Browsing Category

ମନୋରଞ୍ଜନ

ବିକିନିରେ ଦବଙ୍ଗ ହିରୋ ସଲମାନ୍ ଖାନ୍

ବଲିଉଡର ବଜରଙ୍ଗୀ ଭାଇଜାନ ସଲମାନ୍ ଖାନ୍ । ଏହି ନାଁ ଶୁଣିଲେ ମନକୁ ଆପେ ଆପେ ଏକ ସୁପରଷ୍ଟାରର ଦୃଶ୍ୟ ଚାଲି ଆସେ । ବିଭିନ୍ନ ବିବାଦ ସତ୍ୱେ ବଲିଉଡରେ ସଲମାନଙ୍କ ଦବଦବା ସବୁବେଳେ ରହି ଆସିଛି । ଏହି ଦବଙ୍ଗ ହିରୋଙ୍କ ଆକ୍ଟିଂ ସହ ନିଆରା ଡ୍ୟାନ୍ସ ମୁଭ୍ ତାଙ୍କ ଫ୍ୟାନ୍ ମାନଙ୍କୁ ପାଗଳ କରି…
Read More...

ପୁଣି ରଙ୍ଗୀନ ହେଲା ରଙ୍ଗବତୀ : ୭୦ ଦଶକର ଗୀତର ଆସିଲା ଆଉ ଏକ ଭର୍ସନ

ପୁଣି ରଙ୍ଗୀନ ହେଲା ରଙ୍ଗବତୀ, ୭୦ ଦଶକର ଏହି ଗୀତର ଆସିଲା ଆଉ ଏକ ଭର୍ସନ ଭଏସ ଅଫ ଇଣ୍ଡିଆ ଫେମ୍ ପ୍ରଜ୍ଞା ପାତ୍ରଙ୍କ କଣ୍ଠରେ ଶୁଭିଛି ସମ୍ବଲପୁରୀ ଗୀତ ରଙ୍ଗବତୀର ଧୁନ୍ । ବହୁ ଚର୍ଚ୍ଚିତ ସମ୍ବଲପୁରୀ ରଙ୍ଗବତୀ ଗୀତକୁ ଗାଇଛନ୍ତି ପ୍ରଜ୍ଞା ପାତ୍ର । ପଶ୍ଚିମ ଓଡିଶାର ଘରେ ଘରେ ପରିଚିତ ରଙ୍ଗବତୀ…
Read More...

ରିଲିଜ୍ ହେଲା ହରର୍ ମୁଭି ‘ରାଜ୍ ରିବୁଟ’ର ଟ୍ରେଲର୍

ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ହରର୍ ଫିଲ୍ମ ‘ରାଜ୍ ରିବୁଟ’ର ଟ୍ରେଲର୍ । ଫିଲ୍ମର ଲିଡ ରୋଲରେ ଅଛନ୍ତି ଇମ୍ରାନ୍ ହାସମୀ, କିର୍ତ୍ତୀ ଖାର୍ବଣ୍ଡା ଓ ଗୌରବ ଅରୋରା । ରାଜ ରିବୁଟ ହେଉଛି ‘ରାଜ୍’ ସିରିଜର ଚତୁର୍ଥ ଫିଲ୍ମ । ତେବେ ସବୁଥର ପରି ଏଥର ମଧ୍ୟ ଫିଲ୍ମରେ ରହିଛି ମନ ଛୁଆଁ ଗୀତ । ଫିଲ୍ମରେ…
Read More...

ବନ୍ଧୁତାରେ ବନ୍ଧା ଆଜାଦ-ଆରାଧ୍ୟା

ବଲିଉଡରେ ଦେଖିବାକୁ ମିଳିଛି ନୂଆ ବନ୍ଧୁତା । ଏହି ନୂଆ ବନ୍ଧୁତା ଆରମ୍ଭ ହୋଇଛି ଅଭିନେତା ଆମୀର-କିରଣଙ୍କ ପୁଅ ଆଜାଦ ଓ ଐଶ-ଅଭିଷେକଙ୍କ ଝିଅ ଆରାଧ୍ୟା ମଧ୍ୟରେ। ନିକଟରେ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ଆଜାଦ-ଆରାଧ୍ୟ ପରସ୍ପର ଭେଟିବା ସହ ଏକାଠି ବେଶ ସମୟ କାଟିଛନ୍ତି । ଅନ୍ୟପଟେ ଐଶ ଓ…
Read More...

ଲଦାଖରୁ ଶେଷ ହେଲା ସଲମାନ-କବୀରଙ୍କ “ଟ୍ୟୁବଲାଇଟ’ର ସୁଟିଂ

ଲଦାଖରୁ ଶେଷ ହେଲା ଫିଲ୍ମ ଟ୍ୟୁବଲାଇଟର ସୁଟିଂ । ସୁଟିଂ ଶେଷ ସମ୍ବନ୍ଧରେ ଟୁଇଟ କରିଛନ୍ତି ଫିଲ୍ମର ନିର୍ଦ୍ଦେଶକ କବୀର ଖାନ। ଟୁଇଟରେ ପେଜରେ ସଲମାନ, କବୀରଙ୍କ ସହ ଚୀନ ଅଭିନେତ୍ରୀ ଝୁ ଝୁ ନଜର ଆସିଛନ୍ତି। ଲଦାଖର ବିଭିନ୍ନ ଲୋକେସନରେ ୧୫ଦିନ ସୁଟିଂ ଶେଷ କରିବା ପରେ ଟିମ ଏବେ ମୁହାଁଇଛି ନୂଆ…
Read More...

