Browsing Category

ମନୋରଞ୍ଜନ

ସଲମାନ ଖାନ୍ ଓ ସୁରଜ ବଡଜାତ୍ୟା

ବଲିଉଡ ଅଭିନେତା ସଲମାନ ଖାନ୍ ଓ ରାଜଶ୍ରୀ ପ୍ରଡକସନର ସଂପର୍କ ଖୁବ୍ ପୁରୁଣା । ସଲମାନ ଏହି ପ୍ରଡକସନ ହାଉସରେ ମୈନେ ପ୍ୟାରþ କିୟାରୁ ନାୟକ ଭାବେ ବଲିଉଡ ଯାତ୍ରା ଆରମ୍ଭ କରିଥିଲେ । ଏହି ଫିଲ୍ମ ହିଁ ଦେଇଥିଲା ସଲମାନଙ୍କ କ୍ୟାରିୟରକୁ ନୂଆ ଦିଗ । ଶୁଣିବାକୁ ମିଳୁଛି ଏବେ ପୁଣି ସଲମାନ ଓ…
Read More...

ବଡ ପରଦାରେ ଓଡିଶା ମାଟିର ଦୁଇଟି ସତ କାହାଣୀ : ରିଲିଜ୍ ହେଲା ‘ବୁଦ୍ଧିଆ ସିଂ – ବର୍ଣ୍ଣ ଟୁ ରନ୍’ ଓ ‘ମୀମାଂସା’

ଆଜି ରିଲିଜ ହେଉଛି ନୂଆ ଓଡିଆ ଚଳଚିତ୍ର ମୀମାଂସା । ଇଷ୍ଟର୍ଣ୍ଣ ମିଡିଆ ଏଂଟରଟେନମେଂଟର ଷଷ୍ଠ ଓଡିଆ ଚଳଚିତ୍ର ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏହା ରାଜ୍ୟର ୩୧ଟି ହଲରେ ରିଲିଜ ହେଉଛି । ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଯୋଜନାରେ ଚକ୍ରଧର ସାହୁ ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି । ଭୁବନେଶ୍ୱରର…
Read More...

ପୁଣି ଶାହାରୁଖଙ୍କ ସହ ରୋମାନ୍ସ କରିବେ ଦୀପିକା

ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଉଥିବା ଦୀପିକାଙ୍କ ପାଖରେ ଏବେ ଫିଲ୍ମର ଲମ୍ବା ଲାଇନ । ସୂଚନା ମିଳିଛି ତନୁ ୱେଡ୍ସ ମନୁର ଡାଇରେକ୍ଟର ଆନନ୍ଦ ଏଲ୍ ରାୟଙ୍କ ସହ ଏକ ଫିଲ୍ମ କରିବାକୁ ଯାଉଛନ୍ତି ଏବଂ ଏଥିରେ ଦୀପିକାଙ୍କ କୋ-ଆକ୍ଟର ହେବେ ବଲିଉଡ ବାଦଶାହା ଶାହାରୁଖ ଖାନ୍ ।…
Read More...

ରିଲିଜ ହୋଇଛି ‘ବାର୍ ବାର୍ ଦେଖୋ’ର ଟ୍ରେଲର : ଲଭ ରୋମାନ୍ସରେ ସିଦ୍ଧାର୍ଥ-କ୍ୟାଟ୍ରିନା

ବଲିଉଡ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ଓ କ୍ୟାଟ୍ରିନା କୈଫଙ୍କ ଫିଲ୍ମ ‘ବାର୍ ବାର୍ ଦେଖୋ’ର ଟ୍ରେଲର ରିଲିଜ ହୋଇଯାଇଛି । ଡେବ୍ୟୁ ଡାଇରେକ୍ଟର ନିତ୍ୟା ମେହରାଙ୍କ ଦ୍ୱାରା ନିର୍ଦେଶିତ ବାର୍ ବାର୍ ଦେଖୋ ଏକ ରୋମାଂଟିକ୍ ଫିଲ୍ମ ଅଟେ । ଯାହାକୁ ଥରେ ଦେଖିଲେ ବାର୍ ବାର୍ ଦେଖିବାକୁ ମଧ୍ୟ ଇଛା ହେବ…
Read More...

ଚାଲିଛି ବର୍ଣ୍ଣ ଟୁ ରନ୍ ଫିଲ୍ମର ପ୍ରମୋଶନ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ବୁଦ୍ଧିଆ ସିଂ

ଆସନ୍ତାକାଲି ରିଲିଜ ହେବ ଫିଲ୍ମ ବର୍ଣ୍ଣ ଟୁ ରନ । ଏହାର ପ୍ରଚାର ପାଇଁ ବୁଦ୍ଧିଆ ଏବେ ଦିଲ୍ଲୀରେ ଅଛନ୍ତି । ବୁଦ୍ଧିଆ ସିଂଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମିଳିନ୍ଦ ସୁମନ ଏବଂ ବୁଦ୍ଧିଆଙ୍କ ଉନ୍ନତି କାମନା କରିଛନ୍ତି । ବିସ୍ମୟ ବାଳକ ବୁଦ୍ଧିଆ କୁନି ବୟସରେ କିଭଳି ମାରାଥନ ଧାବକ…
Read More...

