ଡହଡହ ଖରାରେ ଜମୁଛି ପ୍ରଚାର । କୋଟପାଡ ନିର୍ବାଚନ ମଣ୍ଡଳିରେ ବିଜେଡି-କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

କନକ ବ୍ୟୁରୋ: ଗାଁଠୁ ସହର ଏବେ ସବୁଠି ନିର୍ବାଚନୀର ଉଷ୍ମତା ବଢ଼ିବାରେ ଲାଗିଛି । କିଏ କାହାକୁ ଦେବ ଭୋଟ, ତାହା ତ ପରେ ଜଣାପଡ଼ିବ କିନ୍ତୁ ପ୍ରଚାର ମଇଦାନ ଜମିବାରେ ଲାଗିଛି । କୋଟପାଡ଼ ନିର୍ବାଚନ ମଣ୍ଡଳିରେ ପ୍ରତିଦ୍ୱନ୍ଦିତା ଜୋରଦାର ହେବାକୁ ଯାଉଛି । ମୁଖ୍ୟତ ୩ ମାଝିଙ୍କ ପ୍ରଚାର ଏବେ ସରଗରମ…

ଦେଖିବାକୁ ମିଳୁନି ଆଉ ବେଣା ଚେର, ହଜିଗଲାଣି ବିଞ୍ଚଣା । ଗରମ ଦିନେ ଆଉ ଦରକାର ପଡୁନି ଏ ଜିନିଷ ।

କନକ ବ୍ୟୁରୋ: ଦେଖିବାକୁ ମିଳୁନି ଆଉ ବେଣା ଚେର । ଆଗେ ଘରେ ହେଉ ବା ଅଫିସରେ ଗରମ ଦାଉରୁ ରକ୍ଷା ପାଇବା ପାଇଁ ବ୍ୟବହାର ହେଉଥିଲା ବେଣାଚେର । ଯାହାକୁ କୁହାଯାଏ ଶସ୍ତା ଏସି। ସେହିଭଳି ଖରା ଦିନ ଆସିଲେ ଖୋଜାପଡ଼େ ବିଞ୍ଚଣା । କିନ୍ତୁ ମହଙ୍ଗା ଯୁଗର ଅତ୍ୟାଧୁନିକ ଟେକ୍ନୋଲୋଜିରେ ତିଆରି ଏସି…

ମାଟି ଖୋଳିବାକୁ ଅନୁମତି ନେଇ ମୋରମ ଚୋରା ଚାଲାଣ । ବେଆଇନ୍ ବ୍ଲାଷ୍ଟିଂ କରି ଶହଶହ ଟ୍ରିପ୍ ମୋରମ ନେଇଯାଉଛନ୍ତି ମାଫିଆ

କନକ ବ୍ୟୁରୋ: ମାଟି ଖନନ ପାଇଁ କାଗଜପତ୍ର କରି ମୋରମ ଖୋଳି ମାଲାମାଲ ଠିକାଦାର । ହେଲେ ଏହାର ଟେର ପାଉନି ପ୍ରଶାସନ । ଅନୁମତି ଦେଇ ଯାଞ୍ଚରେ ଯାଉନାହାନ୍ତି ଅଧିକାରୀ । ତେଣୁ ମାଟି ବଦଳରେ ମୋରମ ଚୋରା ଚାଲାଣ ହେଉଥିବା ଅଭିଯୋଗ କରିଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର…

ଏଥର ଲାଲଗଡରେ ପ୍ରତିବୁଥରେ ହେବ ମତଦାନ । ଛତିଶଗଡ ମାଓବାଦୀଙ୍କ ପ୍ରତିହତ ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ ।

କନକ ବ୍ୟୁରୋ: ବେଶ କିଛି ଦିନ ହେବ ଓଡିଶା ସୀମାନ୍ତ ଛତିଶଗଡରେ ମାଓବାଦୀ-ଯବାନ ମୁହାଁମୁହିଁ ଖବର ଆସୁଛି । ମାଓ ଦମନ ପାଇଁ ସର୍ଚ୍ଚ ଅପରେସନ୍ ହେଉଛି । ଏହାରି ଭିତରେ ରାଜ୍ୟର ମାଓ ଉପଦ୍ରୁତ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ ଡିଜି । ବିଶେଷ କରି ଆନ୍ଧ୍ର-ଓଡିଶା ସୀମା ସହ ଛତିଶଗଡ…

ଏଥର ରୋଚକ ହେବ ବାରାମତୀ ଲଢେଇ? ଶରଦ ପାୱାରଙ୍କ ଝିଅ ବିରୋଧରେ ଲଢିବେ ୩୬ ବର୍ଷୀୟ ଶରଦ ପାୱାର । ପେଶାରେ ହେଉଛନ୍ତି ଜଣେ…

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ସମୟରେ କିଛି ଖାସ୍ ସିଟକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ବିଶେଷକରି ଏମିତି କିଛି ସିଟ୍ ଅଛି, ଯାହା ଉପରେ ସଦା ସର୍ବଦା ଗଣମାଧ୍ୟମର ନଜର ରହିଥାଏ । ମହାରାଷ୍ଟ୍ରରେ ସେମିତି ଏକ ସିଟ୍ ହେଉଛି ବାରାମତୀ ଲୋକସଭା ସିଟ୍ । ଏଥର ଏହି ସିଟରୁ ଏନସିପି…

ତାତିରେ ସିଝୁଛି ରାଜଧାନୀ । ଦିନ ସାଢେ ୨ଟା ସୁଦ୍ଧା ତାପମାତ୍ରା ଛୁଇଁଲା ୪୩.୬ ଡିଗ୍ରୀ ।

କନକ ବ୍ୟୁରୋ: ତାତିରେ ସିଝୁଛି ରାଜଧାନୀ । ଦିନ ସାଢେ ଦୁଇଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ କମ୍ବା ତାଠାରୁ ଅଧିକ ରହିଛି ।…