କେନ୍ଦ୍ରାପଡ଼ାରେ ଶିକ୍ଷାଦାନର ଦୂରାବସ୍ଥା । ୭ଟି ଶ୍ରେଣୀର ୧୩୧ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଜଣେ ମାତ୍ର ଶିକ୍ଷକ ।

କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ ଶିକ୍ଷାର ଅବ୍ୟବସ୍ଥା । ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପାଠପଢ଼ୁଛନ୍ତି ୧୩୧ ପିଲା । ସବୁଠୁ ବଡ଼ କଥା ହେଉଛି ୧୩୧ ପିଲାଙ୍କୁ ପାଠପଢ଼ାଉଛନ୍ତି ଜଣେ ଶିକ୍ଷକ । ନିକିରାଇ ପଂଚାୟତ ମଦନମୋହନ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ଏହି ଅବ୍ୟବସ୍ଥା । ୭ଟି…

ଗଞ୍ଜାମ ପୋଲସରାରେ ବଢ଼ିବାର ଲାଗିଛି ବେଆଇନ୍ ମଦ ବିକ୍ରି… ଜମୁଛି ମଦ୍ୟପଙ୍କ ଭିଡ଼, ଚୁପ ବସିଛି ଅବକାରୀ ବିଭାଗ ।

କନକ ବ୍ୟୁରୋ: ଗଞ୍ଜାମ ପୋଲସରାରେ ବଢ଼ିବାର ଲାଗିଛି ବେଆଇନ୍ ମଦ ବିକ୍ରି । ପାନ ଦୋକାନ ଠାରୁ ଆରମ୍ଭ କରି ବିଦ୍ୟୁତ ସାମଗ୍ରୀ ଦୋକାନରେ ଖୁଲମଖୁଲା ଚାଲିଛି ମଦ ବିକ୍ରି ବେପାର । ସଂଧ୍ୟା ହେଲେ ସେଠାରେ ମଦ୍ୟପଙ୍କ ଭିଡ଼ ଜମୁଛି । ସ୍କୁଲ କଲେଜ, ମନ୍ଦିର ନିକଟ ଏପରିକି ସାହି ଭିତରେ ଚାଲିଛି ବେଆଇନ୍…

ବାଲେଶ୍ୱର ସରକାରୀ ହସ୍ପିଟାଲରେ ଚରମ ଅବ୍ୟବସ୍ଥା । ବେଡ୍ ନାହିଁ, ତଳେ ଶୋଉଛନ୍ତି ପ୍ରସୂତୀ ଓ ନବଜାତ ।

କନକ ବ୍ୟୁରୋ: ସରକାରୀ ହସ୍ପିଟାଲର ଚରମ ଅବ୍ୟବସ୍ଥା । ବେଡ୍ ନାହିଁ, ତଳେ ଶୋଉଛନ୍ତି ପ୍ରସୂତୀ ଓ ନବଜାତ । ସ୍ୱାସ୍ଥ୍ୟ ସେବାର ଏଭଳି ବିକଳ ଚିତ୍ର ଦେଖିବାକୁ ମିିଳିଛି ବାଲେଶ୍ୱର ମେଡିକାଲରେ । ସ୍ଥିତି ପରଖିବା ପାଇଁ ରାତିରେ ମେଡିକାଲରେ ପହଂଚିଥିଲେ କନକ ନ୍ୟୁଜର ପ୍ରତିନିଧି । ସେଠାରେ…

ଆରମ୍ଭ ହେଲା ୨୦୨୪ ପାଇଁ ଅଙ୍କକଷା । ତିନି ଦଳ ପକ୍ଷରୁ ମାନସମନ୍ଥନ ଆରମ୍ଭ ।

କନକ ବ୍ୟୁରୋ: ୨୪ ପାଇଁ ଅଙ୍କକଷା । ୨୦୨୪ ନିର୍ବାଚନରେ ଦଳ କେମିତି ଭଲ ପ୍ରଦର୍ଶନ କରିବ, ସେ ନେଇ ତିନି ଦଳ ପକ୍ଷରୁ ମାନସମନ୍ଥନ ଆରମ୍ଭ ହୋଇସାରିଛି । ଆସନ୍ତାକାଲି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସଂଗଠନକୁ ବିସ୍ତାର କରି ଦଳ ପୁଣି ୨୪ରେ କେମିତି ବହୁମତରେ ସରକାର ଗଠନ କରିବ,…

ରାଜ୍ୟରେ ମେଡିସିନ୍ ପରେ ନିମ୍ନମାନର ସାଲାଇନ୍ । ମାମଲା ରୁଜୁ କରି ମଧ୍ୟପ୍ରଦେଶ ସରକାରଙ୍କୁ ତଥ୍ୟ ମାଗିଲେ ରାଜ୍ୟ ସରକାର…

କନକ ବ୍ୟୁରୋ: ରାଜ୍ୟରେ ନକଲି ମେଡିସିନ୍ କାରବାର ନେଇ ଘନଘନ ଚଢ଼ାଉ ହେଉଛି । ଏହାରି ଭିତରେ ନିମ୍ନମାନର ସାଲାଇନ୍ କାରବାର ନେଇ ମାମଲା ରୁଜୁ ହୋଇଛି । ନିମ୍ନମାନର ସାଲାଇନ୍ ମଧ୍ୟପ୍ରଦେଶ ଇନ୍ଦୋରର ଏମଏସ- ଆଇଭ୍ସ ଡ୍ରଗ୍ସ କମ୍ପାନୀରୁ ଆମଦାନୀ ହେଉଥିବା ନେଇ ଜେଏମଏଫସି କୋର୍ଟରେ ମାମଲା ରୁଜୁ…

ପାଇଖାନା ଟାଙ୍କିରେ ପଡି ଦୁଇ ଉଉଣୀଙ୍କ ମୃତ୍ୟୁ । ଗଞ୍ଜାମ ତାକରଡା ଗାଁରେ ଅଭାବନୀୟ ଘଟଣା ।

କନକ ବ୍ୟୁରୋ: ପାଇଖାନା ଟାଙ୍କିରେ ପଡି ଦୁଇ ଭଉଣୀଙ୍କ ମୃତ୍ୟୁ । ଗଂଜାମ ବଡଗଡ ଥାନା ଅନ୍ତର୍ଗତ ତାକରଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଦୁଇ ଜଣ ସିଦ୍ଧପୁର ଗାଁର ବାସୁମତି ସେଠୀ ଓ କାଳିଆ ଗୁଡା ଗାଁର ଦିବ୍ୟା ସେଠୀ । ଉଭୟଙ୍କ ବୟସ ୫ ବର୍ଷ । ଦୁଇ ଜଣ ଶିଶୁ ନିଜ ପରିବାର ସହିତ ମାମୁ…