Share

    ୨୦୨୪ ଫଳାଫଳ – ଲୋକସଭା – ବିଧାନସଭା

    05 June 2024, 12:07 PM

    ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

    05 June 2024, 7:22 AM

    ଓଡ଼ିଶାରେ ବିଜେପି ଯୁଗର ଆରମ୍ଭ

    05 June 2024, 12:03 AM

    05 June 2024, 12:03 AM

    ଲୋକସଭାରେ ବିଜେଡି ସଫା

    04 June 2024, 11:50 PM

    ଲୋକସଭା ଆସନରେ ବିଜେଡି ହାତ ଖାଲି

    04 June 2024, 11:50 PM

    ଲୋକସଭା ଆସନରେ ବିଜେଡି ହାତ ଖାଲି

    04 June 2024, 11:48 PM

    କଟକରେ ପ୍ରଥମ ଥର ପାଇଁ ଫୁଟିଲା ‘ପଦ୍ମ’

    04 June 2024, 11:46 PM

    04 June 2024, 11:10 PM

    04 June 2024, 10:53 PM

    04 June 2024, 10:45 PM

    କଣ୍ଟାବାଞ୍ଜିରୁ ହାରିଲେ ନବୀନ ପଟ୍ଟନାୟକ

    04 June 2024, 10:28 PM

    04 June 2024, 10:10 PM

    04 June 2024, 9:51 PM

    04 June 2024, 9:42 PM

    ପୁଣି ଭୁବନେଶ୍ୱର ଲୋକସଭା ସିଟ୍ ଜିତିଲେ ଅପରାଜିତା

    04 June 2024, 9:22 PM

    04 June 2024, 9:07 PM

    04 June 2024, 8:47 PM

    ବଡମ୍ବାରେ ବିଜେଡିର ବଡ ପରାଜୟ

    04 June 2024, 8:37 PM

    ଚୌଦ୍ୱାର-କଟକରୁ ପୁଣି ଜିତିଲେ ସୌଭିକ ବିଶ୍ୱାଳ

    04 June 2024, 8:27 PM

    ଓଡିଶାର ସେବା କରିବାର ସୁଯୋଗ ମାଗିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

