Daily Archives

April 22, 2024

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ତଥାପି କମୁନି ତାତି, ବହୁଛି ଝାଞ୍ଜି । ୪୩.୮ ଡିଗ୍ରୀ ସହ ଭୁବନେଶ୍ୱର ଉତ୍ତପ୍ତ ସହର…

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ହାଲକା ଓ ମଧ୍ୟମ ଧରଣର ବର୍ଷା ହୋଇଥିଲେ ମଧ୍ୟ ତଥାପି ଖରା କରିଛି କଲବଲ । ଅସହ୍ୟ ତାତିରୁ ତ୍ରାହି ମିଳିନି । ଆର୍ଦ୍ର ପାଣିପାଗ ଯୋଗୁଁ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହୋଇଛନ୍ତି ରାଜ୍ୟବାସୀ । ଖାଲି ସେତିକି ନୁହେଁ ଝାଞ୍ଜିପବନ ମାଡରେ ଅସ୍ତବ୍ୟସ୍ତ…

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ନାମାଙ୍କନ: ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ୪ ସଂସଦୀୟ କ୍ଷେତ୍ରର ନେତା

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଆଜି ବଡ ବଡ ଚେହେରା ବିଭିନ୍ନ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ପୂଜାର୍ଚନା କରିବା ସହିତ ସମର୍ଥକଙ୍କୁ ନେଇ ନେତା ବଡ ବଡ ରାଲି…

ଟିକେଟକୁ ନେଇ କଂଗ୍ରେସରେ ବିଦ୍ରୋହ: ତାତିଲେ କର୍ମୀ, କଂଗ୍ରେସ ଭବନରେ ହଙ୍ଗାମା

କନକ ବ୍ୟୁରୋ: ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ବି ବାଦପଡିନି ଦଳୀୟ ଅସନ୍ତୋଷରୁୁ । ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନକୁ ଆସି ଦଳୀୟ ନେତା ଓ କର୍ମୀ ବିଦ୍ରୋହ କରିଛନ୍ତି । ଏବଂ ତାଙ୍କ ନେତାଙ୍କ ଟିକେଟ୍ କାହିଁକି କଟିଲା ଜବାବ ମାଗିଛନ୍ତି । ଏପରିକି ପ୍ରାର୍ଥୀ ପରିବର୍ତନ ପାଇଁ ଦାବି କରିଛନ୍ତି…

୧୪୭ ବିଧାନସଭା ଆସନରୁ ଝୁଲିଲା ୬ ଆସନ: ରୋଚକ ସ୍ଥିତିରେ ନୀଳଗିରି ରାଜନୀତି

କନକ ବ୍ୟୁରୋ: ୧୪୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ବାକି ୬ ଆସନରେ ବିଜେଡିର ଯୋଦ୍ଧା କିଏ ହେବେ ତାକୁ ନେଇ ବଢିଲା ଚର୍ଚ୍ଚା । ୬ ଆସନରୁ ନୀଳଗିରି, କୋରେଇ ସବୁଠୁ ରୋଚକ ସ୍ଥିତିରେ ରହିଛି । ଏହି ୬ ଆସନ ମଧ୍ୟରୁ ୨୦୧୯ରେ ବିଜେଡି ୫ଟି ଆସନରେ ବିଜୟୀ ହୋଇଥିଲା । ତେବେ ବିଧାୟକଙ୍କ ଟିକେଟ…

ରାୟଗଡ଼ାରେ ନବୀନ କରିବେ ପ୍ରଚାର: ସୋନପୁରରେ ଶାହାଙ୍କ ଶକ୍ତି ପ୍ରଦର୍ଶନ

କନକ ବ୍ୟୁରୋ: ଆଉ କିଛି ଦିନରେ ଅପେକ୍ଷା । ଓଡିଶା ଦେଖିବ ୨୪ ନିର୍ବାଚନର ହାଇଭୋଲଟେଜ ପ୍ରଚାର । କାରଣ ବିଜେଡିରୁ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ଓ କଂଗ୍ରେସରୁ ଅମିତ ଶାହ ଏବଂ ରାହୁଲ ଗାନ୍ଧୀଙ୍କ ଭଳି ବଡ ଚେହେରା । ୨୫ରେ ବଲାଙ୍ଗୀର ଲୋକସଭା ଅଧିନରେ ଆସୁଥିବା ସୋନପୁର…

୪ ବିଧାୟକଙ୍କ କଟିଲା ଟିକେଟ୍: ଅସନ୍ତୋଷ ଝାଡ଼ିଲେ ସୁନନ୍ଦା ଓ ରଘୁନନ୍ଦନ

କନକ ବ୍ୟୁରୋ: ଦଳ ପୁଣି ଭରସା କରିବ ବୋଲି ବରୀ ଏବଂ ବାଲିକୁଦ-ଏରସମା ବିଧାୟକ ଆଶା ରଖିଥିଲେ । କିନ୍ତୁ ଦଳର ସୁପ୍ରିମୋ ନୂଆ ମୁହଁ ଦେଇ ଚକମା ଦେଇଛନ୍ତି । ତେବେ ଦଳୀୟ ପ୍ରତିଦ୍ୱନ୍ଦୀ ଟିକେଟ୍ ପାଇବା ପରେ ଅସନ୍ତୋଷ ଝାଡିଛନ୍ତି ସୁନନ୍ଦା ଏବଂ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ । ଏହାରି ଭିତରେ…