ଭୋଟର ଆଇଡି କାର୍ଡ କରିବାକୁ ଚାହୁଁଛନ୍ତି? ଅନଲାଇନରେ କରନ୍ତୁ ଭୋଟର ଆଇଡି କାର୍ଡ

କନକ ବ୍ୟୁରୋ: ଭୋଟର୍ ଆଇଡି କାର୍ଡ, ଆମ ଦେଶରେ ଏହି କାର୍ଡର ଗୁରୁତ୍ୱ କେତେ ତାହା ଆପଣ ବେଶ ଭଲ ଭାବେ ଜାଣିଛନ୍ତି । ନିର୍ବାଚନ ସମୟରେ ଭୋଟ୍ ଦେବା ହେଉ, ଅବା କିଛି ପରିଚୟ ପ୍ରମାଣ ପତ୍ର । ସବୁବେଳେ ଦରକାର ପଡିଥାଏ ଏହି ଭୋଟର ଆଇଡି କାର୍ଡ । ଆମ ଦେଶରେ ଆପଣ ୧୮ ବର୍ଷରୁ ଅଧିକ ବୟସର ବୋଲି ଏହି…

ମୁମ୍ବାଇରେ କରୋନା ଆତଙ୍କ, ଘର ଛାଡିଲେ କମେଡିଆନ୍ ଭାରତୀ ସିଂହ । ଜାଣନ୍ତୁ, କଣ ରହିଛି କାରଣ?

କନକ ବ୍ୟୁରୋ: ମୁମ୍ବାଇରେ କରୋନା ସଂକ୍ରମଣ ଏବେ ସୀମା ଟପିଛି । ଏପର୍ଯ୍ୟନ୍ତ ଶତାଧିକ ଲୋକ ଏହି ଭୂତାଣୁର ଶିକାର ହୋଇଥିବାବେଳେ, ଗର୍ଭବତୀ ସ୍ତ୍ରୀ ଲୋକମାନେ ଅଧିକ ସତର୍କ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଏହାରି ଭିତରେ ବଲିଉଡ୍ କମେଡିଆନ୍ ଭାରତୀ ସିଂହ କରୋନା ଭୟରେ ତାଙ୍କ…

ଜାନୁଆରୀ ୩୧ ତାରିଖରୁ ସଂସଦର ବଜେଟ୍ ଅଧିବେଶନ । ଫେବୃଆରୀ ୧ରେ ସଂସଦରେ ଉପସ୍ଥାପିତ ହେବ ବଜେଟ୍ ।

କନକ ବ୍ୟୁରୋ: ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ସଂସଦର ବଜେଟ୍ ଅଧିବେଶନ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ତେବେ ଜାନୁଆରୀ ୩୧ ତାରିଖରେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ, ଫେବୃଆରୀ ୧ ତାରିଖରେ କେନ୍ଦ୍ରୀୟ ବଜେଟ୍ ସଂସଦରେ ଉପସ୍ଥାପିତ ହେବ ।…

ହୃଦଘାତରେ ‘ଏନଡିଟିଭି’ର ବରିଷ୍ଠ ସାମ୍ବାଦିକ କମାଲ୍‌ ଖାନଙ୍କର ଦେହାନ୍ତ

କନକ ବ୍ୟୁରୋ : ହୃଦ୍‌ଘାତ କାରଣରୁ ‘ଏନ୍‌ଡିଟିଭି’ର ବରିଷ୍ଠ ସାମ୍ବାଦିକ କମାଲ୍‌ ଖାନଙ୍କର ମୃତ୍ୟୁ ଘଟିଥିବା କଥା ତାଙ୍କ ପତ୍ନୀ ସୁନିଶ୍ଚିତ କରି କହିଛନ୍ତି। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ, ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ। ଦୀର୍ଘ ବର୍ଷ ଧରି କମାଲ୍‌…

ଏହି ଦୁଇଟି ଦେଶରେ ଆୟୋଜନ ହୋଇପାରେ ଆଇପିଏଲ୍-୨୦୨୨ । କରୋନା କାରଣରୁ ଏବେଠୁ ପ୍ଲାନ୍ ପ୍ରସ୍ତୁତ କରୁଛି ବିସିସିଆଇ

କନକ ବ୍ୟୁରୋ: କୋଭିଡ୍-୧୯ ଏବେ ପୁଣିଥରେ ଆଇପିଏଲ ଉପରେ କଳାବାଦଲ ଭଳି ଘୋଟେଇ ହୋଇ ରହିଛି । ଗୋଟିଏ ପଟେ ସଂକ୍ରମଣ ଦେଶରେ ପିକ୍ ଛୁଉଁଥିବାବେଳେ, ଏଭଳି ସ୍ଥିତିରେ ଭାରତରେ ଆଇପିଏଲ୍ ଆୟୋଜନ ହେବ କି ନାହିଁ ତାହା ଏବେ ବି ସମସ୍ତଙ୍କ ପାଇଁ ବଡ ପ୍ରଶ୍ନ । ହେଲେ ଏହାରି ଭିତରେ ବିସିସିଆଇ ଆଇପିଏଲ୍…

ସୁସ୍ଥ ହୋଇ ଫେରିଲେ ‘ବଚପନ୍ କା ପ୍ୟାର୍’ ଗୀତର ସିଙ୍ଗର୍ ସହଦେବ ଡିର୍ଡୋ । କିଛି ଦିନ ତଳେ ଭୟଙ୍କର ଦୁର୍ଘଟଣାର…

କନକ ବ୍ୟୁରୋ: ବଚପନ୍ କା ପ୍ୟାର୍ ଗୀତ ଗାଇ ରାତାରାତି ସୋସିଆଲ୍ ମିଡିଆରେ ଷ୍ଟାର ପାଲଟିଯାଇଥିବା ସହଦେବ ଡିର୍ଡୋଙ୍କର ଗତ ଡିସେମ୍ବର ୨୮ ତାରିଖରେ ଭୟଙ୍କର ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ଗମ୍ଭୀର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସହଦେବ । ତେବେ ଖୁସିର କଥା ହେଉଛି ଏବେ…