Daily Archives

June 25, 2023

ଯୁବକଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ଼ । ଆଇନକୁ ହାତକୁ ନେବାକୁ ଲୋକଙ୍କୁ ଅଧିକାର ଦେଲା କି’ଏ?

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ କଙ୍ଗାରୁ କୋର୍ଟର ଚିତ୍ର ଆସିଥାଏ । କିନ୍ତୁ ଖୋଦ ରାଜଧାନୀର ଛାତି ଉପରେ କଙ୍ଗାରୁ କୋର୍ଟର ଖବର ଆଜି ଚର୍ଚ୍ଚାର ବିଷୟ ହୋଇଛି । ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି କିଛି ସ୍ଥାନୀୟ ଲୋକ । ଆଉ ସେହି ସମୟର ଭିଡିଓ ଭାଇରାଲ…

ମୃତ୍ୟୁ ପରେ ଜୀବିତ ରହିଲେ ପ୍ରସନ୍ନଜିତ । ବ୍ରେନଷ୍ଟ୍ରୋକରେ ମୃତ ଘୋଷଣା ପରେ ଅଙ୍ଗଦାନ କଲେ ପରିବାର । କିଡନୀ,…

କନକ ବ୍ୟୁରୋ: ଏମିତି ବହୁତ କମ୍ ଲୋକଥାନ୍ତି, ଯେଉଁମାନଙ୍କୁ ଲୋକ ମୃତ୍ୟୁ ପରେ ମନେ ରଖନ୍ତି । ସେହିପରି ମୃତ୍ୟୁ ପରେ ବି ଜୀବିତ ରହିଛନ୍ତି ପ୍ରସନ୍ନଜିତ । ବ୍ରେନଷ୍ଟ୍ରୋକରେ ତାଙ୍କର ମୃତ ଘୋଷଣା ପରେ ଅଙ୍ଗଦାନ କରି ଦେଇଥିଲେ ପରିବାର । ଆଉ ପ୍ରସନ୍ନଜିତଙ୍କ କିଡନୀ, ଫୁସଫୁସ, ଲିଭର ଦାନ ପରେ…

ପିରାମିଡ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ । ଆମେରିକା ପରେ ଇଜିପ୍ଟରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ । ଗ୍ରେଟ୍ ପିରାମିଡ ଅଫ୍…

କନକ ବ୍ୟୁରୋ: ଇଜିପ୍ଟରେ ପିରାମିଡ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆମେରିକା ପରେ ଇଜିପ୍ଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଇଜିପ୍ଟର ରାଜଧାନୀ କାଇରୋ ବୁଲିଛନ୍ତିି । କାଇରୋରେ ଥିବା ପ୍ରସିଦ୍ଧ ‘ଗ୍ରେଟ୍ ପିରାମିଡ ଅଫ୍ ଗିଜା ବୁଲି ଦେଖିଛନ୍ତି ମୋଦୀ । ଉତ୍ତର…

ଲୋକଙ୍କ ବିଶ୍ୱାସ ଜିତି ସୁନା ଲୁଟିନେଲେ ନାଗା ବାବା । ଭିକ୍ଷୁକ ବେଶରେ ଆସି ବୁଲାଇଦେଲେ କଳା କନା

କନକ ବ୍ୟୁରୋ: ନାଗା ବାବାଙ୍କ ପ୍ରତି ଆମ ଲୋକମାନଙ୍କ ଭିତରେ ସ୍ୱତନ୍ତ୍ର ଭକ୍ତି ଭାବନା ରହିଛି । ନାଗା ବାବାମାନଙ୍କୁ ଆମ ଲୋକମାନେ ଲୋଭ, ମୋହ ମାୟର ଉଦ୍ଧ୍ୱର୍ରେ ବୋଲି ଭାବିଥାନ୍ତି । କିନ୍ତୁ ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରୁ ଆସିଛି ସାଂଘାତିକ ଅଭିଯୋଗ । ଭିକ୍ଷୁକ ବେଶରେ ଆସିଥିବା ଓ ନିଜକୁ…

ଖୋଲୁଛି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ କଳା ଟଙ୍କାର ଗୁମର । ପଥର ଓ ବାଲି ମାଫିଆଙ୍କୁ ଅନୁକମ୍ପା ଦେଖାଇ ଲକ୍ଷ…

କନକ ବ୍ୟୁରୋ: ଦୁର୍ନୀତିଗ୍ରସ୍ତ ଅଧିକାରୀ ପ୍ରଶାନ୍ତ ରାଉତଙ୍କୁ ସୁରକ୍ଷା ଦେଇଥିଲା କିଏ? ଏକାଧିକ ଥର ଗିରଫ ହେବା ସତ୍ୱେ କେମିତି ମିଳିଥିଲା ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ପଦ? ଏହା ସବୁଠି ଚର୍ଚ୍ଚା ବିଷୟ ହୋଇଥିବାବଳେ ସାମନାକୁ ଆସିବାରେ ଲାଗିଛି, ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଗୋଟିଏ…

ତିନି ଦିନର ବର୍ଷାରେ ବନ୍ୟା ଭଳି ସ୍ଥିତି । ଧୋଇଗଲା ପୋଲ, ତଳିଆ ଅଞ୍ଚଳରେ ପଶିଲା ପାଣି

କନକ ବ୍ୟୁରୋ: ବର୍ଷା ଆରମ୍ଭରୁ ବିଭିନ୍ନ ସ୍ଥାନରୁ ଆସିଛି ଅବ୍ୟବସ୍ଥାର ଚିତ୍ର । ପ୍ରବଳ ବର୍ଷା ଯୋଗୁଁ କେଉଁଠି ରାସ୍ତା ଧୋଇ ଯାଇଛି ତ ଆଉ କେଉଁଠି ପୋଲ ଉପରେ ଲହଡି ଭାଙ୍ଗୁଛି ପାଣି । ଆଉ କେଉଁଠି ସ୍କୁଲ ଭିତରେ ପାଣି ପଶିଯାଇଛି । ଏପଟେ ଦୈତନଗରୀ ଭୁବନେଶ୍ୱର ଓ କଟକ ସମେତ ବ୍ରହ୍ମପୁର ସହରର…