ଦୀପାଳିଙ୍କ ପାଇଁ ପ୍ରଚାର କରିବେ ନବୀନ । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି । ଦେଖନ୍ତୁ, ଲିଷ୍ଟରେ…

କନକ ବ୍ୟୁରୋ: ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ଦୀପାଳିଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗୁରୁବାର ବିଜୁ ଜନତା ଦଳ ଝାରସୁଗୁଡା ଉପ ନିର୍ବାଚନ ପାଇଁ ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଯେଉଁଥିରେ…

ଅସହ୍ୟ ତାତିରେ ସନ୍ତୁଳି ହେଉଛି ସାରା ରାଜ୍ୟ । ଜନଜୀବନ ଅସ୍ତବ୍ୟସ୍ତ । ୩୬ ଘଣ୍ଟା ପରେ କମିପାରେ ତାପମାତ୍ରା

କନକ ବ୍ୟୁରୋ: ସାରା ରାଜ୍ୟକୁ କଲବଲ କଲାଣି ତାତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଝାରସୁଗୁଡା, ବାରିପଦା, ମୟୂରଭଞ୍ଜ, ଭୁବନେଶ୍ୱର, ଭଳି ସହର ତାପମାତ୍ରା ଅସହ୍ୟ ସ୍ଥିତିରେ ପହଁଚି ଯାଇଛି । ପ୍ରବଳ ତାତି ଯୋଗୁଁ…

ସ୍କୁଲକୁ ଆଗୁଆ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଆସନ୍ତାକାଲିଠୁ ରାଜ୍ୟରେ ସ୍କୁଲ ବନ୍ଦ । ଜୁନ୍ ୧୭ ଯାଏଁ ରହିବ…

କନକ ବ୍ୟୁରୋ: ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲକୁ ଆଗୁଆ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ଏହା ଜୁନ୍ ୧୭ ଯାଏଁ ବଳବତ୍ତର ରହିବ । କିନ୍ତୁ ଯଦି ଏହି ସମୟରେ…

୪୩ ଡିଗ୍ରୀ ଟପିଲା ଭୁବନେଶ୍ୱରର ତାପମାତ୍ରା । ଆଜି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ ।

କନକ ନ୍ୟୁଜ୍ : ୪୩ ଡିଗ୍ରୀ ଟପିଲା ଭୁବନେଶ୍ୱରର ତାପମାତ୍ରା । ଆଜି ଦିନରେ ଭୁବନେଶ୍ୱରର ତାପମାତ୍ରା ୪୩.୨ ଡିଗ୍ରୀ ରହିଥିବା ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଆଜି ରାଜଧାନୀ ଭୁବନେଶ୍ୱର ରେ ସର୍ବୋଚ୍ଚ…

ଗୁଜରାଟର ନରୋଦା ଗାଁ ନରସଂହାର । ସମସ୍ତ ଅଭିଯୁକ୍ତଙ୍କୁ ଖଲାସ୍ କଲେ କୋର୍ଟ । ଜାଣନ୍ତୁ, କଣ ଥିଲା ପୂରା ଘଟଣା…

କନକ ବ୍ୟୁରୋ: ଗୁଜରାଟର ନରୋଦା ଗାଁ ଦଙ୍ଗା ମାମଲାରେ ସ୍ପେଶାଲ କୋର୍ଟ ରାୟ ଶୁଣାଇଛନ୍ତି । ଏସଆଇଟି ତଦନ୍ତ କରୁଥିବା ଏହି ମାମଲାରେ ଜଜ୍ ଏସ୍ କେ ବକ୍ସି ଆଜି ଶୁଣାଣି କରିବା ସହିତ ୬୮ ଜଣ ଅଭିଯୁକ୍ତଙ୍କୁ ଖଲାସ୍ କରିଛନ୍ତି । ତେବେ ୨୦୦୨ ମସିହାରେ ଏହି ଦଙ୍ଗା ମାମଲାରେ ୧୧ ଜଣ ଲୋକ ପ୍ରାଣ…

ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ମିଳିଲା ଜାମିନ୍ । କେନ୍ଦ୍ରମନ୍ତ୍ରୀ କହିଲେ, ‘ସତ୍ୟମେବ ଜୟତେ, ଧର୍ମର…

କନକ ବ୍ୟୁରୋ: ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିବା ସମୟରେ ଜେଲ୍ ଯାଇଥିବା ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଜାମିନ ମିଳିବା ମାମଲାରେ ‘ସତ୍ୟମେବ ଜୟତେ, ଧର୍ମର ଜୟ’ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…