Browsing Category

ମନୋରଞ୍ଜନ

ଦରିଆ ପାରିରେ ଓଡିଆ ସ୍ୱର ! ଅଷ୍ଟ୍ରେଲିଆନ୍ ମୁଭିରେ ଗୀତ ଗାଇଲେ ଓଡିଆ ଝିଅ ପ୍ରଜ୍ଞା ପାତ୍ର

ଅନ୍ତର୍ଜାତୀୟ ସ୍ତରରେ ନିଜ କଣ୍ଠର ଯାଦୁ ଦେଖାଇଛନ୍ତି ଆଉ ଜଣେ ଓଡିଆ ଝିଅ । ଏକ ଅଷ୍ଟ୍ରେଲିଆନ୍ ମୁଭିରେ ଗୀତ ବୋଲିଛନ୍ତି ଓଡିଆ ସିଙ୍ଗର୍ ପ୍ରଜ୍ଞା ପାତ୍ର । ମୁଭିର ନାଁ ହେଉଛି ‘ ଦ କଲର ଅଫ୍ ଡାର୍କନେସ୍’ । ମୁଭିଟି ଆସନ୍ତା ମାସରେ ମେଲବର୍ଣ୍ଣରେ ହେବାକୁ ଥିବା ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ…
Read More...

‘ରାବତା’ର ସୁଟିଂ ପାଇଁ କ୍ରିତି ଓ ସୁଶାନ୍ତଙ୍କ ମରିସସ୍ ଯାତ୍ରା

ହିନ୍ଦୀ ଫିଲ୍ମ ‘ ରାବତା ’ର ଶେଷ ଭାଗର ସୁଟିଂ ପାଇଁ ଫିଲ୍ମର ଦୁଇ ମୁଖ୍ୟ କଳାକାର ସୁଶାନ୍ତ ସିଂ ରାଜପୁତ ଓ କ୍ରିତି ସେନନ ମରିୟସ ଯାତ୍ରା କରିଛନ୍ତ । କ୍ରିତିଙ୍କର କାଲି ୨୬ତମ ଜନ୍ମଦିନ ଥିଲା । ସେ ଏୟାରପୋର୍ଟର ଏକ ଫଟୋ ଇଂଷ୍ଟାଗ୍ରାମରେ ନିଜ ଫ୍ୟାନ୍ ମାନଙ୍କ ପାଇଁ ଅପଲୋଡ କରିଛନ୍ତି ।…
Read More...

ସୁପରଷ୍ଟାର ସଲମାନଙ୍କୁ ମିଳିଲା ଆଶ୍ୱସ୍ତି

କନକ ବ୍ୟୁରୋ : ବଲିଉଡ ‘ସୁଲତାନ’ ସଲମାନ ଆଶ୍ୱସ୍ତ । କୃଷ୍ଣସାର ମୃଗ ଶିକାର ମାମଲାରେ ଆଜି ତାଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ରାଜସ୍ଥାନ ହାଇକୋର୍ଟ । ଆଜି ଏହି ମାମଲାର ବିଚାର କରି କୋର୍ଟ ତାଙ୍କୁ ଖଲାସ କରିଛନ୍ତି । ମେ ମାସରୁ ଏହାର ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଥିଲା…
Read More...

ରିଲିଜ୍ ହେଲା ରଜନୀକାନ୍ତଙ୍କ ବହୁଚର୍ଚ୍ଚିତ ଫିଲ୍ମ କବାଲି

କନକ ବ୍ୟୁରୋ : ମେଗାଷ୍ଟାର ରଜନୀକାନ୍ତଙ୍କ ବହୁଚର୍ଚ୍ଚିତ ଚଳଚ୍ଚିତ୍ର “କବାଲି” ଆଜି ଏକାସାଙ୍ଗରେ ୧୨ ହଜାର ପ୍ରେକ୍ଷାଳୟରେ ରିଲିଜ ହୋଇଛି । ତାମିଲ, ହିନ୍ଦୀ, ତେଲଗୁ, କନ୍ନଡ, ଓ ଚୀନା ଭାଷାରେ ମୁକ୍ତିଲାଭ କରୁଥିବା ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନଙ୍କ…
Read More...

‘ସୁନା ପୁଅ ତୁ ଦଉଡ୍ ଦଉଡ୍’. . ଋତୁରାଜଙ୍କ କଣ୍ଠରେ ବୁଦ୍ଧିଆ ସିଂଙ୍କ ଉପରେ ନିର୍ମିତ ଫିଲ୍ମର ଗୀତ

ଅପକମିଙ୍ଗ୍ ମୁଭି ‘ବୁଦ୍ଧିଆ ସିଂ - ବର୍ଣ୍ଣ ଟୁ ରନ୍’ ଦର୍ଶକ ମାନଙ୍କୁ ଭେଟି ଦେଇଛି ଆଉ ଏକ ସୁନ୍ଦର ଗୀତ । ଯାହାର ମୁଖଡା ରହିଛି ‘ସୁନା ପୁଅ ତୁ ଦଉଡ ଦଉଡ’ । ଆଉ ଏହି ଗୀତଟିକୁ ନିଜ ସ୍ୱରର ଯାଦୁରେ ସଜାଇଛନ୍ତି ଓଡିଆ ସିଙ୍ଗର୍ ଋତୁରାଜ ମହାନ୍ତି । ତେବେ କିଛି ଦିନ ପୂର୍ବେ ରିଲିଜ ହୋଇଥିଲା…
Read More...

