Daily Archives

August 14, 2023

ଏଟିଏମ୍ ଲୁଟ୍ ପରି ଅପରାଧ ପାଇଁ ମିଳିବ କଠୋର ହେବ ଦଣ୍ଡ। ନୂଆ ବିଧେୟକରେ ନୂଆ ବ୍ୟବସ୍ଥା

କନକ ବ୍ୟୁରୋ: ଏଟିଏମ୍ ଲୁଟ୍ ପାଇଁ ୭ ବର୍ଷ ସଜା! ସଂଗଠିତ ଅପରାଧ ଭାବେ ଗଣାଯିବ ଏଟିଏମ୍ ଲୁଟ୍ । ଯେଉଁ ଅପରାଧ ପୂର୍ବରୁ ସ୍ୱତନ୍ତ୍ର ବିଚାର ବ୍ୟବସ୍ଥା ନଥିଲା, ଭାରତୀୟ ନ୍ୟାୟ ସଂହିତା ବିଧେୟକ ୨୦୨୩ରେ ଏ ସବୁ ଅପରାଧ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି । ପୂର୍ବରୁ ଏଟିଏମ୍ ଲୁଟ୍ ପରି ଅପରାଧ…

କଂଗ୍ରେସ ସାଂସଦ ରଣଦୀପ ସୂର୍ଯ୍ୟେୱାଲାଙ୍କ ବିବାଦୀୟ ବୟାନ। ବିଜେପିକୁ ରାକ୍ଷସ ସହ କଲେ ତୁଳନା

କନକ ବ୍ୟୁରୋ: ଧାରଣା ସୃଷ୍ଟି ହେଉଥିଲା ଯେ, କଂଗ୍ରେସ ଦୃଢ଼ ମନୋବଳ ନେଇ ମୋଦୀ ସରକାରଙ୍କ ବିରୋଧରେ ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛି, ଠିକ୍ ଏତିକି ବେଳେ ଦଳର ଜଣେ ବରିଷ୍ଠ ନେତା, ଏଭଳି ବୟାନ ରଖିଛନ୍ତି, ଯାହା ଦଳକୁ ପୁଣି ବେକଫୁଟ୍କୁ ଠେଲି ଦେଇଛି । ରାହୁଲ ପଦଯାତ୍ରା କଲେ, କଂଗ୍ରେସ ଉପରେ…

ଭୁବନେଶ୍ୱରରୁ କଟକ ମେଟ୍ରୋ ଟ୍ରେନକୁ ନେଇ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର। କହିଲେ, ଏମିତି ହୁଏନି ମେଟ୍ରୋ ପ୍ରକଳ୍ପ

କନକ ବ୍ୟୁରୋ: ଏମିତି ହୁଏନି ମେଟ୍ରୋ ପ୍ରକଳ୍ପ, ମେଟ୍ରୋ ପାଇଁ ସଠିକ୍ ପ୍ରୟାସ ଆବଶ୍ୟକ । ରାଜ୍ୟ ସରକାର ଭୁବନେଶ୍ୱରରୁ କଟକ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସହାୟତାରେ ଏହି କାର୍ଯ୍ୟ ଚାଲିଛି । କିନ୍ତୁ ରାଜ୍ୟ ସରକାରଙ୍କ ଏହି…

ଆଗୁଆ ନିର୍ବାଚନ ପ୍ରସଙ୍ଗରେ ଅପରାଜିତାଙ୍କ ପ୍ରଶ୍ନ। ରାଜ୍ୟ ସରକାର ଏତେ ତର ତର କାହିଁକି?

କନକ ବ୍ୟୁରୋ: ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଛି । ଏଥିପାଇଁ ନବୀନ ଆଗୁଆ ସରକାର ଭଂଗ କରିପାରନ୍ତି ବୋଲି ଆଲୋଚନା ହେଉଛି । ଆଉ ଏହି ଆଗୁଆ ନିର୍ବାଚନ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କହିଛନ୍ତି, ଆଗୁଆ ନିର୍ବାଚନ ପାଇଁ…

‘ଭାରତ ହେଉଛି ଲୋକତନ୍ତ୍ରର ଜନନୀ’, ୭୭ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ…

କନକ ବ୍ୟୁରୋ: ୭୭ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସେ କହିଛନ୍ତି, ଦେଶବାସୀ ଉତ୍ସାହର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳୁଛନ୍ତି । ନିଡର ପିଲାବେଳେର କଥା ମନେପକାଇଛନ୍ତି ରାଷ୍ଟ୍ରପତି । ଆମେ…

ସ୍କୁଲ ଘରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗ୍ରାମବାସୀ ପକାଇଲେ ତାଲା। ଉଦ୍ଧାର କଲେ ସରପଞ୍ଚ

କନକ ବ୍ୟୁରୋ: ବିଦ୍ୟାଳୟରେ ଗାଁର ଲୋକଙ୍କ ଦବଙ୍ଗଗିରି । ସ୍କୁଲ ଘରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପକାଇଲେ ତାଲା । କଣାସ ବାଦଲପୁର ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସମନ୍ୱୟ ସଭାରେ ଘଟିଛି ଏହି ଘଟଣା । ସଭାରେ ଶିକ୍ଷକମାନେ ସାମିଲ ନହେବାରୁ ପ୍ରଧାନ ଶିକ୍ଷକ କିଛି ଗାଁର ଲୋକଙ୍କୁ ଲଗାଇ ମାରପିଟ…