Browsing Category

ମନୋରଞ୍ଜନ

ରିଲିଜ ହୋଇଛି ଦୀପିକା ପାଦୁକୋନଙ୍କର ହଲିଉଡ ଡେବ୍ୟୁ ଫିଲ୍ମର ଟ୍ରେଲର

ବଲିଉଡ ବିୟୁଟି ଦୀପିକା ଆରମ୍ଭ କରିଦେଇଛନ୍ତି ହଲିଉଡ ଜର୍ଣ୍ଣି । ଏବେ ରିଲିଜ ହୋଇଛି ହଲିଉଡରେ ତାଙ୍କର ଡେବ୍ୟୁ ଫିଲ୍ମର ଟ୍ରେଲର । ଯେଉଁଥିରେ ଦୀପିକା ଖୁବ୍ ବୋଲ୍ଡ ଅନ୍ଦାଜରେ ଦେଖାଯାଉଛନ୍ତି । ଯାହା ଦର୍ଶକଙ୍କୁ ଖୁବ୍ ଏଂଟରଟେନ୍ କରିବ । ତାଙ୍କ ସହ ଅଛନ୍ତି ହଲିଉଡ ଷ୍ଟାର ଭିନ୍ ଡିଜଲ । …
Read More...

ଶାହରୁଖଙ୍କ ନୂଆ ଫିଲ୍ମ “ଡିଅର ଜିନ୍ଦେଗୀ’ର ପ୍ରଥମ ଲୁକ୍ : ଟ୍ୱିଟ କରି ରିଲିଜ କଲେ ନାୟିକା ଆଲିଆ ଭଟ୍ଟ

ବଲିଉଡ ମୁଭି "ଡିଅର ଜିନ୍ଦେଗୀ'ର ଫାଷ୍ଟ ଲୁକ୍ ଆସିଛି । ଆଲିଆ ଭଟ୍ଟ ଓ ଶାହରୁଖ ଖାନ ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି । ଫିଲ୍ମର ପ୍ରଥମ ଚିତ୍ରକୁ ସାମ୍ନାକୁ ଆଣିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ସେ ଏକ ଫଟୋ ଚିତ୍ର ଟ୍ୱିଟ୍ କରିଛନ୍ତି । ଏହି ଚିତ୍ରକୁ ପ୍ରସ୍ତୁତ କରିଛି ପ୍ରିଜମା ।…
Read More...

ଭିନ୍ନ ଭୂମିକାରେ ବଲିଉଡର ଭର୍ସାଟାଇଲ୍ ଆକ୍ଟର ଶକ୍ତି କପୁର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭିନ୍ନ ଭୂମିକାରେ ବଲିଉଡର ଭର୍ସାଟାଇଲ ଆକ୍ଟର ଶକ୍ତି କପୁର । ଏବେ ଓଡିଆ ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିବେ ଏହି ଖତରନାକ ଖଳନାୟକ । ଓଡିଆ ଦର୍ଶକ ଦେଖିବେ ଶକ୍ତିଙ୍କ ଯାତ୍ରା ଷ୍ଟାଇଲ । ଇଷ୍ଟର୍ଣ୍ଣ ବ୍ଲୁ ଯାତ୍ରା ପାର୍ଟିର ଆଖଡା ଶାଳରେ ଏବେ…
Read More...

ଗର୍ଭଧାରଣ ଯୋଗୁଁ ଫିଲ୍ମ ଛାଡିଲେ କରୀନା

କିଛିଦିନ ତଳେ କରୀନା ଗର୍ଭବତୀ ଥିବା ନେଇ ଖୁବ୍ ଚର୍ଚ୍ଚା ଥିଲା । ସ୍ୱାମୀ ସୈଫ୍ ବି ଫ୍ୟାନ ମାନଙ୍କୁ କହିଥିଲେ ତାଙ୍କ ଘରକୁ ନୂଆ ଅତିଥି ଆସୁଛି। ଖବର ମିଳିଥିଲା ଯେ ଆସନ୍ତା ମାସରେ କରୀନା ଏକ ନୂଆ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ହେଲେ ଗର୍ଭବତୀ ଥିବା କାରଣରୁ କରୀନା ଅନେକ…
Read More...

ଇଷ୍ଟର୍ଣ୍ଣ ମିଡିଆ ଆଖଡାରେ ସାମିଲ ହେବାକୁ ଭୁବନେଶ୍ୱରରେ ଶକ୍ତି କପୁର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶାରେ ବଲିଉଡର ଭର୍ସାଟାଇଲ ଆକ୍ଟର ଶକ୍ତି କପୁର । ଇଷ୍ଟର୍ଣ୍ଣ ମିଡିଆ ଅପେରାରେ ଅଭିନୟ ପାଇଁ ଆସିଛନ୍ତି ଶକ୍ତି କପୁର । ଏହି ଅବସରରେ ସେ କହିଛନ୍ତି. ଓଡିଶା ଭଗବାନଙ୍କ ମାଟି । ଏଠାକୁ ଆସି ସେ ଧନ୍ୟ ମନେ କରୁଛନ୍ତି । ଓଡିଶାର ଲୋକେ ବହୁତ ସ୍ନେହୀ ।…
Read More...

