ବାପା ଥିଲେ ଏମିତି ଜନସମର୍ଥନ ଦେଖି ଖୁସି ହୋଇଥାନ୍ତେ-ବର୍ଷା

କନକ ବ୍ୟୁରୋ: ବାପା ଥିଲେ ଆଜି ଏମିତି ଜନସମର୍ଥନ ଦେଖି ବହୁତ ଖୁସି ହୋଇଥାନ୍ତେ । ହେଲେ ବାପା ନାହାନ୍ତି କିନ୍ତୁ ପଦ୍ମପୁର ମୋ ପରିବାର । ତେଣୁ ମୋ ପାଇଁ ଆମ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନିଜେ ଆଶୀର୍ବାଦ ଦେବାକୁ ଆସିଛନ୍ତି । ଆଉ ଆପଣମାନଙ୍କ ଆଶୀର୍ବାଦ ମୁଁ କାମନା କରୁଛି ବୋଲି ଛଳ ଛଳ…

ସୁପ୍ରିମକୋର୍ଟଙ୍କ ଚେତାବନୀକୁ ମାନିଲେନି ବ୍ରହ୍ମପୁର ଓକିଲ ସଂଘ । ହେଲେ କାହିଁକି ପଢ଼ନ୍ତୁ…

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ଗଞ୍ଜାମ ଓକିଲ ସଂଘ । ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଆନ୍ଦୋଳନରେ ବସିଲେ ଗଞ୍ଜାମ ଜିଲ୍ଲା ଓକିଲ ସଂଘ । ଗତକାଲି ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଶୁଣାଣି କରି ବାର କାଉନସିଲ ଅଫ୍ ଇଣ୍ଡିଆକୁ ଆନ୍ଦୋଳନରେ ବସିଥିବା ଓକିଲଙ୍କ…

ବିଧାନସଭାରେ ଶାସକ-ବିରୋଧୀଙ୍କ ହଟ୍ଟଗୋଳ । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି ।

କନକ ବ୍ୟୁରୋ: ବିଧାନସଭା ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନରୁ ହିଁ ଶାସକ ଓ ବିରୋଧୀଙ୍କ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଯାହା ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କଲେ ବାଚସ୍ପତି । ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ମଧ୍ୟରେ ହୋହଲ୍ଲା । ବିଧାନସଭା ଭିତରେ ବାଚସ୍ପତିଙ୍କ…

ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା । ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି ।

କନକ ବ୍ୟୁରୋ: ବିଧାନସଭା ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନରୁ ହିଁ ବିରୋଧୀଙ୍କ ଜୋରଦାର ହଙ୍ଗାମା । ହଙ୍ଗାମା ଯୋଗୁଁ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବୀ କଲେ ବାଚସ୍ପତି । ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ମଧ୍ୟରେ ହୋହଲ୍ଲା । ବିଧାନସଭା ଭିତରେ ବାଚସ୍ପତିଙ୍କ ପୋଡ଼ିୟମ୍ ନିକଟକୁ ଆସି…

୨୦ ବର୍ଷ ହେବ ଚାଲିଯାଇଛି ଦୃଷ୍ଟିଶକ୍ତି । ଦେଖି ନପାରିବାରୁ ଦୁଃଖ ଯନ୍ତ୍ରଣାରେ ପୂରା ପରିବାର ।

କନକ ବ୍ୟୁରୋ: ଚାଳ ଛପର ଘର, ମାଟି ଚଟାଣ ଉପରେ ଚାରି ଜଣ ମଣିଷ । ବଡ଼ପୁଅକୁ ଦେଖାଯାଉନି ବୋଲି ଅଗଣାରେ ନିସ୍ତେଜ ହୋଇ ଶୋଇ ରହିଛି ୨୦ ବର୍ଷ ତଳୁ ଦୃଷ୍ଟିଶକ୍ତି ହରାଇଥିବା ଭେଣ୍ଡିଆ ପୁଅ । ଘରର ଅବସ୍ଥା ଭଳି ଏମାନଙ୍କ ଦୁଃଖର ଦଦରା କାନ୍ଥ ବାହାରୁ ଦେଖିଲେ ଅତିବ୍ୟସ୍ତ କରିଦେଉଛି । ଆଉ ସେଥିପାଇଁ…

ବାପା ଅଟୋ ଡ୍ରାଇଭର । ଝିଅ ଦିବ୍ୟାଙ୍ଗ ହୋଇ ବି ମାନିଲାନି ହାର୍, ‘ନିଟ୍’ରେ ସଫଳ ହୋଇ ସାଜିଲେ ଡକ୍ଟର ।

କନକ ବ୍ୟୁରୋ: ସମାଜ ଆଖିରେ ସେ ଥିଲେ ଶାରୀରିକ ଦିବ୍ୟାଙ୍ଗ । ସାଙ୍ଗସାଥୀ ପ୍ରିୟ ପରିଜନ ଅକ୍ଷମତାକୁ ପାସୋରି ଦେଉଥିଲେ ବି ମନକୁ ମାରିଦେଉଥିଲା ଦିବ୍ୟାଙ୍ଗ ଶବ୍ଦର ଦାରୁଣ ଦୁଃଖ । ଆଉ ତା’ଠୁ ବଳିଯାଉଥିଲା ତୋ’ ବାପା ଅଟୋଡ୍ରାଇଭର, ତୋ ବାପା ଅଟୋ ଡ୍ରାଇଭର ଭଳି ଟାହିଟାପରା । ପ୍ରତିଦିନ ଏସବୁର…