Daily Archives

February 23, 2024

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ବଡ ଝଟକା । କଂଗ୍ରେସ ସାଂସଦଙ୍କ ଆବେଦନକୁ ଖାରଜ କଲେ ଝାଡଖଣ୍ଡ ହାଇକୋର୍ଟ

କନକ ବ୍ୟୁରୋ : ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା । ମାମଲା ରଦ୍ଦ କରିବା ପାଇଁ ରାହୁଲ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟ । ଏବେ ରାହୁଲଙ୍କ ନାଁରେ ତଳ କୋର୍ଟରେ ପୁଣି ଚାଲିବ ମାମଲା । ୨୦୧୮ରେ ଅମିତ ଶାହାଙ୍କ ବିରୋଧରେ ବିବାଦୀୟ…

ଆନ୍ଦୋଳନରତ ଚାଷୀଙ୍କ ପ୍ରତି ଶକ୍ତ ହୋଇପାରନ୍ତି କେନ୍ଦ୍ର ସରକାର । ସରକାରୀ ସମ୍ପତି କ୍ଷତି ପହଁଚାଉଥିବା ଚାଷୀଙ୍କ…

କନକ ବ୍ୟୁରୋ : ଚାଷୀଙ୍କ ଆନ୍ଦୋଳନ ପ୍ରତି କଠୋର ହୋଇପାରନ୍ତି ସରକାର । ଆନ୍ଦୋଳନ କରୁଥିବା ଚାଷୀଙ୍କ ସମ୍ପତି ଓ ବ୍ୟାଙ୍କ ଆକାଉଁଟକୁ ଜବତ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ସେପଟେ ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନରେ ଗଲାଣି ୫ଜଣ ଚାଷୀଙ୍କ ଜୀବନ । ମୃତ ଚାଷୀଙ୍କ ପାଇଁ ଅନୁକମ୍ପା…

ମାର୍ଚ୍ଚ ୧୩ ପରେ ଘୋଷଣା ହୋଇପାରେ ଲୋକସଭା ନିର୍ବାଚନ ତାରିଖ । ୭ ରୁ ୮ ପର୍ଯ୍ୟାୟରେ ମତଦାନ ହେବା ସମ୍ଭାବନା

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ନେଇ ବଡ଼ ସୂଚନା । ମାର୍ଚ୍ଚ ୧୩ ତାରିଖ ପରେ ଯେକୌଣସି ସମୟରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ୭ କିମ୍ବା ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଭିନ୍ନ…

ସଡ଼କ ଦୁର୍ଘଟଣାରେ ବାପ-ପୁଅ ମୃତ: ଖବର ଶୁଣିବା ପରେ ଚାଲିଗଲେ ଦାଦା

କନକ ବ୍ୟୁରୋ: ଆଗପଛ ହୋଇ ଚାଲିଗଲା ଗୋଟିଏ ପରିବାରର ୩ଜୀବନ । କେନ୍ଦୁଝର ଢେଙ୍କିକୋଟରେ ସ୍କୁଟି ଉପରେ ଟ୍ରକ ମାଡିଯିବାରୁ ବାପ-ପୁଅଙ୍କର ମୃତ୍ୟୁ ହୋଇଯାଇଥିଲା । ଏବଂ ଏହାପରେ ଖବର ଶୁଣି ହୃଦଘାତରେ ଦାଦାର ମୃତ୍ୟୁ ହୋଇଯାଇଛି । ଗୋଟିଏ ପରିବାରର ୩ଜଣଙ୍କ ଜୀବନ ଅକାଳ ବିୟୋଗ ଖବରରେ ସ୍ତବ୍ଧ…

ଶାସକ ଦଳରୁ କିଏ ପାଇବ ଟିକେଟ୍? ରମେଶ ମାଝୀ ନା ପ୍ରଦୀପ ମାଝୀ?

କନକ ବ୍ୟୁରୋ: କେନ୍ଦ୍ର ପ୍ରତୀରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଗସ୍ତ ପରେ ରେ ଏବେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ରେ ରାଜନୈତୀକ ପାଣିପାଗ ସରଗରମ । ରାଜନାଥ ଙ୍କ ଗସ୍ତ ବିଜେପି ଶିବିର କୁ ଚଳଚଂଚଳ କରି ଥିବା ବେଳେ ଶାସକ ଓ କଂଗ୍ରେସ ଦଳ ମଧ୍ୟ ଶକ୍ରୀୟ ହୋଇ ଉଠିଛି । ଶାସକ ଦଳରେ ଏଥର ଦୁଇ…

ମୃତ୍ୟୁ ପରେ ବି ଦମୟନ୍ତୀ ଦେବେ ନୂଆ ଜୀବନ: ଭୁବନେଶ୍ୱର ଏମ୍ସରୁ ଗ୍ରୀନ କରିଡରରେ ଦିଲ୍ଲୀ ଗଲା ଦମୟନ୍ତୀଙ୍କ ଯକୃତ

କନକ ବ୍ୟୁରୋ: ଅଗଣାରେ ଆଉ ଶୁଭିବନି ବୋଉ ଡାକ। ଏଥର ରଜରେ ପାଦରେ ଅଳତା ଲଗେଇ ଦୋଳିରେ ଆଉ ଝୁଲିବ ନାହିଁ ସେ । ବାପାଙ୍କୁ ଜାବୁଡି ଧରି ମନ କଥା ବି କହିପାରିବନି ସେ । ଏତେ ସବୁ କଥା ପାଇଁ ଦମୟନ୍ତୀଙ୍କ ପାଖରେ ଆଉ ନାହିଁ ଆୟୁଷ। କାରଣ ସଭିଙ୍କୁ ଛାଡି ସେ ଚାଲିଯାଇଛି ଅଫେରା ରାଇଜକୁ। ସଭିଏଁ…