Browsing Category

ନ୍ୟୁଜ୍

ଶିଳ୍ପପତି ତ୍ରୈଲୋକ୍ୟନାଥଙ୍କ ବୋହୂ ନିର୍ଯାତନା ମାମଲା : ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କ ବିରୋଧରେ ଲୁକ ଆଉଟ୍ ନୋଟିସ୍…

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଶିଳ୍ପପତିଙ୍କ ବୋହୂ ନିର୍ଯାତନା ମାମଲା । ବଢୁଛି ଶିଳ୍ପପତି ତ୍ରୈଲୋକ୍ୟନାଥ ମିଶ୍ରଙ୍କ ଅଡୁଆ । ବୋହୂ ଲୋପାମୁଦ୍ରାଙ୍କ ଅଭିଯୋଗକୁ ଭିତିକରି ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କ ବିରୋଧରେ ଲୁକ ଆଉଟ୍ ନୋଟିସ୍ ଜାରି କରିଛି କମିସନରେଟ ପୁଲିସ । ସ୍ୱାମୀ ସବ୍ୟସାଚୀ…
Read More...

କାଷ୍ଟିଂ କାଉଚ୍ ଅଭିଯୋଗ ନେଇ ମୁହଁ ଖୋଲିଲେ ବିନି ସାମଲ : କହିଲେ ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଅଭିଯୋଗ ଭିତ୍ତିହୀନ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କାଷ୍ଟିଂ କାଉଚ୍ ନେଇ ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ବିନି ସାମଲ ।  ଆଜି ଉର୍ମି କମ୍ୟୁନିକେଶନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କାଷ୍ଟିଂ କାଉଚରେ ତାଙ୍କର ଚଣ୍ଡି ପରିଜା ଓ ନିହାର ସାମଲଙ୍କର କୌଣସି ସଂପୃକ୍ତି…
Read More...

୪୧ ବର୍ଷ ପରେ ଭିତରକନିକା ଅଭୟାରଣ୍ୟର ଏକମାତ୍ର ଧଳା କୁମ୍ଭୀର ଗୋରୀର ଅଣ୍ଡାଦାନ

ଭିତରକନିକା : ୪୧ ବର୍ଷ ପରେ ଧଳା କୁମ୍ଭୀର ଗୋରୀର ଅଣ୍ଡାଦାନ । ଏକକାଳୀନ ୪୦ଟି ଅଣ୍ଡାଦେଲା ଭିତରକନିକା ଅଭୟାରଣ୍ୟର ଏକମାତ୍ର ଧଳା କୁମ୍ଭୀର ଗୋରୀ । ୧୯୭୫ରେ ଭିତରକନିକା ଅଭୟାରଣ୍ୟର ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଜନ୍ମ ନେଇଥିଲା ଗୋରୀ । ଏକମାତ୍ର ବିରଳ ଧଳା କୁମ୍ଭୀର ଭାବେ ସାରା…
Read More...

ଟ୍ରପ ଲାଇନ ପ୍ରଭାବରେ ମୌସୁମୀ ସକ୍ରିୟ : ବର୍ଷାରେ ବେହାଲ ଦ୍ୱୈତନଗରୀ ,ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଟ୍ରପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା । ଫଳରେ ପ୍ରବଳ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି । ଆଗାମୀ ୪ ଦିନ ଧରି ସାରା ରାଜ୍ୟରେ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଉତର ଓଡିଶାର କେତେକ ସ୍ଥାନରେ ପ୍ରବଳ…
Read More...

ଜୋର ଧରିଲା ସରକାର ବିରେଧୀ ସ୍ୱର : କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ୨୯ରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ…

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବରଗଡରେ କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ଆକ୍ରମଣ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ହୋଇଥିବା ଅଭିଯୋଗ ଆଣିଛି ବିଜେପି । ଏହା ପ୍ରତିବାଦରେ ଲୋକଙ୍କ ପାଖକୁ ଯିବ ଦଳ । ଆସନ୍ତା ୨୯ରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ । ଦୁଇଟି ପର୍ଯ୍ୟାୟରେ ରାଜ୍ୟ…
Read More...

ପପୁଙ୍କ ବିରୋଧରେ ଆଉ ଜଣେ ଅଭିନେତ୍ରୀଙ୍କ ଅଭିଯୋଗ : ଫିଲ୍ମ ଦେବା ନାଁରେ ରାତି କଟାଇବାକୁ ଦେଇଥିଲେ ଅଫର

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କନକ ନ୍ୟୁଜ୍ ରେ ଅଭିନେତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ । କାଷ୍ଟିଂ କାଉଚ୍ ଅଭିଯୋଗରେ ଆସିଛି ନୂଆ ମୋଡ । ଚିଟଫଣ୍ଡ ମାଲିକ ପ୍ରଭାସ ରାଉତଙ୍କୁ ଖୁସି କରିବାକୁ ଅଭିନେତ୍ରୀଙ୍କୁ କହିଥିଲେ ପପୁ । ଆଜି ଏହାର ଖୁଲାସା କରିଛନ୍ତି ଆଉ ଜଣେ ଅଭିନେତ୍ରୀ । ନିଜ…
Read More...

