ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଓଡିଶାରେ ସଂକ୍ରମଣ ଆଶଙ୍କା ବଢିଲା । ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ,…

କନକ ବ୍ୟୁରୋ: ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ହେଲେ, ୫ ଦିନ ପରେ ପୁଣି ଥରେ ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଛି । ରବିବାର ଥିଲେ ମଧ୍ୟ ଶେଷ ୨୪ ଘଂଟାରେ ରାଜ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଭୟ ବଢ଼ାଇ ଦେଇଛି ।…

ରାଜ୍ୟ ଅର୍ଥନୀତିରେ ସଞ୍ଜିବନୀ ଭରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ । ୧ ଲକ୍ଷ ୭୦ ହଜାର କୋଟିର ବଜେଟ୍ ଆଗତ । ସ୍ୱାସ୍ଥ୍ୟ…

କନକ ବ୍ୟୁରୋ: କରୋନା ମାଡ଼ରେ ବେହାଲ ହୋଇଥିବା ଓଡ଼ିଶାର ଅର୍ଥନୀତିକୁ ପୁଣି ଥରେ ସଜାଡିବା ପାଇଁ ଜୀବିକା, ଅର୍ଥନୈତିକ ଅଭିବୃଦ୍ଧି ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଜୋର ଦେଇଛନ୍ତି ସରକାର । ସରକାର ବିଶ୍ୱାସ କରୁଛନ୍ତି, ଶିଳ୍ପ ଏବଂ ଭିତିଭୂମି କ୍ଷେତ୍ରରେ ବିନିଯୋଗ ବଢ଼ିଲେ, ନିଯୁକ୍ତି ସୁଯୋଗ ସୃଷ୍ଟି…

ବିଧାନସଭାରେ ଆଗତ ହେଲା ବଜେଟ୍ । ଜାଣନ୍ତୁ, କାହାକୁ ମିଳିଲା କେତେ?

କନକ ବ୍ୟୁରୋ: ଓଡିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି । ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟକୁ ବିଧାନସଭାରେ ଉପସ୍ଥାପିତ କରାଯାଇଛି । ତେବେ ନଜର ପକାନ୍ତୁ ରାଜ୍ୟ ବଜେଟର ପ୍ରମୁଖ ଦିଗଗୁଡିକ ଉପରେ... ରାଜ୍ୟ ବଜେଟ୍…

ଟୁଲକିଟ୍ ମାମଲାରେ ଦିନିକିଆ ରିମାଣ୍ଡରେ ଯିବେ ଦିଶା ରବି । ନିକିତା ଜାକବ, ଶାନ୍ତନୁ ଓ ଦିଶା ରବିଙ୍କୁ ଏକାଠି…

କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ସହ ଜଡିତ ଟୁଲକିଟ୍ ମାମଲାକୁ ନେଇ ସୋମବାର ଦିଶା ରବିଙ୍କୁ କୋର୍ଟରେ ହାଜର କରାଯାଇଛି । ଯେଉଁଠି କୋର୍ଟ ତାଙ୍କୁ ଦିନିକିଆ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି । ଦିଲ୍ଲୀ ପୋଲିସ ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଦାବି କରିଥିଲା । ହେଲେ ଦିଲ୍ଲୀ ପଟିୟାଲା…

ପେନସନ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଧାରଣାରେ ବସିଲେ ନାବାର୍ଡ ବ୍ୟାଙ୍କର କର୍ମଚାରୀ । ତୁରନ୍ତ ସମସ୍ୟା ସମାଧାନ ପାଇଁ…

କନକ ବ୍ୟୁରୋ: ପେନସନ୍ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଧାରଣାରେ ବସିଲେ ନାବାର୍ଡ ବ୍ୟାଙ୍କର କର୍ମଚାରୀ । ୟୁନାଇଟେଡ୍ ଫୋରମ୍ ଅଫ୍ ଅଫିସର ଏବଂ ନାବାର୍ଡ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ଏହି ଧାରଣାରେ ବସିଛନ୍ତି । ଯଦି ସେମାନଙ୍କର ସମସ୍ୟା ତୁରନ୍ତ ସମାଧାନ ନହୁଏ ତେବେ ସେ ମାର୍ଚ୍ଚ ୩୦ ତାରିଖ…

ଦାଦ୍ରା ଓ ନଗର ହବେଳୀର ସାଂସଦ ମୋହନ ଡେଲକରଙ୍କ ମୃତ୍ୟୁ । ମୁମ୍ବାଇ ସ୍ଥିତ ଏକ ହୋଟେଲରେ ଆତ୍ମହତ୍ୟା କରିଥିବା ସନ୍ଦେହ ।

କନକ ବ୍ୟୁରୋ: ଦାଦ୍ରା ଓ ନଗର ହବେଳୀ ଲୋକସଭା କ୍ଷେତ୍ରର ସାଂସଦ ମୋହନ ଡେଲକରଙ୍କ ମୃତ୍ୟୁ । ସୋମବାର ମୁମ୍ବାଇ ସ୍ଥିତ ଏକ ହୋଟଲରୁ ପୋଲିସ ତାଙ୍କ ମୃତଦେହକୁ ଉଦ୍ଧାର କରିଥିବାବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହୋଟେଲରୁ ତାଙ୍କ ହାତଲେଖା ଏକ ସୁଇସାଇଡ୍ ନୋଟ ମଧ୍ୟ ଜବତ…