Daily Archives

April 22, 2024

ସିଆଚିନରେ ପହଁଚି ଯବାନଙ୍କୁ ଭେଟିଲେ, ମନୋବଳ ବଢ଼ାଇଲେ ପ୍ରତିରକ୍ଷା ମନ୍ତ୍ରୀ: ଯବାନଙ୍କୁ ଖୁଆଇଲେ ମିଠା

କନକ ବ୍ୟୁରୋ: ପ୍ରତିଶ୍ରୁତି ରକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ । ହୋଲିରେ ପହଁଚି ପାରିନଥିଲେ କିନ୍ତୁ ପ୍ରତିଶ୍ରୁତି ରକ୍ଷା କରି ସିଆଚିନରେ ଆଜି ପହଁଚି ଯବାନଙ୍କୁ ଭେଟିଛନ୍ତି ରାଜନାଥ ସିଂ । ଦୁନିଆର ସବୁଠୁ ଉଚ୍ଚ ଯୁଦ୍ଧକ୍ଷେତ୍ର କୁହାଯାଉଥିବା ୨୦ହଜାର ଫିଟ ଉଚ୍ଚ ସିଆଚିନରେ ପହଁଚି ଯବାନଙ୍କୁ…

ମନମୋହନ ସିଂଙ୍କ ପୁରୁଣା ବୟାନ ଓ ମୋଦିଙ୍କ ମଙ୍ଗଳ ସୂତ୍ର କଥାକୁ ନେଇ ତେଜୁଛି ବିବାଦ । ଜବାବ ଦେଲେ ରାହୁଲ ଗାନ୍ଧୀ ।

କନକ ବ୍ୟୁରୋ: ୨୦୦୬ ମସିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଦେଇଥିବା ବୟାନକୁ ନେଇ ୧୮ ବର୍ଷ ପରେ ବିବାଦ ଆରମ୍ଭ ହୋଇଛି । ଦେଶର ବିକାଶର ଲାଭ ସମାନ ଭାବେ ଅଳ୍ପ ସଂଖ୍ୟକ ବିଶେଷକରି ମୁସଲିମଙ୍କ ନିକଟରେ ପହଂଚାଇବା ପାଇଁ ଆମେ ସ୍ୱତନ୍ତ୍ର ଯୋଜନା କରୁଛୁ ବୋଲି କହିଥିଲେ ମନମୋହନ ସିଂ ।…

୨୦୧୬ ପଶ୍ଚିମବଙ୍ଗ ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ରଦ୍ଦ କଲେ କଲିକତା ହାଇକୋର୍ଟ: ଚାକିରି ହରାଇବେ ୨୪ହଜାରରୁ ଅଧିକ…

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ୨୦୧୬ ଶିକ୍ଷକ ନିଯୁକ୍ତିକୁ ରଦ୍ଦ କଲେ କଲିକତା ହାଇକୋର୍ଟ । କୋର୍ଟଙ୍କ ଫଇସଲା ପରେ ପ୍ରାୟ ୨୪ହଜାରରୁ ଅଧିକ ଶିକ୍ଷକଙ୍କ ଚାକିରି ଏଣିକି ଚାଲିଯିବ । ବୋଝ ପରି ନଳିତା ବିଡା ପରି ଶିକ୍ଷକମାନେ ଗତ ୮ବର୍ଷରେ ଯେଉଁ ଦରମା…

‘ଖାଲି ଲୋଟା’ ବିଜ୍ଞାପନକୁ ନେଇ କର୍ଣ୍ଣାଟକରେ ତେଜୁଛି ରାଜନୀତି: ସୋସିଆଲ ମଡିଆରେ ମୁହାଁମୁହିଁ କଂଗ୍ରେସ-ବିଜେପି

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ଭିତରେ ସୋସିଆଲ ମିଡିଆରେ ମୁହାଁମୁହିଁ କଂଗ୍ରେସ ଓ ବିଜେପି । କର୍ଣ୍ଣାଟକ କଂଗ୍ରେସର ଏକ ‘ଖାଲି ଲୋଟା’ ବିଜ୍ଞାପନଙ୍କୁ ନେଇ ଏବେ ରାଜନୈତିକ ବୟାନବାଜି ଜୋର ଧରିଛି । କେନ୍ଦ୍ରରେ ସରକାରରେ ଥିବା ବିଜେପି ନେତୃତାଧୀନ ଏନଡିଏ ରାଜ୍ୟ ସରକାରଙ୍କୁ ‘ଖାଲି ଲୋଟା’…

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା: ହେଲେ ତାତିରୁ ମିଳୁନି ତ୍ରାହି!

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲେ ମଧ୍ୟ ଅସହ୍ୟ ତାତିରୁ ତ୍ରାହି ମିଳିନି । ଆର୍ଦ୍ର ପାଣିପାଗ ଯୋଗୁଁ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । କିଛି ସ୍ଥାନରେ ତାପମାତ୍ରା କମିଥିଲେ ମଧ୍ୟ ଆଜି ଚଳିତବର୍ଷର ୪୩. ୮ ଡିଗ୍ରୀ ସହ ସର୍ବାଧିକ ତାପମାତ୍ରା…

ଛାଇ ଖୋଜୁଛି ରାଜଧାନୀ: ଘରୁ ବାହାରିବାକୁ ଲାଗୁଛି ଡର

କନକ ବ୍ୟୁରୋ: ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛି ଜନଜୀବନ । ଗାଁ ଠୁ ସହର, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ତାତି ଓ ଝାଞ୍ଜିରେ ମଣିଷ ଠୁ ଆରମ୍ଭ କରି ପଶୁ ପକ୍ଷୀ, ସମସ୍ତେ କଲବଲ ହେଉଛନ୍ତି । ରାଜଧାନୀ ଭୁବନେଶ୍ୱରର କଥା ଆହୁରି ଚିନ୍ତାଜନକ । ତାତି ବଢ଼ିବା ସହ ଧିରେ ଧିରେ କଂକ୍ରିଟ ସହରରେ ପରିଣତ…