ଅଲିମ୍ପିକ୍ସରେ କନ୍ଧମାଳ କୁଇନ୍ : ରିଓ ଅଲିମ୍ପିକ୍ ଯୋଗ୍ୟତା ପ୍ରତିଯୋଗିତାରେ ଦ୍ୱିତିଙ୍କ ପରେ ଆଉ ଏକ ସଫଳତାର ସିଡି…

ଫୁଲବାଣୀ : ବିଶ୍ୱ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଏବେ ମୁଣ୍ଡ ଟେକୁଛି ଓଡିଶା । କାଜାକସ୍ତାନରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ ଯୋଗ୍ୟତା ପ୍ରତିଯୋଗିତାରେ ଦ୍ୱିତିଙ୍କ ପରେ ଆଉ ଏକ ସଫଳତାର ସିଡି ଚଢିଛନ୍ତି ଶ୍ରାବଣୀ ନନ୍ଦ । ଓଡିଶାର କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରର ଏହି ୨୪ ବର୍ଷୀୟ ଶ୍ରାବଣୀ…
Read More...

ବର୍ଷା କଲା ବେହାଲ : ଅସରାଏ ବର୍ଷାରେ ଭାସିଲା କଟକ ସହର

କଟକ ବ୍ୟୁରୋ , କନକ ନ୍ୟୁଜ୍ : ଅସରାଏ ବର୍ଷାରେ ଭାସିଲା ସିଲ୍କ ସିଟି । ହଜାରେ ବର୍ଷର ସହରକୁ ବେହାଲ କଲା ବର୍ଷା । ଚାରିଆଡେ ଖାଲି ପାଣି ଆଉ ପାଣି । ଏକାକାର ହେଲା ରାସ୍ତା ଓ ଡ୍ରେନ୍ ।  ଆଣ୍ଠୁଏ ଆଣ୍ଠୁଏ ପାଣିରେ ଭାସିଲା କଟକ । ଆଜି ବର୍ଷାରେ ବେଶ୍ ଭିଜିଛି କଟକ ସହର । ହେଲେ ବର୍ଷା ସହରର…
Read More...

ସଫଳତାର ୭ ସେକେଣ୍ଡ : ରିଓ ଅଲମ୍ପିକ୍ସର କ୍ୱାଲିଫାଇଂ ଦୈାଡରେ ଦୂତି ଚାନ୍ଦଙ୍କର ସେହି ବିଜୟର ମୁହୂର୍ତ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କାଜାକାସ୍ତାନରେ ରିଓ ଅଲମ୍ପିକ୍ସର କ୍ୱାଲିଫାଇଂ ଦୈାଡରେ ଦୂତି ଚାନ୍ଦଙ୍କର ସେହି ବିଜୟର ମୁହୂର୍ତ । ଅନ୍ୟ ପ୍ରତିଦ୍ୱନ୍ଦୀଙ୍କ ଠାରୁ ଢେର ଆଗରେ ଥିଲେ ଦୂତି । ଓଡିଶାର ଏକ ଅତି ଗରିବ ପରିବାରରୁ ଆସିଥିବା ଦୂତିଙ୍କର ୧୦୦ ମିଟର ଦୈାଡର ରଣନୀତି ସମସ୍ତ…
Read More...

ପରଦା ପଛର ଭିଲେନ୍ : ଓଲିଉଡର ରଂଗୀନ ପରଦା ପଛରେ କଣ ସବୁ ଚାଲିଛି ସେନେଇ ଥାନାରେ ଅଭିଯୋଗ କରିଛନ୍ତି ଅଭିନେତ୍ରୀ…

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଓଲିଉଡର ରଂଗୀନ ପରଦା ପଛରେ କଣ ସବୁ ଚାଲିଛି ସେନେଇ ଥାନାରେ ପହଁଚିଛି ଅଭିଯୋଗ । ଓଲିଉଡର ଚିଟଫଣ୍ଡ ଲିଙ୍କ ସାମ୍ନାକୁ ଆସିବା ପରେ ଅଭିନେତ୍ରୀ ଶର୍ମିଷ୍ଠା ଥାନାରେ ଅଭିଯୋଗ କରିଛନ୍ତି, କେମିତି ତାଂକୁ କମ୍ପ୍ରମାଇଜ୍ କରିବାକୁ କହୁଥିଲେ ନିର୍ଦେଶକ ଓ…
Read More...