ରାଜଶ୍ରୀଙ୍କ ମୃତ୍ୟୁ ମାମଲା: ଭାଇ କହିଲେ, ମୁଣ୍ଡ, ଆଖି ଓ ପାଦରେ ଲାଗିଛି ଆଘାତ ।

କନକ ବ୍ୟୁରୋ: କ୍ରିକେଟର ରାଜଶ୍ରୀଙ୍କ ମୃତ୍ୟୁକୁ ନେଇ ଭାଇଙ୍କ ବିସ୍ଫୋରକ ବୟାନ । ରାଜଶ୍ରୀକୁ କୌଣସି କାରଣ ପାଇଁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଲେ ପରିବାର ଲୋକେ । ଭାଇ କହିଲେ, ଚୟନରେ ନାଁ କଟିବା ପରେ ତର୍କ ନେଇ ସନ୍ଦେହ ବଢୁଛି, ଆଉ ଏଥିପାଇଁ ମୋ ଭଉଣୀକୁ ମାରି ଦିଆଯାଇଥିବା ବୋଲି କନକ…

ଗରିବ ଗଙ୍ଗାରାମଙ୍କ କହାଣୀ । ପ୍ରବଳ ଥଣ୍ଡାରୁ ପ୍ରାଣ ହରାଇଲେ ପତ୍ନୀ, ଭିକ ମାଗି ଶେଷକୃତ୍ୟ କଲେ ସ୍ୱାମୀ ।

କନକ ବ୍ୟୁରୋ: ଏ ହାଡ଼ଭଙ୍ଗା ଜାଡ଼ କାହାର ଘର ଭାଙ୍ଗିପାରେ , କାହାର ହୃଦୟ ଭାଙ୍ଗିପାରେ ଆଉ କାହାର ସଂସାର ଉଜାଡ଼ିପାରେ!! ତାହା ୟୁପିର ଶାହାଜାହାଁପୁର ଘଟଣା ବୟାନ କରୁଛି । ପ୍ରବଳ ଥଣ୍ଡା ପଡ଼ିବାରୁ ପ୍ରାଣ ହରାଇଲେ ପତ୍ନୀ, ଗରୀବ ସ୍ୱାମୀ ପାଖରେ ପଇସା ନାହିଁ ବୋଲି ଭିକ ମାଗି ମାଗି ସ୍ତ୍ରୀର…

କାଳ ହେଉଛି ହାର୍ଟ ଓ ବ୍ରେନ୍ ଆଟାକ୍ ! ୟୁପିରେ ୨୪ ଘଣ୍ଟାରେ ଗଲା ୨୫ ଜୀବନ…

କନକ ବ୍ୟୁରୋ: ଉତ୍ତର ଭାରତ ବଢୁଛି ଶୀତର ପ୍ରକୋପ । ଅସ୍ତବ୍ୟସ୍ତ କରୁଛି ଥଣ୍ଡାର ଲହରୀ । ଆଉ ଏହି ପ୍ରବଳ ଥଣ୍ଡା ଭିତରେ ହୃଦରୋଗୀ ଓ ମସ୍ତିଷ୍କ ରୋଗୀଙ୍କ ପାଇଁ ଆସିଛି ଚିନ୍ତାଜନକ ଖବର । ଗୋଟିଏ ଦିନରେ ୟୁପିର ଗୋଟିଏ ସହରରେ ଏହି ଥଣ୍ଡା କାରଣରୁ ଚାଲିଯାଇଛି ୨୫ ଜଣଙ୍କ ଜୀବନ । ଏବେ ବି ୪୦…

ନ୍ୟୁଜିଲାଣ୍ଡରେ ବିଶ୍ୱର ପ୍ରଥମ ଐତିହାସିକ ଆଇନ । ଯୁବପୀଢ଼ିଙ୍କୁ ଆଜୀବନ ସିଗାରେଟ୍ ଟାଣିବା ମନା, ନିୟମ ନମାନିଲେ ୧କୋଟି…

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡରେ ବ୍ୟାନ ହୋଇଛି ସିଗାରେଟ୍ । ଯୁବପୀଢି ସିଗାରେଟ ବ୍ୟବହାର କଲେ କୋଟିଏରୁ ଅଧିକ ଟଙ୍କା ଫାଇନ ଦେବାକୁ ପଡିବ ବୋଲି ସ୍ଥାନୀୟ ସଂସଦରେ ନିୟମ ଆସିଛି । ନ୍ୟୁଜିଲାଣ୍ଡର ଏଭଳି ପ୍ରତିବନ୍ଧକ ବିଶ୍ୱରେ ପ୍ରଥମ ବୋଲି କୁହାଯାଉଛି । ସେପଟେ ଭାରତରେ ମଧ୍ୟ ସିଙ୍ଗଲ ସିଗାରେଟ…

ଭୁଲ୍ ତଥ୍ୟ ଦେଇ ଭୁଲ୍ ମାଗିଲା କମିଶନରେଟ ପୁଲିସ, ଅନିଛାକୃତ ତ୍ରୁଟି କହି ରଖିଲା ସଫେଇ ।

କନକ ବ୍ୟୁରୋ: ଜଣେ ମହିଳାଙ୍କୁ ଅସଦାଚରଣ ହୋଇଥିବ, ସେ ଏନେଇ ଥାନାରେ ଅଭିଯୋଗ କରିଥିବେ, କିନ୍ତୁ ପୋଲିସ ଏହାକୁ ଗଣଦୁଷ୍କର୍ମ କହିବ, ପ୍ରେସରିଲିଜ୍ କରିବ, ତାହା ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି । ଆପଣ ଭାବୁଥିବେ ଏତେ ବଡ ଭୁଲ କେମିତି କରିବ ପୋଲିସ । କିନ୍ତୁ ସେମିତି ଭୁଲ କରିଛି…

ଶିମିଳିପାଳରେ ହାତୀ ହତ୍ୟା ପରେ ମହାବଳକୁ ମାରି ଅଙ୍ଗ ବିକ୍ରି କରିବାକୁ ଉଦ୍ୟମ, ଗ୍ରାହକ ସାଜି ମାଡି ବସିଲା ଏସଟିଏଫ ।

କନକ ବ୍ୟୁରୋ: ଶିକାରୀଙ୍କ କବ୍ଜାରେ ଶିମିଳିପାଳ ।  ହାତୀ ପରେ ଶିମିଳିପାଳ ଜାତୀୟ ଉଦ୍ୟାନରେ ମହାବଳ ବାଘର ଚମଡା ଜବତ ହୋଇଛି । ଗ୍ରାହକ ସାଦି ଶିକାରୀକୁ ଧରିଛି ଏସଟିଏଫ । ଅଭୟାରଣ୍ୟ ଭିତରେ ଶୀକାରୀ ଦନ୍ତା ହାତୀକୁ ମାରି ଦାନ୍ତ ନେଇଯିବା ପରେ ଘଟଣାକୁ ଲୁଚାଇବାକୁ ଯାଇ ଗିରଫ ହୋଇଛନ୍ତି ତିନି…