Browsing Category

ନ୍ୟୁଜ୍

ଚଳନ୍ତାଗାଡିରେ ଅସହାୟ ଯୁବତୀ : ରାଜଧାନୀ ରାତିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଉଦ୍ୟମ

କନକ ବ୍ୟୁରୋ : ରବିବାର ଅପେକ୍ଷାରେ ଶୋଇପଡୁଥିଲା ଶନିବାର ରାତି । ରାସ୍ତା ଉପରେ ପତଳା ହେଉଥିଲା ଲୋକଙ୍କ ଭିଡ । ନିଜ ଅଫିସ କାମ ସାରି ଘରକୁ ଫେରୁଥିଲେ ଏହି ଯୁବତୀ । ପେଶାରେ ମଡେଲ୍ । କାମ କରନ୍ତି ଏକ ଫ୍ୟାସନ୍ ଷ୍ଟୁଡିଓରେ । ରାତିର ରାଜଧାନୀକୁ ହୁଏତ ସୁରକ୍ଷିତ ମଣୁନଥିଲେ । ତେଣୁ ଘର…
Read More...

ମହାନଦୀ ଜଳ ବିବାଦ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ କମିଟି

କନକ ବ୍ୟୁରୋ : ଓଡିଶା- ଛତିଶଗଡ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ । ମୁଖ୍ୟମନ୍ତ୍ରୀଙ୍କୁ ୨୫ ପୃଷ୍ଟା ସମ୍ବଳିତ ରିପୋର୍ଟ ଦିଆଯାଇଛି । ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମନ୍ତ୍ରୀ ଦେବୀ ମିଶ୍ର ଏହି ରିପୋର୍ଟ…
Read More...

ହୋମଗାର୍ଡ ସନ୍ଦୀପ ହାତୀଙ୍କ ମୃତ୍ୟୁ ପ୍ରସଙ୍ଗ : ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା

କନକ ବ୍ୟୁରୋ : ହୋମଗାର୍ଡ ସନ୍ଦୀପ ହାତୀଙ୍କ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । କହିଛନ୍ତି ରାଜ୍ୟରେ ଧୃତରାଷ୍ଟ୍ରଙ୍କ ଅନ୍ଧ ସରକାର ଚାଲିଛି । ପୁନଃ ନିଯୁକ୍ତି ଦାବିରେ ଜଣେ ହୋମଗାର୍ଡ ଆତ୍ମାହୂତି ଦେବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ…
Read More...

କଣାସ ହଳଦିଆପଡାରେ ହୋମଗାର୍ଡ ସଂଦୀପ ହାତୀଙ୍କ ମୃତଦେହ : ଅନ୍ତେଷ୍ଟି ପାଇଁ ଦିଆଗଲା ୫୦ହଜାର ଟଙ୍କା

କନକ ବ୍ୟୁରୋ : ହୋମଗାର୍ଡ ସନ୍ଦୀପ ହାତୀଙ୍କ ମୃତ ଦେହକୁ ଗ୍ରହଣ କଲେ ପରିବାର ବର୍ଗ । ପ୍ରଶାସନ ସମ୍ପର୍କୀୟଙ୍କ ମଧ୍ୟରେ ଆପୋଷ ଆଲୋଚନା ପରେ ବିବାଦର ସମାଧାନ । ଅନ୍ତିମ ସଂସ୍କାର ପାଇଁ ରେଡକ୍ରସ ପାଣ୍ଠିରୁ ୨୫ହଜାର ଓ ଡିସିପିଙ୍କ ଫଣ୍ଡରୁ ୨୫ହଜାର ସହାୟତା ରାଶି ପରିବାରକୁ ଦିଆଯାଇଛି । ଏହାସହ…
Read More...

ଅନୁଗୁଳ ଗୁରୁଜାଙ୍ଗ ଗାଁରେ ୩ଶିଶୁ ପୁତ୍ରଙ୍କୁ କୂଅରେ ଫିଙ୍ଗିବା ଘଟଣା : ଅଭିଯୁକ୍ତ ମା କୋର୍ଟ ଚାଲାଣ

ଅନୁଗୁଳ : ଅନୁଗୁଳ କିଶନନଗର ଥାନା ଗୁରୁଜାଙ୍ଗ ଗାଁରେ ୩ ଶିଶୁପୁତ୍ରଙ୍କୁ କୂଅକୁ ଫିଙ୍ଗିବା ଘଟଣା । ଅଭିଯୁକ୍ତ ମା’ଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। ହଣ୍ଡପ ଥାନରେ ମାଆଙ୍କୁ ପଚରାଉଚରା କୋର୍ଟ ଚାଲାଣ କରାଯାଇଛି । ତେବେ ଘରୋଇ କଳହରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ…
Read More...