    04 June 2024, 8:27 PM

    04 June 2024, 8:07 PM

    ଓଡିଶା ଫଳାଫଳକୁ ନେଇ ମୋଦୀଙ୍କ ପୋଷ୍ଟ

    04 June 2024, 7:59 PM

    ସାଢେ ୪ କୋଟି ଓଡିଶାବାସୀଙ୍କୁ ଧନ୍ୟବାଦ

    04 June 2024, 7:46 PM

    ଚାରିଆଡେ ଗେରୁଆ ଗେରୁଆ ଦିଶୁଛି

    04 June 2024, 7:42 PM

    ଓଡିଶାବାସୀଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

    04 June 2024, 7:24 PM

    ଜନତାଙ୍କ ଲଢେଇ ଥିଲା, ଜନତା ବିଜୟ ହୋଇଛନ୍ତି

    04 June 2024, 7:22 PM

    ପୋଲସରାରେ ବିଜେପି ବିଜୟୀ

    04 June 2024, 7:18 PM

    ଧାମନଗର ଜିତିଲା ବିଜେପି

    04 June 2024, 7:17 PM

    04 June 2024, 7:06 PM

    ରାଉରକେଲାରୁ ହାରିଲେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ

    04 June 2024, 6:59 PM

    ନବୀନ ନିବାସ ସମ୍ମୁଖରେ ଶକ୍ତି ପ୍ରଦର୍ଶନ

    04 June 2024, 6:55 PM

    04 June 2024, 6:51 PM

    ଏହି ବିଜୟ ସତ୍ୟବାଦୀବାସୀଙ୍କର

    04 June 2024, 6:50 PM

    04 June 2024, 6:35 PM

    ଜୟପୁର ଜିତିଲା କଂଗ୍ରେସ

    04 June 2024, 6:29 PM

    04 June 2024, 6:25 PM

    ବିଜେଡି ଗଡରେ ପ୍ରଥମ ଥର ଜିତିଲା ବିଜେପି

    04 June 2024, 6:25 PM

    ହିଞ୍ଜିଳି ଆସନରୁ ଜିତିଲେ ନବୀନ ପଟ୍ଟନାୟକ

    04 June 2024, 6:20 PM

    ଭଟ୍ଟଲିରୁ ଜିତିଲେ ଇରାଶିଷ ଆଚାର୍ଯ୍ୟ

    04 June 2024, 6:18 PM

    ଆଠଗଡରେ ଜିତିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

    04 June 2024, 6:15 PM

    ଟିଟିଲାଗଡରେ ହାରିଲେ ଟୁକୁନି ସାହୁ

    04 June 2024, 6:09 PM

    04 June 2024, 6:00 PM

    ବାପାଙ୍କ ଗଡ଼ ବଜାୟ ରଖିଲେ ଝିଅ

    04 June 2024, 5:54 PM

    04 June 2024, 5:54 PM

    ଦିଗପହଣ୍ଡିରୁ ଜିତିଲେ ସିଦ୍ଧାନ୍ତ ମହାପାତ୍ର

    04 June 2024, 5:51 PM

    ସତ୍ୟବାଦୀରେ ହାରିଲେ ସଞ୍ଜୟ ଦାସବର୍ମା

    04 June 2024, 5:49 PM

    ସୋଫିଆ ଫିର୍ଦ୍ଦୋସ୍ ବିଜୟୀ

    04 June 2024, 5:47 PM

    04 June 2024, 5:25 PM

    ବାରଣାସୀରୁ ଜିତିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

    04 June 2024, 5:24 PM

    ‘ବିଜେଡି-ବିଜେପିର ଟଙ୍କା ଆଗରେ ମୁଁ ଜିତିଛି’

    04 June 2024, 5:22 PM

    ଭୋଗରାଇରୁ ବିଜେଡି ଅତାବିରାରେ ବିଜେପି

    04 June 2024, 5:21 PM

    ମହାକାଳପଡାରେ ପରାଜିତ ହେଲେ ଅତନୁ ସବ୍ୟସାଚୀ ନାୟକ ।

    04 June 2024, 5:18 PM

    ବାରବାଟୀ-କଟକ ବିଧାନସଭା ଆସନରୁ ବିଜୟୀ ହେଲେ ସୋଫିଆ ଫିର୍ଦ୍ଦୋସ ।

    04 June 2024, 5:12 PM

    କୋରେଇରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ।

    04 June 2024, 5:08 PM

    ନୟାଗଡରେ ମାତ୍ର ୩୯୬ ଭୋଟରେ ବିଜୟୀ ହେଲେ ଅରୁଣ ସାହୁ ।

    04 June 2024, 5:06 PM

    ହାରିଗଲେ ବର୍ଷା

    04 June 2024, 5:01 PM

    ଗୋପାଳପୁର ଜିତିଲା ବିଜେପି

    04 June 2024, 5:00 PM

    04 June 2024, 4:57 PM

    ଧର୍ମଶାଳାରେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ବିଜୟୀ ।

    04 June 2024, 4:43 PM

    ମାହାଙ୍ଗାରେ ହାରିଲା ବିଜେଡି । ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରଧାନ ବିଜୟୀ

    04 June 2024, 4:42 PM

    ଏକାମ୍ର ଭୁବନେଶ୍ୱର ଆସନରୁ ହାରିଲେ ଅଶୋକ ପଣ୍ଡା

    04 June 2024, 4:40 PM

    ଓଡିଶାବାସୀ ପରିବର୍ତ୍ତନ ଚାହୁଁଥିଲେ, ଲୋକଙ୍କ ସହଯୋଗରେ ସଫଳତା ମିଳିଛି

    04 June 2024, 4:40 PM

    ବଡଚଣାରେ ପରାଜିତ ହେଲେ ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ।

    04 June 2024, 4:40 PM

    ଖଣ୍ଡପଡାରୁ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ

    04 June 2024, 4:40 PM

    ଖଣ୍ଡପଡାରୁ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ

    04 June 2024, 4:35 PM

    ପାଟକୁରାରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ।

    04 June 2024, 4:33 PM

    କଟକ ସଦର ଆସନରୁ ହାରିଲେ ବିଜେଡି ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା

    04 June 2024, 4:32 PM

    ପାଟକୁରାରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ।

    04 June 2024, 4:23 PM

    ଖୋର୍ଦ୍ଧାରୁ ଜିତିଲେ ଜଗଦ୍ଦେବ

    04 June 2024, 4:20 PM

    ଚିଲିକାରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ ।

    04 June 2024, 4:17 PM

    କମୁଛି ବିଜେଡି

    04 June 2024, 4:17 PM

    ଖୋର୍ଦ୍ଧାରୁ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ

    04 June 2024, 4:15 PM

    କୋରାପୁଟ ବିଧାନସଭା ଆସନ ଜିତିଲା ବିଜେପି

    04 June 2024, 4:13 PM

    ବିଜୟୀ ହେଲେ ନଳିନୀକାନ୍ତ

    04 June 2024, 4:06 PM

    ସାନଖେମୁଣ୍ଡି ବିଧାନସଭା ଆସନରେ ବିଜୟୀ ହେଲେ ରମେଶ ଜେନା ।

    04 June 2024, 4:03 PM

    ଏକାମ୍ର ଭୁବନେଶ୍ୱର ଆସନରୁ ହାରିଲେ ଅଶୋକ ପଣ୍ଡା

    04 June 2024, 3:57 PM

    ଆଠମଲ୍ଲିକ ଜିତିଲା ବିଜେଡି

    04 June 2024, 3:53 PM

    କୋରାପୁଟ ବିଧାନସଭାରେ ବିଜେପି ପ୍ରାର୍ଥୀ ରଘୁରାମ ମାଛ ବିଜୟୀ ।

    04 June 2024, 3:53 PM

    ଭୁବନେଶ୍ୱର (ଉତ୍ତର) ଆସନ ଜିତିଲା ବିଜେଡି

    04 June 2024, 3:44 PM

    ଟ୍ରେଣ୍ଡ ଦେଉଛି ପରିବର୍ତ୍ତନର ଇସାରା

    04 June 2024, 3:26 PM

    କଣ୍ଟାମାଳ ଜିତିଲା ବିଜେପି

    04 June 2024, 3:11 PM

    କଣ୍ଟାବାଞ୍ଜିରେ ନବମ ରାଉଣ୍ଡରେ ଆଗରେ ମୁଖ୍ୟମନ୍ତ୍ରୀ

    04 June 2024, 3:05 PM

    04 June 2024, 3:05 PM

    ପ୍ରତାପ ଦେବ ବିଜୟୀ

    04 June 2024, 3:05 PM

    ପ୍ରତାପ ଦେବ ବିଜୟୀ

    04 June 2024, 2:57 PM

    ବାଙ୍କୀରେ ଜିତିଲା ବିଜେଡି

    04 June 2024, 2:45 PM

    ବାଙ୍କୀରେ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ବିଜୟୀ

    04 June 2024, 2:25 PM

    ରବିନାରାୟଣ ନାୟକ ବିଜୟୀ

    04 June 2024, 2:24 PM

    ରବିନାରାୟଣ ନାୟକ ବିଜୟୀ

    04 June 2024, 2:17 PM

    ରଘୁନାଥପାଲ୍ଲୀରୁ ବିଜେପି ପ୍ରାର୍ଥୀ ଦୁର୍ଗା ତନ୍ତୀ ବିଜୟୀ

    04 June 2024, 2:16 PM

    ବିଜୟର ବାନା ଉଡାଇଲେ ସୁରେଶ ପୂଜାରୀ

    04 June 2024, 1:58 PM

    ଜିତିଲେ ସୁରେଶ ପୂଜାରୀ

    04 June 2024, 1:54 PM