ଜଲିଉଡରେ ବଲିଉଡ୍ ଟଚ୍ : ଇଷ୍ଟର୍ଣ୍ଣ ଅପେରାରେ ଭର୍ସାଟାଇଲ୍ ଆକ୍ଟର ଶକ୍ତି କପୁର

ଜଲିଉଡରେ ବଲିଉଡ ଟଚ୍ । ପ୍ରଥମଥର ଲାଗି ଓଡିଶା ଯାତ୍ରା ଇତିହାସରେ ଏକ ନୂଆ ଇତିହାସ ଯୋଡିବାକୁ ଯାଉଛି ଇଷ୍ଟର୍ଣ୍ଣ ମିଡିଆ ଏନଟରଟେନମେଂଟ୍ । ଇଷ୍ଟର୍ଣ୍ଣ ଅପେରା ମଂଚକୁ ଓହ୍ଲାଇବେ ବଲିଉଡର ଭର୍ସାଟାଇଲ ଆକ୍ଟର ଶକ୍ତି କପୁର । ଚଳିତ ସିଜିନର ନାଟକ ଗୁଡିକରେ ହିନ୍ଦୀ ସିନେମା ଜଗତର ଏହି ଖତରନାକ…
Read More...

ଆସୁଛି ଅନୁଭବଙ୍କ ନୂଆ ମୁଭି ‘ଯୁବରାଜ୍’

ଆସୁଛି ଓଲିଉଡର ମୋଷ୍ଟ ପପୁଲାର ଅନୁଭବ ମହାନ୍ତିଙ୍କ ନୂଆ ମୁଭି ‘ଯୁବରାଜ୍’ । ମୁଭିରେ ଅନୁଭବଙ୍କ ଅପୋଜିଟରେ ପୁଣି ନଜର ଆସିବେ ବଙ୍ଗୀୟ ସୁନ୍ଦରୀ ଝିଲିକ୍ । ଏହା ପୂର୍ବରୁ ଏହି ଦୁଇ ଯୋଡି ଫିଲ୍ମ ଅଗସ୍ତ୍ୟରେ ମଧ୍ୟ ସ୍କ୍ରିନ୍ ସେୟାର କରିଥିଲେ । ଆଉ ଯାହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ବିଜୟ…
Read More...

ରିୟଲିଟି ଶୋ’ରେ ଓଡିଆ ଝିଅଙ୍କ କୃତିତ୍ୱ : ‘ୟୁ ଥିଙ୍କ୍ ୟୁ କ୍ୟାନ୍ ଡ୍ୟାନ୍ସ’ର ଫାଇନାଲରେ ପହଂଚିଲେ ରୋଜା ରାଣା

ରିୟଲିଟି ଶୋ’ ରେ ପୁଣି ରାଉରକେଲା ଝିଅଙ୍କ ଜଲୱା । ଆଣ୍ଡ୍ ଟିଭିି ପ୍ରସାରିତ ଲୋକପ୍ରିୟ ରିୟଲିଟି ଶୋ’ –‘ୟୁ ଥିଙ୍କ୍ ୟୁ କ୍ୟାନ୍ ଡ୍ୟାନ୍ସ’ର ଫାଇନାଲରେ ପହଂଚିଛନ୍ତି ଓଡିଆ ଝିଅ ରୋଜା ରାଣା । ଶୋ’ ର ଆରମ୍ଭରୁ ଏପର୍ଯ୍ୟନ୍ତ ନିଜର ଦକ୍ଷତା  ଓ ପାରଦର୍ଶିତା ପ୍ରଦର୍ଶନ କରି ସେ ଫାଇନାଲରେ…
Read More...

ରିଲିଜ୍ ହେଲା ‘ବୁଦ୍ଧିଆ ସିଂ-ବର୍ଣ୍ଣ ଟୁ ରନ୍’ର ପ୍ରଥମ ଗୀତ

ରିଲିଜ୍ ହୋଇଛି ‘ବୁଦ୍ଧିଆ ସିଂ-ବର୍ଣ୍ଣ ଟୁ ରନ୍’ର ପ୍ରଥମ ଗୀତ । ତେବେ ରିଲିଜ ହେବା ପରେ ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇ ସାରିଲାଣି ଗୀତଟି । ଏବଂ ଦର୍ଶକ ମାନେ ମଧ୍ୟ ଗୀତଟିକୁ ବହୁତ ପସନ୍ଦ କରିଛନ୍ତି । ଏହା ପୂର୍ବରୁ ଗୁରୁବାର ଏହି ଫିଲ୍ମର ଏକ ଫଟୋ ଆଉଟ ହୋଇଥିଲା ଯେଉଁଥିରେ ଭର୍ସାଟାଇଲ…
Read More...

ରେକର୍ଡ ଭାଙ୍ଗିଲା ‘ସୁଲତାନ୍’ : ପ୍ରଥମ ଦିନରେ ପ୍ରାୟ ୪୦ କୋଟି ଟଙ୍କାର କଲେକସନ୍

ରେକର୍ଡ ଭାଙ୍ଗିଲା ସଲମାନଙ୍କ ସୁଲତାନ । ଫିଲ୍ମକୁ ମିଳିଛି ଧମାକେଦାର ଓପନିଙ୍ଗ । ରିଲିଜର ପ୍ରଥମ ଦିନରେ ୪୦ କୋଟିର ବକ୍ସ ଅଫିସ କଲେକ୍ସନ କରବାରେ ସଫଳ ହୋଇଛି ଫିଲ୍ମ ସୁଲତାନ । ଦେଶର ଅଧିକାଂଶ ହଲରେ ଲାଗିଛି ହାଉସ ଫୁଲର ବୋର୍ଡ । ଆଉ ସପ୍ତାହ ଆଗରୁ ସରିଥିଲା ଟିକେଟ୍ ବୁକିଂ । ତେବେ ଫିଲ୍ମ…
Read More...