Browsing Category

ନ୍ୟୁଜ୍

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ବସୁଛି ଉଚ୍ଚ ସ୍ତରୀୟ ବୈଠକ : ଓଡ଼ିଶାର ଆଭିମୁଖ୍ୟ ସଂପର୍କରେ ହେବ ଆଲୋଚନା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏକ ଉଚ୍ଚ ସ୍ତରୀୟ ବୈଠକ । ବୈଠକରେ ଜଳ ବିବାଦ ନେଇ ଓଡ଼ିଶାର ଆଭିମୁଖ୍ୟ ସଂପର୍କରେ ଆଲୋଚନା ହେବ । ଛତିଶଗଡ଼ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ବିଜେଡି ଟିମର ରିପୋର୍ଟ ଏବଂ ଛତିଶଗଡ଼…
Read More...

ଆଠମଲ୍ଲିକ ବସ୍ ଦୁର୍ଘଟଣା ଘଟଣା : ଡ୍ରାଇଭର ବିରେନ୍ଦ୍ର ବେହେରାଙ୍କୁ ଗିରଫ କଲା ଅନୁଗୁଳ ପୁଲିସ୍

ଅନୁଗୁଳ : ଅନୁଗୁଳ ଆଠମଲ୍ଲିକ ବସ୍ ଦୁର୍ଘଟଣା ଡ୍ରାଇଭର ଗିରଫ । ଫେରାର ଡ୍ରାଇଭର ବିରେନ୍ଦ୍ର ବେହେରାଙ୍କୁ ଗିରଫ କଲା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୁଲିସ୍ । ଡ୍ରାଇଭରଙ୍କ ଗିରଫ ନେଇ ସୂଚନା ଦେଇଛନ୍ତି ଆଠମଲ୍ଲିକ ଏସଡିପିଓ । ଧିରେନ୍ଦ୍ର ଆଜି ଆଠମଲ୍ଲିକ ଅଂଚଳରେ ବୁଲୁଥିବା ବେଳେ ତାଙ୍କୁ…
Read More...

ବିଜେଡିର ପୋଲାଭରମ୍ ବିଗୁଲ୍ : ଆସନ୍ତା ୧୪ରେ ରାଜଭବନ ଆଗରେ କରିବ ବିକ୍ଷୋଭ

କନକ ବ୍ୟୁରୋ : ପୋଲାଭରମ୍ ପ୍ରସଙ୍ଗରେ ବିଜେଡିର ରଣହୁଂକାର । ସାରା ରାଜ୍ୟରେ ଦଳ କରିବ ଆନ୍ଦୋଳନ । ଆସନ୍ତା ୧୪ରେ ରାଜଭବନ ଆଗରେ ବିକ୍ଷୋଭ ସହ ୨୦ରେ ଦକ୍ଷିଣ ଓଡିଶାରେ ପ୍ରତିବାଦ କରିବ ଦଳ । ଏସବୁ ପରେ ବି ପ୍ରକଳ୍ପ କାର୍ଯ୍ୟ ବନ୍ଦ ନହେଲେ ଅକ୍ଟୋବର ୧ରେ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ହରତାଳ…
Read More...

ଜଙ୍ଗଲ ଭିତରେ ଶବ ଶୋଭାଯାତ୍ରା : ରାସ୍ତା ନଥିବାରୁ ଗାଁକୁ ଗଲାନି ଶବଗାଡି

କନକ ବ୍ୟୁରୋ : ଜଙ୍ଗଲ ଭିତରେ ୧୦ କିଲୋମିଟର ଧରି କୋକେଇରେ ଚାଲିଲା ଶବ ଶୋଭାଯାତ୍ରା । ମାତ୍ର କିଛି ଦିନ ପୂର୍ବରୁ ମହାପ୍ରୟାଣ ଆମ୍ବୁଲାନ୍ସ ଯୋଜନା ଆରମ୍ଭ ହେବା ପରେ ବି ପରିସ୍ଥିତି ପୂର୍ବରୁ ଯାହା ଥିଲା ଏବେ ବି ସେଇୟା। ଏକ ଆଦିବାସୀ ମହିଳାଙ୍କ ମୃତଦେହକୁ ଧରି ପରିବାର ବର୍ଗ ୧୦ କିଲୋମିଟର…
Read More...

ଶେଷରେ ଜୀବନ ବାଜି ହାରିଗଲେ ସନ୍ଦୀପ୍ ହାତୀ : ହୋମଗାର୍ଡ ଚାକିରୀ ନପାଇ ନବୀନ ନିବାସ ଆଗରେ ଦେଇଥିଲେ ଆତ୍ମହୁତି

ଶେଷ ଯାତ୍ରାରେ ସନ୍ଦୀପ ହାତୀ । ଇଏ ଏକ ଏମିତି କାହାଣୀ, ଯାହା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇଦେଇଛି । ଚାକିରୀରୁ ଛଟେଇ ହେବା ପରେ ସନ୍ଦୀପ ଦାବି କରୁଥିଲେ ତାଙ୍କୁ ପୁନଃନିଯୁକ୍ତି ଦିଆଯାଉ । କିନ୍ତୁ କେହି କର୍ଣ୍ଣପାତ କଲେ ନାହିଁ। ଆଉ ତାର ପରିଣାମ ଆପଣଙ୍କ ଆଗରେ । ରବିବାର ସକାଳେ ଜୀବନ…
Read More...

ଚଳନ୍ତାଗାଡିରେ ଅସହାୟ ଯୁବତୀ : ରାଜଧାନୀ ରାତିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଉଦ୍ୟମ

କନକ ବ୍ୟୁରୋ : ରବିବାର ଅପେକ୍ଷାରେ ଶୋଇପଡୁଥିଲା ଶନିବାର ରାତି । ରାସ୍ତା ଉପରେ ପତଳା ହେଉଥିଲା ଲୋକଙ୍କ ଭିଡ । ନିଜ ଅଫିସ କାମ ସାରି ଘରକୁ ଫେରୁଥିଲେ ଏହି ଯୁବତୀ । ପେଶାରେ ମଡେଲ୍ । କାମ କରନ୍ତି ଏକ ଫ୍ୟାସନ୍ ଷ୍ଟୁଡିଓରେ । ରାତିର ରାଜଧାନୀକୁ ହୁଏତ ସୁରକ୍ଷିତ ମଣୁନଥିଲେ । ତେଣୁ ଘର…
Read More...

ମହାନଦୀ ଜଳ ବିବାଦ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ କମିଟି

କନକ ବ୍ୟୁରୋ : ଓଡିଶା- ଛତିଶଗଡ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ । ମୁଖ୍ୟମନ୍ତ୍ରୀଙ୍କୁ ୨୫ ପୃଷ୍ଟା ସମ୍ବଳିତ ରିପୋର୍ଟ ଦିଆଯାଇଛି । ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମନ୍ତ୍ରୀ ଦେବୀ ମିଶ୍ର ଏହି ରିପୋର୍ଟ…
Read More...

ହୋମଗାର୍ଡ ସନ୍ଦୀପ ହାତୀଙ୍କ ମୃତ୍ୟୁ ପ୍ରସଙ୍ଗ : ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା

କନକ ବ୍ୟୁରୋ : ହୋମଗାର୍ଡ ସନ୍ଦୀପ ହାତୀଙ୍କ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । କହିଛନ୍ତି ରାଜ୍ୟରେ ଧୃତରାଷ୍ଟ୍ରଙ୍କ ଅନ୍ଧ ସରକାର ଚାଲିଛି । ପୁନଃ ନିଯୁକ୍ତି ଦାବିରେ ଜଣେ ହୋମଗାର୍ଡ ଆତ୍ମାହୂତି ଦେବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ…
Read More...

କଣାସ ହଳଦିଆପଡାରେ ହୋମଗାର୍ଡ ସଂଦୀପ ହାତୀଙ୍କ ମୃତଦେହ : ଅନ୍ତେଷ୍ଟି ପାଇଁ ଦିଆଗଲା ୫୦ହଜାର ଟଙ୍କା

କନକ ବ୍ୟୁରୋ : ହୋମଗାର୍ଡ ସନ୍ଦୀପ ହାତୀଙ୍କ ମୃତ ଦେହକୁ ଗ୍ରହଣ କଲେ ପରିବାର ବର୍ଗ । ପ୍ରଶାସନ ସମ୍ପର୍କୀୟଙ୍କ ମଧ୍ୟରେ ଆପୋଷ ଆଲୋଚନା ପରେ ବିବାଦର ସମାଧାନ । ଅନ୍ତିମ ସଂସ୍କାର ପାଇଁ ରେଡକ୍ରସ ପାଣ୍ଠିରୁ ୨୫ହଜାର ଓ ଡିସିପିଙ୍କ ଫଣ୍ଡରୁ ୨୫ହଜାର ସହାୟତା ରାଶି ପରିବାରକୁ ଦିଆଯାଇଛି । ଏହାସହ…
Read More...

ଅନୁଗୁଳ ଗୁରୁଜାଙ୍ଗ ଗାଁରେ ୩ଶିଶୁ ପୁତ୍ରଙ୍କୁ କୂଅରେ ଫିଙ୍ଗିବା ଘଟଣା : ଅଭିଯୁକ୍ତ ମା କୋର୍ଟ ଚାଲାଣ

ଅନୁଗୁଳ : ଅନୁଗୁଳ କିଶନନଗର ଥାନା ଗୁରୁଜାଙ୍ଗ ଗାଁରେ ୩ ଶିଶୁପୁତ୍ରଙ୍କୁ କୂଅକୁ ଫିଙ୍ଗିବା ଘଟଣା । ଅଭିଯୁକ୍ତ ମା’ଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। ହଣ୍ଡପ ଥାନରେ ମାଆଙ୍କୁ ପଚରାଉଚରା କୋର୍ଟ ଚାଲାଣ କରାଯାଇଛି । ତେବେ ଘରୋଇ କଳହରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ…
Read More...