ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଛି ସାରା ରାଜ୍ୟ । ଦିନରେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ସତ୍ତ୍ୱେ…

କନକ ବ୍ୟୁରୋ: ସକାଳୁ ମଧ୍ୟାହ୍ନ ଯାଏଁ ପ୍ରବଳ ତାତି ଆଉ ଅପରାହ୍ନରେ କାଳବୈଶାଖୀ ବର୍ଷା । ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ହେଲେ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିନାହିଁ । ୧୧ ଦିନ ହେଲା ଲଗାତାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ…

ମାହାଙ୍ଗାରେ ବୈଜୟନ୍ତ ପଣ୍ଡା ଓ ସୁମନ୍ତ ଘଡାଇ ପ୍ରଚାର ବେଳେ ଉତ୍ତେଜନା । ବିଜେପି ରାଲି ଉପରେ ଢେଲା ମାଡ, କାର…

କନକ ବ୍ୟୁରୋ: ମାହାଙ୍ଗାରେ ବିଜେପିର ରାଲି ଉପରକୁ ଢେଲା ପଥର ମାଡ । ଢେଲା ମାଡ କରିବା ସହ କାର ଭଙ୍ଗାରୁଜା ଓ ବିଜେପି କର୍ମୀଙ୍କୁ ଆକ୍ରମଣ । ଆକ୍ରମଣରେ କିଛି ବିଜେପି କର୍ମୀ ଆହତ ହୋଇଛନ୍ତି । ବିଜେପି ରାଲି ଉପରେ ଢେଲା ମାଡ କରିଥିବା ବ୍ୟକ୍ତିମାନେ ବିଜେଡି ଦଳର ବୋଲି ଅଭିଯୋଗ ହୋଇଛି ।…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ନାମାଙ୍କନ । ଶେଷ ଦିନରେ ବଢିପାରେ ପ୍ରାର୍ଥୀଙ୍କ ସଂଖ୍ୟା

କନକ ବ୍ୟୁରୋ: ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ ଦାଖଲ । ଶେଷ ଖବର ସୁଦ୍ଧା ୪ଟି ଲୋକସଭା ଆସନ ପାଇଁ ୨୩ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଳାହାଣ୍ଡି ଲୋକସଭା ଆସନ ପାଇଁ ୮ ଜଣ ପ୍ରାର୍ଥୀ, ନବରଙ୍ଗପୁର ପାଇଁ ୪ ଜଣ, ବ୍ରହ୍ମପୁର ପାଇଁ ୪ ଜଣ ଓ…

ଆଜି ଓଡିଶା ଆସୁଛନ୍ତି ଅମିତ ଶାହା । ସୋନପୁରରେ ନିର୍ବାଚନୀ ସଭା କରି ମାଗିବେ ଭୋଟ୍ ।

କନକ ବ୍ୟୁରୋ: ଆଜି ଓଡିଶାରେ ପ୍ରଚାର ପାଇଁ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୋନପୁରରେ ପ୍ରଥମ ନିର୍ବାଚନ ପ୍ରଚାର କରି ଓଡିଶାବାସୀଙ୍କୁ ଭୋଟ୍ ମାଗିବେ । ଏଥିପାଇଁ ସୋନପୁରର ରାମେଶ୍ୱରମ ଷ୍ଟାଡିୟମରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏଥିପାଇଁ ସୋନପୁର ଓ ବିଜେପି ଶିବିର…

ଭୋଟ୍ ଯୁଦ୍ଧରେ ସ୍ୱାମୀଙ୍କ ସାରଥୀ ସ୍ତ୍ରୀ । ବିଜୟ ପାଇଁ କରୁଛନ୍ତି ସମରସଜ୍ଜା

କନକ ବ୍ୟୁରୋ: ଅଭିନନ୍ଦନ ପଣ୍ଡା-ସୂଚି ପଣ୍ଡା ନିର୍ବାଚନ ମଇଦାନରେ ସ୍ତ୍ରୀ ଆଗୁଆ । ସ୍ୱାମୀଙ୍କ ବିଜୟ ସୁନିଶ୍ଚିତ କରିବାକୁ ସାଙ୍ଗରେ ଛାଇ ଭଳି ଛିଡା ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ନୂଆପଡା ବିଧାନସଭା କ୍ଷେତ୍ରରେ ଏଥର ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ…

ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ଦିଗପହଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ହେଲେ ସାକା ସୁଜିତ୍ କୁମାର । 

କନକ ବ୍ୟୁରୋ: ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଭାରତୀୟ ଜାତୀୟ କଂଗ୍ରେସ । ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାରଙ୍କୁ ଏଠାରୁ ପ୍ରାର୍ଥୀ କରିଛି ଦଳ । ଏନେଇ ଟୁଇଟ୍ କରି ଓଡିଶା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଶ୍ରୀଧର…