ରିଲିଜ ହୋଇଛି ଦୀପିକା ପାଦୁକୋନଙ୍କର ହଲିଉଡ ଡେବ୍ୟୁ ଫିଲ୍ମର ଟ୍ରେଲର

ବଲିଉଡ ବିୟୁଟି ଦୀପିକା ଆରମ୍ଭ କରିଦେଇଛନ୍ତି ହଲିଉଡ ଜର୍ଣ୍ଣି । ଏବେ ରିଲିଜ ହୋଇଛି ହଲିଉଡରେ ତାଙ୍କର ଡେବ୍ୟୁ ଫିଲ୍ମର ଟ୍ରେଲର । ଯେଉଁଥିରେ ଦୀପିକା ଖୁବ୍ ବୋଲ୍ଡ ଅନ୍ଦାଜରେ ଦେଖାଯାଉଛନ୍ତି । ଯାହା ଦର୍ଶକଙ୍କୁ ଖୁବ୍ ଏଂଟରଟେନ୍ କରିବ । ତାଙ୍କ ସହ ଅଛନ୍ତି ହଲିଉଡ ଷ୍ଟାର ଭିନ୍ ଡିଜଲ । …
Read More...

ଶାହରୁଖଙ୍କ ନୂଆ ଫିଲ୍ମ “ଡିଅର ଜିନ୍ଦେଗୀ’ର ପ୍ରଥମ ଲୁକ୍ : ଟ୍ୱିଟ କରି ରିଲିଜ କଲେ ନାୟିକା ଆଲିଆ ଭଟ୍ଟ

ବଲିଉଡ ମୁଭି "ଡିଅର ଜିନ୍ଦେଗୀ'ର ଫାଷ୍ଟ ଲୁକ୍ ଆସିଛି । ଆଲିଆ ଭଟ୍ଟ ଓ ଶାହରୁଖ ଖାନ ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି । ଫିଲ୍ମର ପ୍ରଥମ ଚିତ୍ରକୁ ସାମ୍ନାକୁ ଆଣିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ସେ ଏକ ଫଟୋ ଚିତ୍ର ଟ୍ୱିଟ୍ କରିଛନ୍ତି । ଏହି ଚିତ୍ରକୁ ପ୍ରସ୍ତୁତ କରିଛି ପ୍ରିଜମା ।…
Read More...

ଭିନ୍ନ ଭୂମିକାରେ ବଲିଉଡର ଭର୍ସାଟାଇଲ୍ ଆକ୍ଟର ଶକ୍ତି କପୁର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭିନ୍ନ ଭୂମିକାରେ ବଲିଉଡର ଭର୍ସାଟାଇଲ ଆକ୍ଟର ଶକ୍ତି କପୁର । ଏବେ ଓଡିଆ ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିବେ ଏହି ଖତରନାକ ଖଳନାୟକ । ଓଡିଆ ଦର୍ଶକ ଦେଖିବେ ଶକ୍ତିଙ୍କ ଯାତ୍ରା ଷ୍ଟାଇଲ । ଇଷ୍ଟର୍ଣ୍ଣ ବ୍ଲୁ ଯାତ୍ରା ପାର୍ଟିର ଆଖଡା ଶାଳରେ ଏବେ…
Read More...

ଗର୍ଭଧାରଣ ଯୋଗୁଁ ଫିଲ୍ମ ଛାଡିଲେ କରୀନା

କିଛିଦିନ ତଳେ କରୀନା ଗର୍ଭବତୀ ଥିବା ନେଇ ଖୁବ୍ ଚର୍ଚ୍ଚା ଥିଲା । ସ୍ୱାମୀ ସୈଫ୍ ବି ଫ୍ୟାନ ମାନଙ୍କୁ କହିଥିଲେ ତାଙ୍କ ଘରକୁ ନୂଆ ଅତିଥି ଆସୁଛି। ଖବର ମିଳିଥିଲା ଯେ ଆସନ୍ତା ମାସରେ କରୀନା ଏକ ନୂଆ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ହେଲେ ଗର୍ଭବତୀ ଥିବା କାରଣରୁ କରୀନା ଅନେକ…
Read More...

ଇଷ୍ଟର୍ଣ୍ଣ ମିଡିଆ ଆଖଡାରେ ସାମିଲ ହେବାକୁ ଭୁବନେଶ୍ୱରରେ ଶକ୍ତି କପୁର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶାରେ ବଲିଉଡର ଭର୍ସାଟାଇଲ ଆକ୍ଟର ଶକ୍ତି କପୁର । ଇଷ୍ଟର୍ଣ୍ଣ ମିଡିଆ ଅପେରାରେ ଅଭିନୟ ପାଇଁ ଆସିଛନ୍ତି ଶକ୍ତି କପୁର । ଏହି ଅବସରରେ ସେ କହିଛନ୍ତି. ଓଡିଶା ଭଗବାନଙ୍କ ମାଟି । ଏଠାକୁ ଆସି ସେ ଧନ୍ୟ ମନେ କରୁଛନ୍ତି । ଓଡିଶାର ଲୋକେ ବହୁତ ସ୍ନେହୀ ।…
Read More...