Daily Archives

November 26, 2022

ମହିଳାଙ୍କ ପୋଷାକ ପରିଧାନକୁ ନେଇ ରାମଦେବ ଦେଲେ ଆପତିଜନକ ଟିପ୍ପଣୀ କହିଲେ ସ୍ୱଳ୍ପ ପୋଷାକରେ ନାରୀ ଦେଖାଯାନ୍ତି ସୁନ୍ଦର

କନକ ବ୍ୟୁରୋ : ଯୋଗଗୁର ବାବା ରାମଦେବ । ଯେତିକି ଚର୍ଚ୍ଚା ସେ ନିଜର ପ୍ରାଣାୟମ, ଯୋଗ ପାଇଁ ରୁହନ୍ତି ବିବାଦୀୟ ବୟାନ ପାଇଁ ମଧ୍ୟ ସେ ସେତିକି ଖବରରେ ରହିଛନ୍ତି । ଏବେ ପୁଣି ଥରେ ଏକ ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଯୋଗଗୁରୁ ବାବା ରାମଦେବ । ମହାରାଷ୍ଟ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…

ଜେଲ ଗଲା ଶ୍ରଦ୍ଧା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଅଫତାବ ।  ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ ଦିଲ୍ଲୀ ସାକେତ…

କନକ ବ୍ୟୁରୋ : ଶ୍ରଦ୍ଧା ହତ୍ୟାକାଣ୍ଡରେ ଶନିବାର ଦିଲ୍ଲୀ ସାକେତ କୋର୍ଟ ଅପରାଧୀ ଅଫତାବ ଆମିନ ପୁନାୱାଲଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି । ଅପରାଧୀକୁ ତିହାର ଜେଲକୁ ପଠାଯାଇପାରେ । ଅଫତାବର ପଲିଗ୍ରାଫ୍ ଟେଷ୍ଟ ସରିଥିବା ବେଳେ ନଭେମ୍ବର ୨୮ ତାରିଖରେ ନାର୍କୋ ଟେଷ୍ଟ ହେବ…

ଓଡିଆ ଚଳଚିତ୍ର ଜଗତକୁ ନୂଆ ଦିଶା ଦେଖାଇଲା ଫିଲ୍ମ ଦମନ: ମନୋରଞ୍ଜନ ଧାରା ବଦଳାଇ ଦେଲା ମଞ୍ଚ ନାଟକ ଆହେନୀଳଶୈଳ 

କନକ ବ୍ୟୁରୋ: କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭରେ ଯୋଗ ଦେଇ ଦମନ ଫିଲ୍ମର ସଫଳତା ପଛର କାହାଣୀ କହିଛନ୍ତି ଅଭିନେତା ବାବୁସାନ । ଛାତିକୁ ଛୁଇଁ ଯାଉଥିବା ମୌଳିକ କାହାଣୀ, କଳାକାରଙ୍କ ନିଖୁଣ ଅଭିନୟ, ଉଚ୍ଚକୋଟିର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଯେ ଧାରା ବଦଳାଇପାରେ ଏହାର ପ୍ରମାଣ ହେଉଛି…

ଇତିହାସ ରଚିଲା ଇସ୍ରୋ ।  ଏକା ସହ ୯ଟି ସାଟେଲାଇଟର ଉତକ୍ଷେପଣ

କନକ ବ୍ୟୁରୋ : ନଭେମ୍ବର ୨୬ । ଶନିବାର । ଦିନ ୧୧ଟା ୫୬ ମିନିଟ ଇତିହାସ ରଚିଛି ଇସ୍ରୋ । ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ସେଂଟରରୁ ଏକା ସହ ୯ଟି ସାଟେଲାଇଟ ଉତକ୍ଷେପଣ କରାଯାଇଛି । ଏହା ମଧ୍ୟରେ ଓସିଅନ ସେଟ୍-୩ ଓ ୮ଟି ନାନୋ ସାଟେଲାଇଟ ରହିଛି । ୯ଟି ସାଟେଲାଇଡ଼ ମଧ୍ୟରେ ଭୁଟାନର ଏକ…

ଓଡିଶା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସନ୍ଦେଶ: କନକ ନ୍ୟୁଜ୍ କନକ୍ଲେଭକୁ ଭିଡିଓ ବାର୍ତ୍ତା ପଠାଇ ଶୁଭେଛା ଜଣାଇଲେ…

କନକ ବ୍ୟୁରୋ: ଭୁବନେଶ୍ୱର ସ୍ୱସ୍ତିପ୍ରିମିୟରେ ଆୟୋଜିତ କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓଡିଶା ନିର୍ମାଣ କନକ୍ଲେଭକୁ ଭିଡିଓ ବର୍ତା ପଠାଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନକ୍ଲେଭର ସପ୍ତମ ସଂସ୍କରଣରେ, ଆଗାମୀ ବର୍ଷରେ କେମିତି ହେବ ଓଡିଶାର ରୂପରେଖ, ପ୍ରଗତିର…

ଗୁଜରାଟ ପାଇଁ ବିଜେପିର ଘୋଷଣା । ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ବର୍ଷା, ୫ବର୍ଷରେ ମିଳିବ ୨୦ଲକ୍ଷ ଚାକିରି

କନକ ବ୍ୟୁରୋ : ଡିସେମ୍ବର ମାସରେ ହେବ ଗୁଜରାଟ ବିଧାନସଭା ନିର୍ବାଚନ । ୨୭ବର୍ଷ ଧରି ବିଜେପି ହାତରେ ରହିଛି ଶାସନ ଡୋରି ଆଉ ଏଥରକ ମଧ୍ୟ ଏହି କ୍ଷମତାକୁ ଧରି ରଖିବା ପାଇଁ କଳେବଳେ କୌଶଳେ ଚେଷ୍ଟା କରୁଛି ଶାସକ ଦଳ । ନିର୍ବାଚନ ପୂର୍ବରୁ ଦଳ ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି ।…