଶ ? କାହିଁକି ବଜାରରେ ମିଳୁନାହିଁ ପନିପରିବା? ୨ରୁ ଅଧିକ ଆଳୁ ଟମାଟୋ କିଣିବା ଉପରେ କାହିଁକି ଲାଗୁଛି ରୋକ? କାହିଁକି ବଜାରରୁ ଗାଏବ ହୋଇଯାଉଛି ଫଳ ଏବଂ ପନିପରିବା? କଣ ପାକିସ୍ତାନ ଭଳି ବ୍ରିଟେନ ବି କାଙ୍ଗାଳ ହେବା…
Read More...

ଚମକାଇ ଦେଲା ୱେକଫିଟ୍ ଡଟ୍ କମ ରିପୋର୍ଟ, ଶୋଇବା ପୂର୍ବରୁ ମୋବାଇଲ୍ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ

କନକ ବ୍ୟୁରୋ : ଡିଜିଟାଲ୍ ଯୁଗରେ ବିନା ମୋବାଇଲ୍ ଫୋନରେ କାମକରିବା କଷ୍ଟକର । ଡିଜିଟାଲ୍ ଯୁଗରେ ମୋବାଇଲ୍, ଲାପଟପ୍ ପରି ସ୍ମାର୍ଟ ଗ୍ୟାଜେଟ୍ ଯୋଗାଯୋଗ ତଥା ସମସ୍ତ କାମକୁ ସହଜ କରିଦେଇଛି । କିନ୍ତୁ ମୋବାଇଲ୍ ଫୋନର ଅତ୍ୟଧିକ ବ୍ୟବହାର ମାନସିକ ସ୍ଥିତି ବିଗାଡିବା ସହ ଗୁରୁତର ସ୍ୱାସ୍ଥ୍ୟ…
Read More...

ଟ୍ରାଫିକ୍ ପୋଲିସ ଭୟରୁ ମିଳିବ ମୁକ୍ତି, ଏହି ଆପ୍ ମାଧ୍ୟମରେ କରନ୍ତୁ ଡ୍ରାଇଭିଂ ଲାଇସେନ୍ସର ସଫ୍ଟକପି ଡାଉନଲୋଡ

କନକ ବ୍ୟୁରୋ : ଗାଡ଼ି ଚଳାଇବାକୁ ହେଲେ ଆପଣଙ୍କୁ ଡିଏଲ ବା ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ରହିଥାଏ । ଯଦି ଆପଣ ଦେଶର କୌଣସି ବି ସ୍ଥାନରେ ଗାଡ଼ି ଚଳାଉଛନ୍ତି ତେବେ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ଥିବା ଆବଶ୍ୟକ । ଡ୍ରାଇଭିଂ ଲାଇସେନ୍ସ ନଥିଲେ ଦେବାକୁ ପଡିବ ଫାଇନ୍ । ବିନା ଡ୍ରାଇଭିଂ…
Read More...

ବିଧାନସଭାରେ ବାବୁ ପ୍ରସଙ୍ଗରେ ଶାସକ-ବିରୋଧୀ ମୁହାଁମୁହିଁ। ବିରୋଧୀ ଦଳ ନେତାଙ୍କ ଅଭିଯୋଗ, ରାଜ୍ୟରେ ଚାଲିଛି ଅଫିସର୍…

କନକ ବ୍ୟୁରୋ: ବିଧାନସଭାରେ ବାବୁଙ୍କୁ ନେଇ ତୁମ୍ବିତୋଫାନ । ପ୍ରଶ୍ନକାଳ ଓ ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଆଉ ଏ ଅଫିସରଙ୍କୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ସ୍ଥିତିକୁ ଆସିଥିଲେ । ଯାହାକୁ ନେଇ ଗୃହ ସ୍ୱାଭାବିକ ହୋଇପାରିନଥିଲା । ପ୍ରଥମେ ବିରୋଧୀ…
Read More...

ଦୁଇ କିମ୍ବଦନ୍ତୀ ଖେଳାଳିଙ୍କୁ ସମ୍ମାନ ଜଣାଇଲା ଆରସିବି । ଜର୍ସି ନମ୍ବର ୧୭ ଏବଂ ୩୩୩ ନେଲା ଅବସର ।

କନକ ବ୍ୟୁରୋ: ଆଇପିଏଲ୍ ଦଳ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଜର୍ସି ନମ୍ବର ୧୭ ଓ ଜର୍ସି ନମ୍ବର ୩୩୩କୁ ସବୁଦିନ ପାଇଁ ରିଟାୟର୍ଡ କରିଦେଇଛି । ଅର୍ଥାତ ଆରସିବିର କୌଣସି ପ୍ଲେୟାର ଏବେ ଏହି ଦୁଇଟି ଜର୍ସି ନମ୍ବରରେ ଦେଖିବାକୁ ମିଳିବେନି । ନିଜ ଦଳର ଦୁଇ କିମ୍ବଦନ୍ତୀ ଖେଳାଳି ଏବି ଡିଭିଲିୟର୍ସ ଓ…
Read More...

