ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ପାୱାରଙ୍କୁ ଆଶ୍ୱସ୍ତି । ଜିଲ୍ଲା ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ମିଳିଲା କ୍ଲିନ୍…

କନକ ବ୍ୟୁରୋ: ୨୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ପାୱାରଙ୍କୁ ଆଶ୍ୱସ୍ତି । ଜିଲ୍ଲା ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀଙ୍କୁ କ୍ଲିନ୍ ଚିଟ୍ ଦେଇଛି ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ।…

ଟ୍ରେନ ଯାତ୍ରା ବେଳେ ଦୂର ହେବ ୱେଟିଂ ଲିଷ୍ଟ ଦ୍ୱନ୍ଦ୍ୱ । କେନ୍ଦ୍ର ରେଳମନ୍ତ୍ରୀ କହିଲେ ଆଗାମୀ ୫ ବର୍ଷ ମଧ୍ୟରେ ଦୂର…

କନକ ବ୍ୟୁରୋ: ଟ୍ରେନ ଯାତ୍ରା ବେଳେ ସିଟ୍ ପାଇଁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ଆଗାମୀ ୫ ବର୍ଷ ମଧ୍ୟରେ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହା କହିଛନ୍ତି । କେନ୍ଦ୍ର ସରକାର ରେଳବାଇରେ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ…

ଇଭିଏମ୍ ଓ ଭିଭିପାଟ ସ୍ଲିପ ମେଳ ପ୍ରସଙ୍ଗରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ । କହିଲେ ନିର୍ବାଚନକୁ ନିୟନ୍ତ୍ରଣ…

କନକ ବ୍ୟୁରୋ: ଭିଭିପାଟ୍ ଉପରେ ସୁପ୍ରିମ୍ କୋର୍ଟ ନିଜର ରାୟ ସଂରକ୍ଷିତ ରଖିଛନ୍ତି । କୋର୍ଟ କହିଛନ୍ତି ଯେ ଆମେ ସନ୍ଦେହ ଆଧାରରେ ଆଦେଶ ଜାରି କରିପାରିବୁ ନାହିଁ । ଅଦାଲତ ନିର୍ବାଚନ ପାଇଁ ନିୟନ୍ତ୍ରଣ କର୍ତ୍ତୃପକ୍ଷ ନୁହଁନ୍ତି । ଇଭିଏମ ପ୍ରସଙ୍ଗରେ କୋର୍ଟ ଦୁଇଟି ମାମଲାର ଶୁଣାଣି କରୁଛନ୍ତି ।…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେଲା ପ୍ରଚାର । ୧୨୦୬ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା 

କନକ ବ୍ୟୁରୋ: ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର । ୨୬ ତାରିଖରେ ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ୮୮ଟି ଆସନରେ ହେବ ମତଦାନ । ୧୨୦୬ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ମଧ୍ୟପ୍ରଦେଶର ବୈତୁଲ ଆସନର ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବାରୁ ଏହି…

ମୋଦୀଙ୍କ ମଙ୍ଗଳସୂତ୍ର ମନ୍ତବ୍ୟକୁ କଡା ଜବାବ । ସୋନିଆ, ଇନ୍ଦିରାଙ୍କ କଥା ଉଠାଇଲେ ପ୍ରିୟଙ୍କା

କନକ ବ୍ୟୁରୋ: ମହିଳାଙ୍କ ମଙ୍ଗଳସୂତ୍ର ଭଳି ମୂଲ୍ୟବାନ ସାମଗ୍ରୀ ଅନ୍ୟ କାହାକୁ ଦେବାକୁ କଂଗ୍ରେସ ଯୋଜନା କରୁଛି । ରାଜସ୍ଥାନର ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ଏଭଳି ଦାବି କରିବା ପରେ କଡା ଜବାବ ଦେଇଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ନିଜ ମା’ ସୋନିଆ ଗାନ୍ଧୀ, ଜେଜେ ମା’ ଇନ୍ଦିରା…

କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ସମ୍ପତ୍ତି ଥିଓରୀକୁ ନେଇ ଅଡୁଆରେ । ନିର୍ବାଚନୀ ସଭାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ତେଜିଲା ବୟାନବାଜି । କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ନିକଟରେ ଏକ ବିବୃତିରେ କହିଥିଲେ ଯେ ନିର୍ବାଚନ ପରେ ତାଙ୍କ ସରକାର କ୍ଷମତାକୁ ଆସିଲେ ସର୍ଭେ କରାଯିବ ଏବଂ କାହା ପାଖରେ କେତେ ସମ୍ପତ୍ତି ଅଛି ତାହା ଜଣାପଡ଼ିବ । ଆଉ ଯେତେବେଳେ…