Daily Archives

November 28, 2023

ପ୍ରତି ପଞ୍ଚାୟତରେ ଏଣିକି ମିଳିବ ବ୍ୟାଙ୍କ ସେବା । ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଉପଲବ୍ଧ ହେବ…

କନକ ବ୍ୟୁରୋ: ଏବେ ଅପହଞ୍ଚ ଇଲାକାରେ ପହଞ୍ଚିବ ବ୍ୟାଙ୍କ ସେବା । ରାଜ୍ୟର ଅନେକ ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚି ନଥିବା ଖବର ବାରମ୍ବାର ଆସିବା ପରେ ଏଥିପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି । ପ୍ରତି ପଞ୍ଚାୟତାରେ ଆରମ୍ଭ କରିଛନ୍ତି ଆମ ବ୍ୟାଙ୍କ ସେବା । ତେବେ ଆଉ ବ୍ୟାଙ୍କ ସେବା…

ବନ୍ଧା ହେଲେ ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ । ନଗଦ ୩୭ ଲକ୍ଷରୁ ଅଧିକ ଟଙ୍କା ଜବତ ପରେ ଗିରଫ କଲା ଭିଜିଲାନ୍ସ ।

କନକ ବ୍ୟୁରୋ: ଗିରଫ ହେଲେ ବୈପାରୀଗୁଡା ଥାନ୍ତ ଅଧିକାରୀ ସୁଶାନ୍ତ ଶତପଥୀ । ସୁଶାନ୍ତ କଟକ ଘରେ ବିଡା ବିଡା ଟଙ୍କା ଦେଖି ତାଜୁବ ହୋଇଛି ଭିଜିଲାନ୍ସ । ଆଜି ଏହି ଘରୁ ୨୯ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ବର୍ତମାନ ସୁଦ୍ଧା ସୁଶାନ୍ତଙ୍କ କଟକ ଓ ବୈପାରୀଗୁଡା ସରକାରୀ କ୍ୱାଟର, ଥାନା ଚାମ୍ବର ଓ…

ଭି.କେ. ପାଣ୍ଡିଆନ ଯୋଗଦେବା ପରେ ଚଳଚଞ୍ଚଳ ବିଜେଡି ଶିବିର । ଭେଟୁଛନ୍ତି ମନ୍ତ୍ରୀ, ବିଧାୟକ ଓ ବିଭିନ୍ନ ବର୍ଗର ଲୋକ ।…

କନକ ବ୍ୟୁରୋ: ବିଜେଡିରେ ଭି.କେ. ପାଣ୍ଡିଆନ ସାମିଲ ହେବା ପରେ ଚଳଚଞ୍ଚଳ ହୋଇଛି ଦଳୀୟ ଶିବିର । ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟୁଛନ୍ତି ବିଧାୟକ, ନେତା ଓ ବିଭିନ୍ନ ସଙ୍ଗଠନର ସଦସ୍ୟ । ତାଙ୍କୁ ଦଳର ଏବେ କେଉଁ ଭୂମିକା ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି,…

କେତେ ସୁରକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଲେଜର ସ୍କାନିଂ କହିବ ସତ । ପ୍ରଥମ ଦିନରେ ୩୭ଟି ପଏଣ୍ଟର ଡକ୍ୟୁମେଣ୍ଟେସନ…

କନକ ବ୍ୟୁରୋ: ଲେଜର ସ୍କାନିଂ କହିବ ରତ୍ନଭଣ୍ଡାରର ସତ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଅମୁହାଁ ଦେଉଳର ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବର ୩୭ଟି ପଏଣ୍ଟରେ ଲେଜର ସ୍କାନିଂ ଡକୁମେଣ୍ଟେସନ ଶେଷ ହୋଇଛି । କାଲି ବାହାର କାନ୍ଥର ଲେଜର ସ୍କାନିଂ…

ହାରିଲା ପାହାଡ, ଜିତିଲେ ଉଦ୍ଧାରକାରୀ ଦଳ । ୧୭ ଦିନର ସଂଘର୍ଷ ପରେ ଟନେଲରେ ଫସିିଥିବା ଶ୍ରମିକଙ୍କ ଅତି ପାଖରେ ଟିମ୍ ।…

କନକ ବ୍ୟୁରୋ: ୧୭ ଦିନ ପରେ ସୂର୍ଯ୍ୟ ଦେଖିପାରନ୍ତି ଶ୍ରମିକ । ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇଥିବାରୁ ଯେକୌଣସି ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇପାରେ । ସାରା ଦେଶରେ ଶ୍ରମିକଙ୍କ ଉଦ୍ଧାର ପାଇଁ ପ୍ରାର୍ଥନା କରିଥିଲେ ୧୪୦ କୋଟି ଜନତା । ଏବେ ଉଦ୍ଧାର କାର୍ଯ୍ୟରେ ଆସୁଥିବା ଅସୁବିଧାକୁ ଅତିକ୍ରମ…

କାମ କଲା ପୁରୁଣା ଫର୍ମୁଲା । ସଫଳ ହେଲା ରାଟ୍ ହୋଲ୍ ମାଇନିଂ ପ୍ରୋସେସ । ସୁଡଙ୍ଗ ଭିତରେ ମୂଷା ଭଳି ହାତରେ ଖୋଳି ଖୋଳି…

କନକ ବ୍ୟୁରୋ: ଆଉ କିଛି ସମୟ ପରେ ଶେଷ ହେବ ୧୭ ଦିନର ଅପେକ୍ଷା । ଉଦ୍ଧାର ହେବେ ଉତ୍ତରାଖଣ୍ଡ ଟନେଲରେ ଫସିଥିବା ୫ ଓଡିଆଙ୍କ ସମେତ ୪୧ ଜଣ ଶ୍ରମିକ । ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ନିକଟତର ହୋଇଛି ଏନଡିଆରଏଫ୍ ଟିମର ପାଇପ । ଏନଡିଆରଏଫ୍ ଟିମ୍ ପାଇପ୍ ଯୋଗେ ଶ୍ରମିକଙ୍କୁ ବାହାର କରିବେ ।…