ଓଡିଶାକୁ ନେଇ ସିରିୟସ୍ ଅଛନ୍ତି କେନ୍ଦ୍ରୀୟ ନେତା । ଓଡିଶାରେ ହେବ ବିଜେପି ସରକାର । ୫୧ ପ୍ରତିଶତ ଭୋଟ୍ ଉପରେ ବିଜେପିର…

କନକ ବ୍ୟୁରୋ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କସହ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ ପାଇଁ ପ୍ଲାନ ଅଛି । କେନ୍ଦ୍ରରେ ପୁଣି ବିଜେପି ସରକାର…

ପୁଣି ବିବାଦରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ସର୍ବଭାରତୀୟ ସ୍ତରର ଅଧିକାରୀଙ୍କୁ କହିଲେ ଡକାୟତ ।

କନକ ବ୍ୟୁରୋ: ପୁଣି ବିବାଦରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ପୁଣି ତାଙ୍କ ବୟାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଏଭଳି କିଛି କଥା କହିଛନ୍ତି, ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି ।…

ବଜ୍ରାଘାତ ପଛର କାରଣ କଣ? ବିଜୁଳି ମାରିବାରୁ କେମିତି ବଞ୍ଚିବେ?

କନକ ବ୍ୟୁରୋ: ମୟୁରଭଞ୍ଜ କରଞ୍ଜିଆ ଅଞ୍ଚଳରୁ ଆସିଛି ଦୁଃଖଦାୟକ ଖବର । ଶବଦାହ କରିବାକୁ ଯାଇ ବଜ୍ରଘାତରେ ପ୍ରାଣ ହରାଇଛନ୍ତି ୩ ଜଣ ଲୋକ । ତେବେ ଏହା କେବଳ ଗୋଟିଏ ନୁହେଁ । ଏହା ପୂର୍ବରୁ ମଧ୍ୟ ଏମିତି ଅନେକ ଖବର ସାମ୍ନାକୁ ଆସିଛି । ଯେଉଁଥିରେ ବଜ୍ରାଘାତରେ ଯାଇଛି ଅନେକ ଲୋକଙ୍କୁ ଜୀବନ । ତେଣୁ…

ଶ୍ମଶାନରେ ଜଳୁଥିଲା ଜୁଇ, ସେପଟେ ବଜ୍ରାଘାତରେ ଜଳିଗଲା ଘର । ଚାଲିଗଲା ୩ ନୀରିହ ଜୀବନ ।

କନକ ବ୍ୟୁରୋ : ଶ୍ମଶାନରେ ଶବଦାହ କରିବାକୁ ଯାଇଥିବାବେଳେ ହେଲା ବଜ୍ରପାତ । ଜୁଇ ଜଳୁଥିବାବେଳେ ବଜ୍ରପାତ ହୋଇ ଜଳିଗଲା ଆମ୍ବଗଛ ସାଙ୍ଗକୁ ଏକ କୁଡା ଭାଡି । ଫଳରେ ୩ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଥିବା ଜଣାପଡିଛି । ସବୁଠାରୁ ସମ୍ବେଦନଶୀଳ ହେଉଛି ମୃତ ମହିଳାଭଙ୍କ ମଧ୍ୟରୁ ଜଣେ…

ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ । ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।

କନକ ବ୍ୟୁରୋ: ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସୂଚନା ମୁତାବକ, ଆସନ୍ତାକାଲି ଠାରୁ ପ୍ରଥମ ପର୍ୟ୍ୟାୟ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୨୩ ଯାଏଁ ଚାଲିବ । ଏହାପରେ ଦ୍ଵିତୀୟ…

ମୟୁରଭଞ୍ଜ ନକଲି ନୋଟ୍ କାରବାର ରାକେର୍ଟର ପର୍ଦ୍ଦାଫାସ୍ । ମହିଳା କାର୍ପଟଦାରଙ୍କ ସହ ୪ ଗିରଫ

କନକ ବ୍ୟୁରୋ: ମୟୁରଭଞ୍ଜ ବାରିପଦାରେ ନକଲି ନୋଟ କାରବାର ରାକେଟର ପର୍ଦ୍ଦାଫାସ । ଘଟଣାର କିଙ୍ଗପିନ୍ ଜଣେ ମହିଳାଙ୍କ ସହ ୪ ଜଣଙ୍କୁ ଗିରଫ କରିଛି ବାରିପଦା ସଦର ଥାନା ପୋଲିସ୍ । ନିଜକୁ ଆଭିଜାତ୍ୟସମ୍ପନ୍ନ ବ୍ୟକ୍ତି ଭାବେ ଦର୍ଶାଇ ଲୋକଙ୍କୁ ଠକୁଥିଲେ ମହିଳା ଓ ତାଙ୍କ ସ୍ୱାମୀ । ୩ ଲକ୍ଷ ଦେଲେ ୧୦…