ଦେଶଭକ୍ତି ରଙ୍ଗରେ ବଲିଉଡ କୁଇନ୍ କଙ୍ଗନା ରନାୱାତ

ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱାତ "ଲଭ ୟୋର କଂଟ୍ରି'ସଙ୍ଗୀତ ମାଧ୍ୟମରେ ଭାରତୀୟ ଯବାନଙ୍କୁ ଜଣାାଇଛନ୍ତି ସଲାମ୍ । ଏହି ଭିଡିଓକୁ ସୋସିଆଲ ମିଡିଆରେ ଛଡାଯାଇଛି । ଏହି ଭିଡିଓ କନ୍ୟାଭୃଣ ହତ୍ୟା, ବାଲ୍ୟ ବିବାହ, ଓ ଉଦାସୀନତା ଆଦି ସାମାଜିକ ସମସ୍ୟାକୁ ନେଇ ପର୍ଯ୍ୟବେସିତ ହୋଇଛି। ଏହି ତିନି…
Read More...

ସିଲଭର ସ୍କ୍ରିନରେ ଦେଖିବାକୁ ମିଳିବ ପିକେ ବୟ ଓ ଦିପିକାଙ୍କ ରୋମାନ୍ସ

ସିଲଭର ସ୍କ୍ରିନରେ ଦେଖିବାକୁ ମିଳିବ ପିକେ ବୟ ଓ ଦିପିକାଙ୍କ ରୋମାନ୍ସ। ତାଜା ଖବର ଅନୁସାରେ ୟଶରାଜ ମୁଭିଜର ଆଗାମୀ ପ୍ରୋଜେକ୍ଟରେ ଏକାଠି ଅଭିନୟ କରିବେ ଆମୀର ଖାନ ଓ ଦିପିକା ପାଦୁକୋନ। ଫିଲ୍ମର ଟାଇଟେଲ ରହିଛି ଥଗ୍। ଧୂମ ଥ୍ରୀର ନିର୍ଦେଶକ ବିଜୟ କ୍ରିଷ୍ଣା ଆଚାର୍ଯ୍ୟ ଏହାର ନିର୍ଦେଶନା ଦେବେ…
Read More...

ପିଜା ଖାଇବା ଛାଡିଲେ ବ୍ରିଟିଶ୍ ଗାୟିକା ଏଡେଲ

ଶୁଣାଯାଏ ସୁନ୍ଦର ଗୀତ ଗାଇବା ପାଇଁ ଖୁବ୍ ପରିଶ୍ରମ କରିବାକୁ ପଡିଥାଏ ସିଙ୍ଗର ମାନଙ୍କୁ। ଏଥିପାଇଁ ସେମାନେ ଅନେକ କାଇଦା କଟକଣାକୁ ଆପଣେଇଥାନ୍ତି। ଏମିତି ହୋଇଛି ଓସ୍କାର ବିଜେତା ଗାୟିକା ଏଡେଲଙ୍କ ପାଇଁ । ମଧୁର କଣ୍ଠ ବନେଇବା ପାଇଁ ନିଜର ପ୍ରିୟ ଖାଦ୍ୟ ପିଜାକୁ ତ୍ୟାଗ କରିଦେଇଛନ୍ତି ଏହି…
Read More...

ଫିଲ୍ମ ବେବିରେ ଅନୁଭବଙ୍କ ଫାଷ୍ଟ ଲୁକ୍

ଓଲିଉଡ ସୁପରଷ୍ଟାର ଅନୁଭବ ନିଜର ସୋସିଆଲ ସାଇଟରେ ଜାରି କରିଛନ୍ତି ଆଗାମୀ ଫିଲ୍ମ ବେବିରେ ନିଜର ଫାଷ୍ଟ ଲୁକ୍। ଏହାକୁ ଫ୍ୟାନମାନେ ଖୁବ୍ ଲାଇକ୍ କରିଛନ୍ତି ସୋସିଆଲ ସାଇଟରେ। ଜୋରସୋରରେ ଆଗେଇ ଚାଲିଛି ଓଡିଆ ଫିଲ୍ମ ବେବିର ସୁଟିଂ। ପୂଜାରେ ପରଦାକୁ ଆସିବ ଏହି ଫିଲ୍ମ। ଏଥିରେ ଅନୁଭବଙ୍କ ସହ…
Read More...

ବ୍ୟାଙ୍ଗ ବ୍ୟାଙ୍ଗ୍ -୨ରେ ସୁନିଲ୍ ସେଟ୍ଟୀ

ଗୁରୁଗମ୍ଭିର ଭଏସ୍ ଓ ଦମଦାର ଅଭିନୟ ପାଇଁ ଖୁବ୍ ପରିଚିତ ବଲିଉଡ ଷ୍ଟାର ସୁନିଲ୍ ସେଟ୍ଟୀ। ବଲିଉଡର ଏହି ଷ୍ଟାର ଅନେକ ଦିନର ବ୍ୟବଧାନ ପରେ ପୁଣି ଫେରୁଛନ୍ତି ଫିଲ୍ମକୁ। ଶେଷଥର ପାଇଁ ୨୦୧୪ରେ ଫିଲ୍ମ ଦେଶି କଟ୍ଟେ ରେ ନଜର ଆସିଥିଲେ ସୁନିଲ୍ । ବ୍ୟାଙ୍ଗ ବ୍ୟାଙ୍ଗ୍ -୨ ରେ ସୁନିଲ୍ ଦମଦାର…
Read More...