ଏବେ ବି ବିକାଶଠୁ ବହୁତ ଦୂରରେ କାଶୀପୁର । ପିଇବା ପାଇଁ ନାହିଁ ପାଣି । ୩୦୦ ଲୋକଙ୍କୁ ମାତ୍ର ଗୋଟିଏ ବୋରୱେଲ ।

କନକ ବ୍ୟୁରୋ: ରାଜ୍ୟ ରାଜନୈତିକ ପାଣିପାଗ ଗରମ ରହିଥିବାବେଳେ, ନିର୍ବାଚନ ବେଳେ ନେତା ମାଳ ମାଳ ଆସୁଥିବାବେଳେ, ଏବେ ଏହାର ପ୍ରଭାବ ତୃଣମୂଳ ସ୍ତରରେ କେମିତି ଅଛି? ଗାଁରେ କେତେ ବିକାଶ ହୋଇଛି? ଆଉ କେତେ ବିକାଶ ବାକି ଅଛି, ବହୁଚର୍ଚ୍ଚିତ ରାୟଗଡା କାଶୀପୁରରୁ ସ୍ଥିତି ପରଖିଥିଲା କନକ ନ୍ୟୁଜ୍ ।…

ବିଜେପିରେ ସାମିଲ ହେଲେ ଅରବିନ୍ଦର ସିଂହ ଲଭଲି । ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଦେଇଥିଲେ ଇସ୍ତଫା ।

କନକ ବ୍ୟୁରୋ: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେଲେ ଅରବିନ୍ଦର ସିଂହ ଲଭଲି । ଦୀର୍ଘ ଦିନର ଚର୍ଚ୍ଚା ଆଲୋଚନା ପରେ ଆଜି ପଦ୍ମ ଶିବିରରେ ସାମିଲ ହେଇଛନ୍ତି ଏହି କଂଗ୍ରେସ ନେତା । ଖାଲି ସେତିକି ନୁହେଁ, ତାଙ୍କ ସହିତ କଂଗ୍ରେସ ନେତା ରାଜକୁମାର ଚୌହାନ,…

ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ । ସାବିତ୍ରୀଙ୍କୁ ଟିକେଟ୍ ମିଳିବା ପରେ ଛାଡିଲେ ଦଳ । ଲେଖିଲେ ଲମ୍ବା ଇସ୍ତଫା…

କନକ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ । ଖଣ୍ଡପଡା ଆସନରୁ ଟିକେଟ ଆଶାୟୀ ଥିବା ଅନୁଭବ ପଟ୍ଟନାୟକ, ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଅନୁଭବ ପଟ୍ଟନାୟକ । ନିଜ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି,…

ଦେବଗଡରେ କାହିଁକି କଟିଲା ଅରୁନ୍ଧତୀ ଦେବୀଙ୍କ ଟିକେଟ୍? କାହିଁକି ପ୍ରାର୍ଥୀ ପରିବର୍ତ୍ତନ କଲା ବିଜେଡି?

କନକ ବ୍ୟୁରୋ: ଦେବଗଡରେ କାହିଁକି ପ୍ରାର୍ଥୀ ବଦଳାଇଲା ବିଜେଡି? କାହିଁକି କଟିଗଲା ଅରୁନ୍ଧତୀ ଦେବୀଙ୍କ ଟିକେଟ୍? ଗୁରୁବାର ବିଜେଡିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ହେବା ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । କାହିଁକି ନା, ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ…

ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ଆଗରେ ଜୟ ଶ୍ରୀରାମ- ଜୟ ଜଗନ୍ନାଥ ନାରାବାଜି । ମୁହାଁମୁହିଁ ହେଲେ ବିଜେଡି-ବିଜେପି ସମର୍ଥକ…

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ଆଗରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁଁ । ଦୁଇ ଦଳର କର୍ମୀମାନେ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସର ପରିସରରେ ନାରାବାଜି କରିବା ସହିତ ମୁହାଁମୁହିଁ ହେଇଛନ୍ତି । ତେବେ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ, ମଧ୍ୟ…

ନାମାଙ୍କନ ଦାଖଲ କଲେ ଅପରାଜିତା ଷଡଙ୍ଗୀ । ଜିଲ୍ଲାପାଳ ଅଫିସ ଆଗରେ ମୁହାଁମୁହିଁ ହେଲେ ବିଜେଡି-ବିଜେପି କର୍ମୀ ।

କନକ ବ୍ୟୁରୋ: ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଭରିଲେ ଅପରାଜିତା ଷଡଙ୍ଗୀ । ଖୋର୍ଦ୍ଧା ଜିଲ୍ଲାପାଳ ଅଫିସରେ ନାମାଙ୍କନ ଭରିଛନ୍ତି ଅପରାଜିତା । ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପ୍ରଥମେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ ଅପରାଜିତା । ଏହାପରେ ସେ ନାମାଙ୍କନ…