Daily Archives

January 17, 2024

ଯାତାୟତରେ କୁହୁଡି ସାଜିଛି କାଳ । ୨୪ଘଂଟାରେ ଯମୁନା ଏକ୍ସପ୍ରେସ ୱେରେ ୯ଟି ଦୁର୍ଘଟଣା, ୪୦ ଆହତ, ବିମାନ ସହ ରେଳ ଚଳାଚଳ…

କନକ ବ୍ୟୁରୋ : କୁହୁଡ଼ି ପାଇଁ ଯାତାୟତ ବାଧାପ୍ରାପ୍ତ । ଘନ କୁହୁଡ଼ି ପାଇଁ ଦିଶୁନି ରାସ୍ତାଘାଟ । ପାଦେ ଚାଲିବା ପାଇଁ ମଧ୍ୟ ବାଧା ସାଜୁଛି ବାୟୁ ପ୍ରଦୁଷଣ ସାଙ୍ଗକୁ କୁହୁଡି । ବିଶେଷ ପରି ହାଇୱେ ଓ ହାଇୱେ ଏକ୍ସପ୍ରେସ ୱେରେ ଦ୍ରୁତ ଗତିରେ ଯାତାୟତ କରୁଥିବା ଗାଡିଗୁଡିକ ଦୁର୍ଘଟଣାର ଶିକାର…

ଦେଶରେ କମିଛି ଦାରିଦ୍ର୍ୟ! ଓଡିଶାରେ ବି ଦାରିଦ୍ର୍ୟ ହାର ୧୧ ପ୍ରତିଶତକୁ ହ୍ରାସ

କନକ ବ୍ୟୁରୋ: ରାଜ୍ୟରେ ଦାରିଦ୍ର୍ୟହାର କମିଛି । ନୀତି ଆୟୋଗ ରିପୋର୍ଟ ଏହା କହୁଥିବା ବେଳେ ଗ୍ରାଉଣ୍ଡଜିରୋରେ ବାସ୍ତବ ସ୍ଥିିତି କିଛି ଭିନ୍ନ କଥା କହୁଛି । ସାଧାରଣତଃ ଲୋକଙ୍କ ଆୟ ତୁଳନାରେ ବ୍ୟୟ ବଢିଛି । କିନ୍ତୁ ସବୁ ଦିନ କାମ ମିଳୁନାହିଁ । ଏଭଳି ସ୍ଥିତିରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନର…

ଚତୁର୍ଥ ଦିନରେ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା । ନାଗାଲାଣ୍ଡରେ ଦେଖିବାକୁ ମିଳୁଛି ରାହୁଲ ଗାନ୍ଧୀଙ୍କ…

କନକ ବ୍ୟୁରୋ : ଚତୁର୍ଥ ଦିନରେ ପହଁଚିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ବୁଧବାର ସକାଳୁ ରାହୁଲ ନାଗାଲାଣ୍ଡର ବିକେ ଟାଉନରୁ ପଦଯାତ୍ରାରେ ବାହାରିଥିବା ବେଳେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ପଦଯାତ୍ରାରେ ରାହୁଲ ଗାନ୍ଧୀ…

କୋଲକାତାରୁ ଭୁବନେଶ୍ୱର: ‘କଫ୍ ସିରପ୍’ର ବେଆଇନ କାରବାର, କାଶ ପାଇଁ ନୁହେଁ ନିଶା ପାଇଁ ହେଉଛି ବ୍ୟବହାର

କନକ ବୁାରୋ: ରାଜଧାନୀରେ ବଢୁଛି ବେୟାଇନ କଫସିରପ୍ କାରବାର । କାଶ ପାଇଁ ନୁହେଁ ନିଶା ପାଇଁ ହେଉଛି କଫ୍ସିରପ୍ ବ୍ୟବହାର । କୋଲକାତାରୁ ଭୁବନେଶ୍ୱର ବେଆଇନ ଚାଲଣ ହେଉଥିବା ବେଳେ ୧୬୮୦ ବୋତଲ କଫସିରଫ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ । ବେଆଇନ କାରବାରର ମୁଖ୍ୟକୁ…

ପ୍ରଭୁ ରାମଙ୍କ ପାଇଁ ଦେଶବିଦେଶର ଛୁଟୁଛି ଉପହାରର ସୁଅ । ହାଇଦ୍ରାବାଦରୁ ଆସିଲା ୧୨୬୫ କେଜିର ଲଡୁ, କର୍ଣ୍ଣାଟକରୁ…

କନକ ବ୍ୟୁରୋ : ହାଇଦ୍ରାବାଦରୁ ପ୍ରଭୁ ରାମଙ୍କ ପାଇଁ ଆସିଲା ଉପହାର । ହାଇଦ୍ରାବାଦ ରାମଭକ୍ତ ନାଗଭୂଷଣ ରେଡ୍ଡୀ ନିଜ ହାତରେ ତିଆରି କରିଛନ୍ତି ୧୨୬୫ କେଜିର ଲଡୁ । ଲଡୁ ଯେପରି ଖରାପ ନହୁଏ ସେଥିପାଇଁ ଶୀତ ତାପ ନିୟନ୍ତ୍ରିତ କାଚରେ ଏହାକୁ ହାଇଦ୍ରାବାଦରୁ ଅଯୋଧ୍ୟାକୁ ପଠାଯାଇଛି । ୨୪ଜଣ ମିଠା…

୨ୟ ଦିନରେ ଚାଲିଛି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଅନୁଷ୍ଠାନ କାର୍ଯ୍ୟକ୍ରମ । ରାମଲାଲଙ୍କ ବିଗ୍ରହ ପ୍ରବେଶ ପୂର୍ବରୁ…

କନକ ବ୍ୟୁରୋ : ମର୍ଯ୍ୟାଦା ପୁରୁଷୋତମଙ୍କ ଆଗମନକୁ ନେଇ, ସବୁଠି ଉକ୍ରଣ୍ଠା, ସବୁଠି ଉତ୍ସାହ । ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅପେକ୍ଷା କରି ରହିଛି ସାରା ଭାରତବର୍ଷ  । ଗର୍ଭଗୃହରେ ଶ୍ରୀରାମଙ୍କ ବାଳକ ରୂପର ବିଗ୍ରହ ସ୍ଥାପନ ପାଇଁ ପ୍ରସ୍ତୁତି ଅନ୍ତିମ…