୭୨ ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଚାଷୀଙ୍କୁ ପ୍ରଶଂସା କରି କହିଲେ, ଦେଶକୁ କରିଛନ୍ତି…

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ଦେଶବାସୀଙ୍କୁ ସଂବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଦେଶରେ ଦୀର୍ଘ ଦିନରୁ କୃଷି ନୀତିରେ ସୁଧାରକୁ ଅପେକ୍ଷା ଥିଲା, ଏହା ଚାଷୀଙ୍କୁ ଲାଭ ପହଁଚାଇବ । ରାଷ୍ଟ୍ରପତି କହିଛନ୍ତି…

ବାଲେଶ୍ବରରେ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା । ସମୁଦ୍ରରୁ ମିିଳିଲା ମୃତଦେହ, ପୁଲିସର ଛାନଭିନ୍ ଜାରି 

କନକ ବ୍ୟୁରୋ: ଫୋନ୍‌ କରି ଡାକିଲେ ଆଉ ହତ୍ୟା କରି ସମୁଦ୍ରକୂଳରେ ଶବ ପୋତି ଫେରାର ହୋଇଗଲେ। ଦୁଇଦିନ ତଳେ ନିଖୋଜ ଥିବା ବାଲେଶ୍ବର ଖନ୍ତାପଡା ଥାନା ଉସଙ୍ଗ ଅଞ୍ଚଳର ଜୟନ୍ତ ମଳିକଙ୍କ ମୃତଦେହ ଆଜି ଅପରାହ୍ନରେ ଗୋପାଳପୁର ଫାଣ୍ଡି ପୁଲିସ ସମୁଦ୍ରରୁ ପୋତା ଯାଇଥିବା ଅବସ୍ଥାରେ ଉଦ୍ଧାର କରିଛି।…

ପବ-ଜି ଗେମର ଜାଗା ନେବାକୁ ଆସୁଛି ଫୌ-ଜି । ଜାନୁଆରୀ ୨୬ରେ ହେବ ଲଞ୍ଚ

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଲୋକପ୍ରିୟ ଗେମିଂ ଆପ୍ ପବ-ଜି ଭାରତରୁ ବ୍ୟାନ୍ ହେବା ପରେ ଏବେ ଆସୁଛି ଫୌ-ଜି । ଯାହାକି ଆସନ୍ତାକାଲି ଗଣତନ୍ତ୍ର ଦିବସରେ ଲଞ୍ଚ ହେବ । ଏହା ପୂର୍ବରୁ କମ୍ପାନୀ ପ୍ଲେ-ଷ୍ଟୋରରେ ଏହାର ପ୍ରି ରେଜିଷ୍ଟ୍ରେସନ ଆରମ୍ଭ କରିଛି । ଆଣ୍ଟ୍ରୋଏଡ୍ ୮ କିମ୍ବା ଏହାଠାରୁ…

ନେପାଳରେ ବଡ଼ ଧରଣର ରାଜନୈତିକ ସଂକଟ । କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ବହିଷ୍କାର କରିଛି…

କନକ ବ୍ୟୁରୋ: ଚୀନ କଥାରେ ପଡି ଭାରତ ବିରୋଧୀ ପଦକ୍ଷେପ ନେଉଥିବା ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଶେଷରେ ବିଦା କରିଦେଇଛି ତାଙ୍କରି ଦଳ । ଫଳରେ ନେପାଳରେ ବିରାଟ ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ଶାସକ କମ୍ୟୁନିଷ୍ଟ ପାର୍ଟି ନେପାଳର ବର୍ତମାନର ପ୍ରଧାନମନ୍ତ୍ରୀ…

ଗଣତନ୍ତ୍ର ଦିବସରେ ଶକ୍ତି ପ୍ରଦର୍ଶନ କରିବେ ଚାଷୀ ସଂଗଠନ । ଦିଲ୍ଲୀରେ ହେବ ବିଶାଳ ଟ୍ରାକ୍ଟର ରାଲି

କନକ ବ୍ୟୁରୋ: ଭାରତରେ ଅଘଟଣ ଘଟାଇବା ପାଇଁ ପାକିସ୍ତାନ ରଚୁଛି ଷଡଯନ୍ତ୍ର । ସାଧାରଣତନ୍ତ୍ର ଦିବସ ଏବଂ ଟ୍ରାକ୍ଟର ରାଲି ଭିତରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ହେଉଥିବା ନେଇ ସୂଚନା ଦେଇଛି ଦିଲ୍ଲୀ ପୋଲିସ୍ । ଆଉ ଏଥିପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛି ପାକିସ୍ତାନ ।…

ସୁଧୁରୁନି ସଇତାନ ଚୀନ୍ । ସୀମାରେ ପୁଣି ଦେଖାଇଛି ଦୋମୁହାଁ ନୀତି

କନକ ବ୍ୟୁରୋ: ପୁଣି ମୁହାଁମୁହିଁ ହେଲେ ଭାରତୀୟ ସେନା ଓ ପିଏଲଏ । ମିଳିଥିବା ସୂଚନା ଅନୁସାରେ ୩ ଦିନ ତଳେ ସିକିମ୍ ସୀମାରେ ପୁଣି ସାମ୍ନାସାମ୍ନି ହୋଇଛନ୍ତି ଭାରତ ଏବଂ ଚୀନ ସୈନିକ । ଲଦାଖ ସୀମାର ଗଲୱାନ୍, ପେଙ୍ଗଙ୍ଗ, ଗୋଗ୍ରାପୋଷ୍ଟ ଓ ହଟସ୍ପିଙ୍ଗ ଅଂଚଳରେ ଚୀନ ସେନା ଗତ ବର୍ଷ ମେ ମାସରେ…