ଚର୍ଚ୍ଚାରେ ବଲାଙ୍ଗୀରର ହିଟ୍ ଆଣ୍ଡ ରନ୍ ମାମଲା । ପୂର୍ବ ଶତ୍ରୁତାରୁ ଯୋଜନାବଦ୍ଧ ଭାବେ ଗାଡି ଧକ୍କା ଦେଇଥିବା ଅଭିଯୋଗ,…

କନକ ବ୍ୟୁରୋ: ଚର୍ଚ୍ଚାରେ ବଲାଙ୍ଗୀରର ହିଟ୍ ଆଣ୍ଡ ରନ୍ ମାମଲା । ପୂର୍ବ ଶତ୍ରୁତାରୁ ଯୋଜନାବଦ୍ଧ ଭାବେ ଗାଡି ଧକ୍କା ଦେଇଥିବା ଅଭିଯୋଗ । ମିନିଟ୍ରକ ମାଡି ଯାଇ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଏହା ଏକ ଦୁର୍ଘଟଣା ନୁହେଁ ବରଂ…

ପଟିଆଲା କେନ୍ଦ୍ରୀୟ ଜେଲର ବାରାକ୍ ନମ୍ବର ୧୦ରେ ଅଛନ୍ତି ସିଦ୍ଧୁ । ରୁଟି, ଡାଲି ଦିଆଯାଇଥିଲେ ବି ସ୍ୱାସ୍ଥ୍ୟଗତ ସମସ୍ୟା…

କନକ ବ୍ୟୁରୋ: ଜେଲରେ କଟୁଛି କଂଗ୍ରେସର ନବଜୋତ ସିଂହ ସିନ୍ଧୁଙ୍କ ଦିନ । ତାଙ୍କୁ ପଞ୍ଜାବର ପଟିଆଲା ଜେଲର ବାରାକ୍ ନମ୍ବର ୧୦ରେ ରଖାଯାଇଛି । ତାଙ୍କର ପ୍ରଥମ ରାତି ଅନ୍ୟ ୮ କଏଦୀଙ୍କ ସହ କଟିଥିଲା । ସିଦ୍ଧୁଙ୍କୁ ଏଠାରେ ସିମେଂଟ ବେଡରେ ଶୋଇବାକୁ ପଡ଼ୁଛି । ସିଦ୍ଧୁଙ୍କୁ ଜେଲ ରୁଟିନ୍ ଅନୁସାରେ…

ଗୋ-ସୁରକ୍ଷାକାରୀଙ୍କୁ ଗୁଳିମାଡ଼ କଲେ ଗୋ ମାଫିଆ । ପୋଲିସର ତନାଘନା ଜାରି…

କନକ ବ୍ୟୁରୋ: ଗୋସୁରକ୍ଷାକାରୀଙ୍କ ଉପରେ ଗୁଳିମାଡ଼ କଲେ ଗୋ ମାଫିଆ । ୪୯ନଂ ଜାତୀୟ ରାଜପଥ ଯଶୀପୁର ନିକଟ ବେଗୁନିଆ ଟୋଲ ଗେଟ ନିକଟରେ ଗୁଳିକାଣ୍ଡ ଘଟିଛି । ଗୋ ମାଫିଆଙ୍କ ଗୁଳିମାଡ଼ରେ ୨ ଗୋ ସୁରକ୍ଷାକାରୀ ଗୁରୁତର ହୋଇଥିବାବେଳେ ତାଙ୍କୁ ପ୍ରଥମେ ଯଶୀପୁର ମେଡ଼ିକାଲ ଓ ପରେ ବାରିପଦା ଜିଲ୍ଲା…

ସକାଳୁ ସକାଳୁ ଅଘଟଣ: ନଦୀକୁ ଶୌଚ ହେବାକୁ ଯାଇ ଚାଲିଗଲା ଆଈ ଓ ନାତୁଣୀଙ୍କ ଜୀବନ  ।

କନକ ବ୍ୟୁରୋ: ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଚାଲିଗଲା ଆଇ ଓ ନାତୁଣୀଙ୍କ ଜୀବନ  । ଏପରି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଶ୍ରୀନିବାସପୁର ଗାଁରେ  । ଏଦୁଇଜଣଙ୍କୁ ନଦୀ ପଠାରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା  । ଗାଁ ଲୋକ ତୁରନ୍ତ ସେମାନଙ୍କୁ…