    04 June 2024, 1:52 PM

    ଝାରସୁଗୁଡାରେ ବିଜେପି ଝଡ

    04 June 2024, 1:45 PM

    ଷଷ୍ଠ ରାଉଣ୍ଡରେ ଆଗେଇଲେ ମୁଖ୍ୟମନ୍ତ୍ରୀ

    04 June 2024, 1:36 PM

    ତୃତୀୟ ରାଉଣ୍ଡ ସୁଦ୍ଧା ହିଞ୍ଜିଳିରେ ଆଗୁଆ ନବୀନ ପଟ୍ଟନାୟକ ।

    04 June 2024, 1:35 PM

    04 June 2024, 1:34 PM

    ସମ୍ବଲପୁର ଲୋକସଭା ଆସନରେ ବହୁ ଆଗରେ ଧର୍ମେନ୍ଦ୍ର ପ୍ରଧାନ

    04 June 2024, 1:10 PM

    ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ।

    04 June 2024, 1:01 PM

    ଚ୍ୟୁତଙ୍କ ଗଡରେ ଆଗେଇଲେ ସୁକାନ୍ତ

    04 June 2024, 12:57 PM

    ଟ୍ରେଣ୍ଡ କହୁଛି...

    04 June 2024, 12:47 PM

    ବାଲେଶ୍ୱରରେ ବିଜେପି ଆଗରେ

    04 June 2024, 12:47 PM

    ଓଡିଶା ଲୋକସଭା ଲଢେଇ: ୧୯-୧-୧

    04 June 2024, 12:42 PM

    ପଛରେ ଅଛନ୍ତି ଲେଖାଶ୍ରୀ

    04 June 2024, 12:41 PM

    ୱାଇନାଡରୁ ୧ଲକ୍ଷ ୮୮ ହଜାର ୫୧୪ ଭୋଟରେ ଆଗୁଆ ରାହୁଲ ଗାନ୍ଧୀ

    04 June 2024, 12:38 PM

    ବିଜେଡି ପ୍ରାର୍ଥୀ ବହୁ ପଛରେ

    04 June 2024, 12:33 PM

    ନବୀନ କଣ୍ଟାବାଞ୍ଜିରେ ପଛୁଆ

    04 June 2024, 12:21 PM

    ବିଜୟ ପାଇଁ ଭଗବାନଙ୍କ ମନ୍ଦିରରେ ହେମାମାଳିନୀ

    04 June 2024, 12:20 PM

    ବାରବାଟୀ-କଟକରେ ପଛରେ ପଡ଼ିଲେ ସୋଫିଆ ଫିର୍ଦ୍ଦୋସ୍

    04 June 2024, 12:07 PM

    ପଞ୍ଚମ ରାଉଣ୍ଡ ସୁଦ୍ଧା ଧର୍ମେନ୍ଦ୍ର ପ୍ରଧାନ ଆଗୁଆ

    04 June 2024, 12:06 PM

    ଧର୍ମେନ୍ଦ୍ର ପ୍ରଧାନ ଆଗରେ

    04 June 2024, 11:50 AM

    ଘଷିପୁରାରେ ସପ୍ତମ ରାଉଣ୍ଡରେ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ

    04 June 2024, 11:48 AM

    ୫ମ ରାଉଣ୍ଡ ଶେଷ ସୁଦ୍ଧା ସମ୍ବଲପୁର ଲୋକସଭା ଆସନରେ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ।

    04 June 2024, 11:42 AM

    ଆସୁଛି ଟ୍ରେଣ୍ଡ: ମ୍ୟାଜିକ୍ ନମ୍ବର ଛୁଇଁଲା ବିଜେପି

    04 June 2024, 11:39 AM

    ଉଠୁଛି ପଡୁଛି ରାଜ୍ୟ ବିଜେପି ପାର୍ଟି ଅଫିସ

    04 June 2024, 11:36 AM

    ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ଛୁଇଁଲା ବିଜେପି ।

    04 June 2024, 11:31 AM

    ବିଧାନସଭା ବ୍ୟାଟେଲ୍:

