ଶ୍ରଦ୍ଧା ହତ୍ୟାକାଣ୍ଡର ପୁଣି ଆସିଲା ନୂଆ ତଥ୍ୟ, ହେଲେ ହତ୍ୟା ତାରିଖକୁ ନେଇ ଏବେ ଦ୍ୱନ୍ଦରେ ପୋଲିସ
କନକ ବ୍ୟୁରୋ : ବହୁଚର୍ଚ୍ଚିତ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଦିଲ୍ଲୀ ପୁଲିସର ତଦନ୍ତରୁ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ହତ୍ୟା କରିବାର ଏକ ଘଣ୍ଟା ପରେ ଅଫତାବ୍ ଏକ ଡେଲିଭରୀ ଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରିଛି ।…