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ: ଦଳକୁ ଫେରିବେ କ୍ୟାପଟେନ୍ ରୋହିତ । ବାଦ୍ ପଡିବେ କେଉଁ ଖେଳାଳି? ସୂର୍ଯ୍ୟ ଓ…

କନକ ବ୍ୟୁରୋ: ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ଭାରତ-ଅଷ୍ଟ୍ରେଲିଆ ଭିତରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ । ରବିବାର ବିଶାଖାପାଟଣାରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ, ଟିମ୍ ଇଣ୍ଡିଆର ନିୟମିତ କ୍ୟାପଟେନ୍ ରୋହିତ ଶର୍ମା ଏହି ମ୍ୟାଚରେ ଦଳକୁ ଫେରିବେ । ତେବେ ପ୍ରଥମ ଦିନିକିଆ ରୋହିତ…
Read More...

ଖଲିସ୍ତାନୀ ନେତା ଅମୃତପାଲ ସିଂକୁ ଧରିବାକୁ ପଞ୍ଜାବପୋଲିସର ଘେରାବନ୍ଦୀ, ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ୍…

କନକ ବ୍ୟୁରୋ : ପଞ୍ଜାବରେ କଟ୍ଟରପନ୍ଥୀ ସଂଗଠନ ‘ବାରିସ ପଞ୍ଜାବ ଦେ’ର ପ୍ରମୁଖ ଅମୃତପାଲ ସିଂଙ୍କୁ ଗିରଫ କରିବାକୁ ରାଜ୍ୟର ୭ଟି ଜିଲ୍ଲାରେ ପୋଲିସ ଘେରାବନ୍ଦୀ କରିଛି । ଜଳନ୍ଧରର ସାହକୋଟ ଗାଁ ମହେତପୁର ନିକଟରେ ଅମୃତପାଲ ସିଂ ଓ ତାଙ୍କ ସାଥୀମାନଙ୍କୁ ନଜରବନ୍ଦୀରେ ରଖିଛି ପୋଲିସ । ଅମୃତପାଲ ସିଂ…
Read More...

ଋଷିଆ–ୟୁକ୍ରେନ୍ ଯୁଦ୍ଧ ଭିତରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବଡ ଝଟକା। ଯୁଦ୍ଧ ଅପରାଧ ଅଭିଯୋଗରେ ପୁଟିନଙ୍କୁ…

କନକ ବ୍ୟୁରୋ: ଋଷିଆ–ୟୁକ୍ରେନ୍ ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବଡ ଝଟକା । ଯୁଦ୍ଧ ଅପରାଧ ଅଭିଯୋଗରେ ଋଷିଆ ରାଷ୍ଟ୍ରପତି ଓ ତାଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି କରିଛି ଆଇସିସି ବା ଅର୍ନ୍ତଜାତୀୟ ଅପରାଧିକ ନ୍ୟାୟଳୟ । ରୁଷିଆର ଶିଶୁ ଅଧିକାର କମିଶନର ମାରିଆ ଲାଭୋଭା…
Read More...

ଆଇସିସିର କ୍ଷମତାକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଲା ଋଷିଆ। ଅଭିଯୋଗକୁ ଭିତ୍ତିହୀନ କହିଛି ଋଷିଆ ବିଦେଶ ମନ୍ତ୍ରାଳୟ

କନକ ବ୍ୟୁରୋ: ଆଇସିସିର କ୍ଷମତାକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛି ଋଷିଅ । ୠଷ ଆଇସିସିିର ଅଭିଯୋଗକୁ ଖଣ୍ଡନ କରିଛି । ଯୁଦ୍ଧ ଅପରାଧର ଅଭିଯୋଗକୁ ଭିତ୍ତିହୀନ କହିଛି ଋଷିଆ ବିଦେଶ ମନ୍ତ୍ରାଳୟ । ଏହାସହ ଆଇସିସିର ନିଷ୍ପତିକୁ ବେଖାତିର ମଧ୍ୟ କରିଛି । ଆଇସିସିର ସଦସ୍ୟ ୠଷ ନୁହେଁ, ତେଣୁ କୋର୍ଟଙ୍କ…
Read More...

ଜୀ-ସାର୍ଥକରେ ଦର୍ଶକଙ୍କ ଭଲ ପାଇବା ସାଉଁଟୁଥିବା ମେଗା ଧାରାବାହିକ ‘ସାଥିରେ’ ରେ ଆସିଲା…

କନକ ବ୍ୟୁରୋ : ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ଆଉ ଏକ ଧାରାବାହିକ 'ସାଥିରେ' । ସୋମବାରରୁ ଶନିବାର ରାତି ୮ଟାରେ ପ୍ରସାରିତ ଭିନ୍ନ ଧରଣର ଏହି ମେଗା ଧାରାବାହିକ କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଧାରା ଓ ଅମ୍ବର । ଚୁଲବୁଲି ଅଭିନେତ୍ରୀ…
Read More...