ସ୍କୁଲକୁ ଆଗୁଆ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଆସନ୍ତାକାଲିଠୁ ରାଜ୍ୟରେ ସ୍କୁଲ ବନ୍ଦ । ଜୁନ୍ ୧୭ ଯାଏଁ ରହିବ…

କନକ ବ୍ୟୁରୋ: ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲକୁ ଆଗୁଆ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ଏହା ଜୁନ୍ ୧୭ ଯାଏଁ ବଳବତ୍ତର ରହିବ । କିନ୍ତୁ ଯଦି ଏହି ସମୟରେ…

୪୩ ଡିଗ୍ରୀ ଟପିଲା ଭୁବନେଶ୍ୱରର ତାପମାତ୍ରା । ଆଜି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ ।

କନକ ନ୍ୟୁଜ୍ : ୪୩ ଡିଗ୍ରୀ ଟପିଲା ଭୁବନେଶ୍ୱରର ତାପମାତ୍ରା । ଆଜି ଦିନରେ ଭୁବନେଶ୍ୱରର ତାପମାତ୍ରା ୪୩.୨ ଡିଗ୍ରୀ ରହିଥିବା ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଆଜି ରାଜଧାନୀ ଭୁବନେଶ୍ୱର ରେ ସର୍ବୋଚ୍ଚ…

ଗୁଜରାଟର ନରୋଦା ଗାଁ ନରସଂହାର । ସମସ୍ତ ଅଭିଯୁକ୍ତଙ୍କୁ ଖଲାସ୍ କଲେ କୋର୍ଟ । ଜାଣନ୍ତୁ, କଣ ଥିଲା ପୂରା ଘଟଣା…

କନକ ବ୍ୟୁରୋ: ଗୁଜରାଟର ନରୋଦା ଗାଁ ଦଙ୍ଗା ମାମଲାରେ ସ୍ପେଶାଲ କୋର୍ଟ ରାୟ ଶୁଣାଇଛନ୍ତି । ଏସଆଇଟି ତଦନ୍ତ କରୁଥିବା ଏହି ମାମଲାରେ ଜଜ୍ ଏସ୍ କେ ବକ୍ସି ଆଜି ଶୁଣାଣି କରିବା ସହିତ ୬୮ ଜଣ ଅଭିଯୁକ୍ତଙ୍କୁ ଖଲାସ୍ କରିଛନ୍ତି । ତେବେ ୨୦୦୨ ମସିହାରେ ଏହି ଦଙ୍ଗା ମାମଲାରେ ୧୧ ଜଣ ଲୋକ ପ୍ରାଣ…

ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ମିଳିଲା ଜାମିନ୍ । କେନ୍ଦ୍ରମନ୍ତ୍ରୀ କହିଲେ, ‘ସତ୍ୟମେବ ଜୟତେ, ଧର୍ମର…

କନକ ବ୍ୟୁରୋ: ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିବା ସମୟରେ ଜେଲ୍ ଯାଇଥିବା ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଜାମିନ ମିଳିବା ମାମଲାରେ ‘ସତ୍ୟମେବ ଜୟତେ, ଧର୍ମର ଜୟ’ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ସମଲିଙ୍ଗୀ ବିବାହ ବଢାଇବ କି ସମସ୍ୟା? ଜାରି ରହିଛି ବିତର୍କ, ବିରୋଧ କରୁଛନ୍ତି କେନ୍ଦ୍ର ସରକାର ।

କନକ ବ୍ୟୁରୋ: ସମଲିଙ୍ଗୀ ବିବାହକୁ ଆଇନ ସ୍ୱୀକୃତି ପାଇଁ ଜାରି ରହିଛି ବିତର୍କ । ତୃତୀୟ ଦିନରେ ବି ସୁପ୍ରିମକୋର୍ଟରେ ସିଜେଆଇ ଚନ୍ଦଚୂଡଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ୫ ଜଣିଆ ବେଞ୍ଚ ଏହି ପ୍ରସଙ୍ଗରେ ଶୁଣାଣି…

ସେନା ଗାଡିରେ ନିଆଁ, ୪ ଯବାନ ସହିଦ । ପୁଞ୍ଛ-ଜମ୍ମୁ ଜାତୀୟ ରାଜପଥରେ ଅଘଟଣ

କନକ ବ୍ୟୁରୋ: ପୁଣି ସହିଦ ହେଲେ ଯବାନ । ଜାମ୍ମୁକାଶ୍ମୀରରେ ପୁଣି ସହିଦ ହୋଇଛନ୍ତି ଦେଶର ଯବାନ । ତେବେ ଏଥର ଶତ୍ରୁ ଦେଶର ଆକ୍ରମଣରେ ନୁହେଁ ବରଂ ସେନା ଗାଡିରେ ନିଆଁ ଲାଗିବାରୁ ୪ ଜଣ ଯବାନ ପ୍ରାଣ ହରାଇଛନ୍ତି । ପୁଞ୍ଛ-ଜମ୍ମୁ ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି । ସେନା ଗାଡିରେ ଅଚାନକ ନିଆଁ…