ବ୍ରେଟ ଲିଙ୍କ ଫିଲ୍ମ ‘ଅନଇଣ୍ଡିଆନ୍ ’ର ଲଭଦୃଶ୍ୟରେ ସେନସର ବୋର୍ଡର କଇଁଚି

ଅଷ୍ଟ୍ରେଲିଆ କ୍ରିକେଟର ବ୍ରେଟ ଲି’ଙ୍କ ପ୍ରଥମ ଫିଲ୍ମ ‘ଅନଇଣ୍ଡିଆନ’ର ଲଭମେକିଙ୍ଗ ଦୃଶ୍ୟକୁ ନେଇ ବିବାଦ ଥିଲା । ଫିଲ୍ମରେ ବ୍ରେଟଲି ଓ ଅଭିନେତ୍ରୀ ତନିଷ୍ଠା ଚାଟର୍ଜି ମଧ୍ୟରେ ପିକଚରାଇଜ ହୋଇଥିବା ଲଭମେକିଙ୍ଗ ଦୃଶ୍ୟକୁ ସେନସର ବୋର୍ଡ ଆପତ୍ତିଜନକ ବୋଲି କହିଥିଲା ଏବଂ ବର୍ତମାନ ୬୮ ସେକେଣ୍ଡର…
Read More...

ରିଲ୍ କୋଚ୍ ରିୟଲ୍ ଷ୍ଟାର୍ ! ମନୋଜ ବାଜପେୟୀଙ୍କ ସହ ବୁଦ୍ଧିଆ ସିଂ

ଆରମ୍ଭ ହୋଇ ଯାଇଛି କାଉଂଟ୍ ଡାଉନ୍ । ଆଉ ମାତ୍ର ଦୁଇ ଦିନ ପରେ ଅଗଷ୍ଟ ୫ ତାରିଖରେ ସିଲଭର ସ୍କ୍ରିନକୁ ଆସୁଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ବୁଦ୍ଧିଆ ସିଂ – ବର୍ଣ୍ଣ ଟୁ ରନ୍’ । ଫିଲ୍ମରେ ରହିଛି ଓଡିଶାର ବିସ୍ମୟ ବାଳକ ବୁଦ୍ଧିଆ ସିଂର ଜୀବନ କାହାଣୀ । ଏହା ସହ ଦର୍ଶାଯାଇଛି ବୁଦ୍ଧିଆର ଜୀବନ…
Read More...

ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ଓଡ଼ିଆ ଫିଲ୍ମ “ମୀମାଂସା”ର ଅଡିଓ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ଓଡ଼ିଆ ଫିଲ୍ମ “ମୀମାଂସା”ର ଅଡିଓ । ମଞ୍ଜରୀ ମୁଭିଜର ଷଷ୍ଠ ଅବଦାନ ହେଉଛି ଚଳଚ୍ଚିତ୍ର “ମୀମାଂସା” । ଫିଲ୍ମର ପ୍ରଯୋଜକ ସୌମ୍ୟରଜଂନ ପଟ୍ଟନାୟକ, ନିର୍ଦେଶକ ଚକ୍ରଧର ସାହୁ, ସଂଗୀତ ନିର୍ଦେଶକ ରତନେସ୍ ଭଗତ ଏବଂ ପୁରା କ୍ରିୟୁ…
Read More...

ବାହା ହେବେ ଯୁବରାଜ

ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ଫ୍ୟାନ ମାନଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ଏହି ଭାରତୀୟ କ୍ରିକେଟର ମ୍ୟାରେଜ କରିବାକୁ ଯାଉଛନ୍ତି । ଫିଲ୍ମ ବଡିଗାର୍ଡରେ ଅଭିନେତ୍ରୀ କରୀନା କପୁରଙ୍କ ଫ୍ରେଣ୍ଡ ମାୟା ଭୂମିକାରେ ଦର୍ଶକଙ୍କ ଦିଲକୁ ଛୁଇଁ ଯାଇଥିବା ଅଭିନେତ୍ରୀ ହାଜେଲ କିଚ୍ ବନିବେ…
Read More...

ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ହିନ୍ଦୀ ଫିଲ୍ମ ଢିସୁମ

ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ହିନ୍ଦୀ ଫିଲ୍ମ ଢିସୁମ । ଫିଲ୍ମରେ ଜନ ଆବ୍ରାହମ, ବରୁଣ ଧାୱନ ଓ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଏହା ସହ ଅକ୍ଷୟ ଖାନ୍ନା, ନର୍ଗିସ ଫକ୍ରି ଓ ଖିଲାଡି ବୟ ଅକ୍ଷୟ କୁମାର ମଧ୍ୟ ଫିଲ୍ମରେ ଅଭିନୟ କରିଛନ୍ତି । ଖିଲାଡି ବୟ…
Read More...