କନକ ବ୍ୟୁରୋ: ବଦଳିଲା "ଓଡିଶା ଅଗ୍ନିଶମ ସେବା"ର ନାମ । "ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା" ନାଁରେ ନାମିତ ହେଲା ଅଗ୍ନିଶମ ବିଭାଗ । ଏନେଇ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । Advertisment