Daily Archives

February 24, 2023

ଫର୍ଜି ବେଟିଂ ଆପରେ ହଜାରେ କୋଟି ଟଙ୍କାର ଠକେଇ: ହଂକଂରେ ରେଜିଷ୍ଟ୍ରେସନ, ଦୁବାଇରୁ ହେଉଥିଲା ଅପରେସନ

କନକ ବ୍ୟୁରୋ: ବେଟିଂ ଆପରେ ଟଙ୍କା ନିବେଶ କରି ହଜାରେ କୋଟି ଗୋଲ୍ । ମାସକୁ ୧୦ ପ୍ରତିଶତ ସୁଧ ଦେବା ଆଶାରେ ଚୁନା ଲଗାଇଛି ୧୮ ଫୁଟବଲ୍ ଡଟ କମ୍ । ଅଭିଯୋଗ ପରେ କୋଲକାତାର ହାୱଡାରୁ ୨ ଜଣଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ । ୧୮ ଫୁଟବଲ ଡଟ୍ କମ୍ ନାମକ ଏକ ବେନାମୀ ବେଟିଂ ଆପରେ ଟଙ୍କା ବିନିଯୋଗ…

ନକଲି ଡାଇଗ୍ନୋଷ୍ଟିିକ ସେଣ୍ଟର ଉପରେ ଚଢ଼ାଉ: କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବରମୁଣ୍ଡା ଆପୋଲ ଡାଇଗ୍ନୋଷ୍ଟିକ ସେଣ୍ଟରରେ…

କନକ ବ୍ୟୁରୋ: ଭୁବନେଶ୍ୱର ବରମୁଣ୍ଡା ଆପୋଲା ଡାଇଗ୍ନୋଷ୍ଟିକ ସେଂଟରର ନକଲି ରିପୋର୍ଟ ନେଇ ଖବର ପ୍ରସାରଣ ହେବା ପରେ ଆରମ୍ଭ ହୋଇଛି ଖୋଳତାଡ । ଡାଇଗ୍ନୋଷ୍ଟିକ ସେଂଟରରେ ପହଂଚି ଯାଂଚ ଆରମ୍ଭ କରିଛନ୍ତି ଆପୋଲା ହେଲ୍ଥର ଆଂଚଳିକ ମ୍ୟାନେଜର । ପୁରୁଣା ରିପୋର୍ଟ ଓ କମ୍ପ୍ୟୁଟରରେ ଥିବା ବିଭିନ୍ନ…

ପାହାଡ଼ ଉପରେ ବାହାଘରର ସୁଯୋଗ ସୃଷ୍ଟି କରିବ ଦେଓମାଳି: ଓଡ଼ିଶାର ଉଚ୍ଚତମ ପର୍ବତ ମାଳାରେ ହେବ ୱେଡିିଂ ଡେଷ୍ଟିନେସନ

କନକ ବ୍ୟୁରୋ: ରାଜ୍ୟର ଉଚ୍ଚତମ ଶୃଙ୍ଗ ଦେଓମାଳିରେ ହେବ ବାହାଘର । ପାହାଡ ଉପରେ ପଡିବ ହାତଗଣ୍ଠି , ବାଜିବ ଶେହନାଇ । ବର ଚଢିବ ପାହାଡ, ନାଚିବେ ବରଯାତ୍ରୀ । ଦେଓମାଳି ଏବେ ହେବାକୁ ଯାଉଛି ୱେଡିଂ ଡେଷ୍ଟିନେସନ । ଏଥିପାଇଁ ଯୋଜନା ପ୍ରସ୍ତୁତି ଚାଲିଛି । ବାହାଘର ପାଇଁ ଏଣିକି ରାଜ୍ୟବାସୀଙ୍କୁ…

ଏ ବଜେଟ୍ ହେଉଛି ଲୋକଙ୍କ ବଜେଟ୍, ଲୋକଙ୍କ ପାଇଁ ବଜେଟ୍, ଲୋକଙ୍କ ଦ୍ୱାରା ବଜେଟ୍ । ରାଜ୍ୟ ବଜେଟକୁ ନେଇ ଏମିତି କହିଲେ…

କନକ ବ୍ୟୁରୋ: ବିଧାନସଭାରେ ବଜେଟ୍ ଉପସ୍ଥାପନ କରିସାରିଛନ୍ତି ଅର୍ଥମନ୍ତ୍ରୀ । ୨ ଲକ୍ଷ ୩୦ ହଜାର କୋଟିର ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନ କରିଛନ୍ତି । ତେବେ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ…

କଲେକ୍ଟର ବନାମ ସିଡିଏମଓ: ବରଗଡ଼ ଜିଲ୍ଲାପାଳଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ସିଡିଏମଓ ଚାରୁବାଳା ରଥ

କନକ ବ୍ୟୁରୋ: ବରଗଡ଼ ଜିଲ୍ଲାପାଳ ଓ ସିଡିଏମଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ନିକଟରେ ଜିଲ୍ଲାର ନୂଆ ସିଡିଏମଓ ଭାବେ ଯୋଗ ଦେଇଥିବା ଚାରୁବାଳା ରଥ, ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ବିରୋଧରେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି । ବାରମ୍ବାର ଜିଲ୍ଲାପାଳଙ୍କ ଏଭଳି…