ସୋର ପଠାଣ ମହଲାରେ ବଳବତର ରହିବ ୧୪୪ ଧାରା : ଶାନ୍ତି କମିଟି ବୈଠକରେ ନିଷ୍ପତି

ବାଲେଶ୍ୱର : ବାଲେଶ୍ୱରର ସୋରରେ ଗଣେଶ ଭସାଣିକୁ ନେଇ ଗୋଷ୍ଠି ସଂଘର୍ଷ ଘଟଣାରେ ଶାନ୍ତିି କମିଟି ବୈଠକର ନିଷ୍ପତି । ପଠାଣ ମହଲାରେ ବଳବତର ରହିବ ୧୪୪ ଧାରା । ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କରାଯାଉଛି । ସ୍ଥିତି ସମୀକ୍ଷା କରିବା ପରେ ୧୪୪ ପ୍ରତ୍ୟାହାର ହେବ କି ନାହିଁ ନିଷ୍ପତି ନିଆଯିବ ବୋଲି…
Read More...

ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା : ୩୦ଟି ଜିଲ୍ଲାର ୩୭୨ଟି କେନ୍ଦ୍ରରେ ଭାଷାଜ୍ଞାନ,ଚିତ୍ରାଙ୍କନ…

କନକ ବ୍ୟୁରୋ : ସମ୍ବାଦ ଆମ ଓଡିଶାର ରାଜ୍ୟସ୍ତରୀୟ -୨୦୧୬ ପ୍ରତିଯୋଗିତା । ରାଜ୍ୟର ୩୧୪ଟି ବ୍ଲକ୍ ଏବଂ ୩୦ଟି ଜିଲ୍ଲାର ମୋଟ ୩୭୨ଟି କେନ୍ଦ୍ରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ପ୍ରଥମରୁ ପଂଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠ ଓ ସପ୍ତମ…
Read More...

ପୋଲାଭରମ ପ୍ରକଳ୍ପକୁ ବିଜେଡିର ବିରୋଧ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୋଲାଭରମ୍ ପ୍ରସଙ୍ଗରେ ବିଜେଡିର ରଣହୁଂକାର । ସେପ୍ଟେମ୍ବର ୧୪ରେ ରାଜଭବନ ଆଗରେ ବିକ୍ଷୋଭ କରିବ ଦଳ । ପ୍ରକଳ୍ପ ବିରୋଧରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ରାଜ୍ୟପାଳଙ୍କୁ ଦେବ ବିଜେଡି । କେବଳ ଏତିକି ନୁହେଁ ଆନ୍ଧ୍ରପ୍ରଦେଶର ପୋଲାଭରମ୍ ପ୍ରକଳ୍ପ…
Read More...

୯ ଦିନର ଜୀବନ ସଂଘର୍ଷ ପରେ ହାରିଗଲେ ନିଲମ୍ବିତ ହୋମଗାର୍ଡ : ପୈତୃକ ବାସଭବନରେ ପହଁଚିଲା ସନ୍ଦୀପଙ୍କ ମୃତ ଦେହ

କଣାସ ହଳଦିଆପଡା ପୈତୃକ ବାସଭବନରେ ପହଁଚିଲା ସନ୍ଦୀପଙ୍କ ମୃତ ଦେହ । ଜୀବନ ଯୁଦ୍ଧରେ ହାରିଗଲେ ନିଲମ୍ବିତ ହୋମଗାର୍ଡ ସନ୍ଦୀପ ହାତୀ । ଗତକାଲି ବିଳମ୍ବିତ ରାତିରେ କଟକ ଏସସିବିରେ ସେ ଆଖି ବୁଜିଛନ୍ତି। ଆତ୍ମାହୁତି ଉଦ୍ୟମ ପରେ ସେ ଗୁରୁତର ହୋଇପଡିଥିବାରୁ ଏସସିବିରେ ଚିକିତ୍ସିତ ହେଉଥିଲେ ।…
Read More...

ଚଳନ୍ତା ଗାଡିରେ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ : ଫିଲ୍ମ ଷ୍ଟାଇଲରେ ୩ ଯୁବକଙ୍କୁ କାବୁ କଲା ପୁଲିସ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚଳନ୍ତା ଗାଡିରେ ଅଭିନେତ୍ରୀଙ୍କୁ ଦୁଷ୍ମର୍ମ ଉଦ୍ୟମ ଅଭିଯୋଗ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ବରମୁଣ୍ଡା ଓଭର ବ୍ରିଜରେ ଅଭିନେତ୍ରୀଙ୍କୁ କିଛି ଯୁବକ ବୋଲେରୋ ଭିତରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଖଣ୍ଡଗିରି ପୁଲିସ ୩…
Read More...