କନକ ବ୍ୟୁରୋ : ଆସନ୍ତା କାଲିଠାରୁ ପର୍ଯ୍ୟଟଙ୍କ ପାଇଁ ଖୋଲିବ ଭିତରକନିକା । ମେ ୧ ତାରିଖରୁ କୁମ୍ଭୀର ପ୍ରଜନନ ପାଇଁ ଏହା ବନ୍ଦ ଥିଲା । ଚଳିତବର୍ଷ ଶାରିରୀକ ଭିନ୍ନକ୍ଷମ ପର୍ଯ୍ୟଟକଙ୍କ ପାଇଁ ବ୍ୟାଟେରି ଚାଳିତ ତିନୋଟି ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଛି । ଏହାସହ ଡାଙ୍ଗମାଳ ଓ ହବାଳୀଖଟିରେ ପର୍ଯ୍ୟଟକଙ୍କ ରହିବା ପାଇଁ ବିଶେଷ ବ୍ୟବସ୍ଥା ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp