ପଶୁ ହେଲେ ବି ଛୁଆ ପାଇଁ କମ ହୁଏନି ମା’ର ମମତା । ଛୁଆର ମୃତଦେହ ପାଖରେ ୫ ଘଣ୍ଟା ଜଗିରହିଲା ମା’ ହାତୀ ।

କନକ ବ୍ୟୁରୋ: ମାଆର ମମତା । ଆଖି ଆଗରେ ପଡ଼ି ରହିଛି ଛୁଆର ମୃତଦେହ । ଛୁଆ ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁନି ମା’ । କାଳେ ଛୁଆ ଉଠିଯିବ ତା ପାଖ ଛାଡ଼ି ବି ଯାଉନି । ଛୁଆ ପାଖେପାଖେ ମାଆଟି ଘୁରି ବୁଲିଥିବା ବେଳେ ଛୁଆ କିନ୍ତୁ ଆଉ ଉଠିବାର ନାଁ ଧରୁନି । ଛୁଆକୁ ହରାଇ ମା ହାତି ସତେ ଯେମିତି…

ମାଲାକାନଗିରିରେ ହେବ ପୁଷ୍ପା-୨ ଫିଲ୍ମର ସୁଟିଂ । ୬ଜଣିଆ ଟିମ୍ ବୁଲି ଦେଖିଲେ ଲୋକେସନ୍ ।

କନକ ବ୍ୟୁରୋ : ମାଲାକାନଗିରିରେ ହେବ ପୁଷ୍ପା-୨ ଫିଲ୍ମର ସୁଟିଂ । ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଆକର୍ଷଣୀୟ ଲୋକେସନରେ ପୁଷ୍ପା-୨ର କିଛି ଭାଗର ସୁଟିଂ କରାଯିବ । ନିକଟରେ ଫିଲ୍ମ ପୁଷ୍ପା-୨ର ଏକ ୬ଜଣିଆ ସଦସ୍ୟ ବିଶିଷ୍ଟ ଟିମ ମାଲାକାନଗିରିର ହନ୍ତାଳଗୁଡା, ସାର୍କୁବନ୍ଧ ଝୋଲାପୋଲରେ ପହଞ୍ଚି…

ଦାଦନ ଶ୍ରମିକଙ୍କୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ । କହିଲେ, ଓଡିଶା ଧନୀ, ବିଜେଡି ଧନୀ କିନ୍ତୁ ଓଡିଆ…

କନକ ବ୍ୟୁରୋ: ଦାଦନ ଶ୍ରମିକକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଦାଦନ ଶ୍ରମିକଙ୍କ ସହ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ରହିଥିବା କହିଛନ୍ତି ଲେଖାଶ୍ରୀ । କେଉଁ ରାଜ୍ୟରେ କେତେ ଓଡ଼ିଆ ପୁଅ ଦାଦନ ଖଟୁଛନ୍ତି, ତାହା ଉପରେ ରାଜ୍ୟ ସରକାର…

ବହୁଚର୍ଚ୍ଚିତ ଦମନ୍ ଫିଲ୍ମର ରେଟିଂକୁ ପଛରେ ପକାଇଲା ଡେଲିଭରୀ ବୟ’ । ସାରା ଓଡ଼ିଶାରେ ହାଉସଫୁଲ୍ ଚାଲୁଛି ଫିଲ୍ମ ।

କନକ ବ୍ୟୁରୋ : ଓଡିଆ ଦର୍ଶକଙ୍କ ମନ ଜିଣୁଛି ଓଡିଆ ଚଳଚିତ୍ର ଡେଲିଭରି ବୟ । ଓଡିଶାର ସମସ୍ତ ସିନେମା ହଲରେ ଫିଲ୍ମ ଏବେ ହାଉସଫୁଲ ରହିଛି । ହଲରେ ମଧ୍ୟ ନିଜେ ଫିଲ୍ମର ଅଭିନେତା ଶୈ÷ଳେନ୍ଦ୍ର ସାମନ୍ତରାୟ ଓ ନିର୍ଦ୍ଦେଶକ ପହଞ୍ଚି ଦର୍ଶକଙ୍କ ପ୍ରତିକ୍ରିୟା ଶୁଣିଛନ୍ତି । ଫିଲ୍ମ ଦେଖିସାରିବା ପରେ…

ସ୍ତ୍ରୀର ସୁରକ୍ଷା ପାଇଁ ତତ୍ପର ବୃଦ୍ଧ ସ୍ୱାମୀ । ଡହ ଡହ ଖରାରେ ଚାଲୁଛନ୍ତି ବାଟ । ଅଧାବାଟରେ ନିଜ ପାଦରୁ ଚପଲ କାଢ଼ି…

କନକ ବ୍ୟୁରୋ : ବୈବାହିକ ଜୀବନରେ ସାମାନ୍ୟ ଝଡ଼ ଉଠିଲେ ସ୍ୱାମୀ, ସ୍ତ୍ରୀକୁ ଛାଡ଼ି ଯିବାର ଶହ ଶହ ଉଦାହରଣ ରହିଛି । ସାମାନ୍ୟ ବଚସାକୁ ନେଇ ସ୍ତ୍ରୀ, ସ୍ୱାମୀଙ୍କୁ ଛାଡ଼ି ଯିବାର ଅନେକ କାହାଣୀ ରହିଛି । କିନ୍ତୁ ଏଭଳି ଏକ ସମୟରେ ନୀଳଗିରିରୁ ଆସିଥିବା ଏକ ଦମ୍ପତିଙ୍କ କାହାଣୀ ସମସ୍ତଙ୍କ ହୃଦୟ ଛୁଇଁ…

ଦଣ୍ଡନାଚ ବେଳେ ନଗ୍ନତାକୁ ନେଇ ତେଜୁଛି ବିବାଦ । ପ୍ରବଳ ବିରୋଧ ପରେ ବ୍ରହ୍ମପୁର ଆଙ୍କୁଳିରେ ବନ୍ଦ ହେଲା, ନିଶା…

କନକ ବ୍ୟୁରୋ: ଦଣ୍ଡନାଚ ବେଳେ ନଗ୍ନତାକୁ ନେଇ ତେଜୁଛି ବିବାଦ । ପ୍ରବଳ ବିରୋଧ ପରେ ବ୍ରହ୍ମପୁର ଆଙ୍କୁଳିରେ ବନ୍ଦ ହୋଇଛି ନିଶା ମହାରଣାଙ୍କ କାର୍ଯ୍ୟକ୍ରମ । ଗତକାଲି ଚର୍ଚ୍ଚିତ କଳାକାର ନିଶା ମହାରଣା ଆଙ୍କୁଳି ଯିବାର ଥିଲା । ଏମିତି କି ନିଶା ମହାରଣା ଭିଡିଓ ଜାରି କରି ସୂଚନା ଦେଇଥିଲେ ।…