    04 June 2024, 11:27 AM

    କଣ୍ଟାବାଞ୍ଜି ଆସନରେ ବଦଳିଲା ଟ୍ରେଣ୍ଡ୍

    04 June 2024, 11:25 AM

    ଭୃଗୁ ବକ୍ସିପାତ୍ର ପଛୁଆ

    04 June 2024, 11:23 AM

    ଆଗ ପଛ ହେଉଛନ୍ତି ବିଜେପି-ବିଜେଡି

    04 June 2024, 11:18 AM

    ଘଷିପୁରାରେ ପଞ୍ଚମ ରାଉଣ୍ଡରେ ବି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ

    04 June 2024, 11:16 AM

    ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ପାଖରେ ପହଞ୍ଚିଲା ବିଜେପି ।

    04 June 2024, 11:07 AM

    ଆଗେଇ ଚାଲିଛି ‘ଅଟୋ’

    04 June 2024, 11:01 AM

    ବିଜେପି ସପକ୍ଷରେ ହାୱା !

    04 June 2024, 10:58 AM

    ଲୋକସଭା ଆସନ: କିଏ କେଉଁଠି ଆଗରେ ?

    04 June 2024, 10:55 AM

    ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ଆଗରେ

    04 June 2024, 10:55 AM

    ୫ମ ରାଉଣ୍ଡ ଶେଷ ସୁଦ୍ଧା ଘଷିପୁରାରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ ।

    04 June 2024, 10:54 AM

    ୬୦ ସିଟରେ ଆଗୁଆ ବିଜେପି

    04 June 2024, 10:51 AM

    ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ

    04 June 2024, 10:37 AM

    ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ

    04 June 2024, 10:33 AM

    ଏବେ ସୁଦ୍ଧା ଓଡ଼ିଶା ବିଧାନସଭାରେ ବିଜେପି ଆଗରେ, ଶାସକ ବିଜେଡି ବହୁ ପଛରେ ।

    04 June 2024, 10:27 AM

    ଲାଟେଷ୍ଟ କାଉଣ୍ଟିଙ୍ଗ ଅପଡେଟ୍

    04 June 2024, 10:26 AM

    କଣ୍ଟାବାଞ୍ଜି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ଆଗୁଆ

    04 June 2024, 10:21 AM

    ଘଷିପୁରାରେ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ

    04 June 2024, 10:19 AM

    ବିଜେପି ପ୍ରାର୍ଥୀ ଭର୍ତ୍ତୁହରି ମହତାବ ଆଗୁଆ

    04 June 2024, 10:13 AM

    ପ୍ରଶାନ୍ତ ଜଗଦ୍ଦେବ ଆଗୁଆ

    04 June 2024, 10:09 AM

    କଣ୍ଟାବାଞ୍ଜି ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ।

    04 June 2024, 10:02 AM

    ବିଜେପି ଆଗରେ

    04 June 2024, 10:02 AM

    ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଘଷିପୁରାର ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ ।

    04 June 2024, 9:53 AM

    ଆସ୍କା ଲୋକସଭା ଆସନରେ କଂଗ୍ରେସ ଆଗୁଆ ।

    04 June 2024, 9:48 AM

    ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ : ନଜର ପକାନ୍ତୁ କେତେ ଆସନରେ କିଏ ଆଗୁଆ?

    04 June 2024, 9:36 AM

    ଝାରସୁଗୁଡାରେ ଦୀପାଳି ଦାସ ଆଗୁଆ

    04 June 2024, 9:35 AM

    ଖୋର୍ଦ୍ଧାରେ ବିଜେପି ଆଗୁଆ, ବେଗୁନିଆରେ ବିଜେଡି ଆଗୁଆ

    04 June 2024, 9:32 AM

    ଘଷିପୁରାରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ ।

    04 June 2024, 9:28 AM

    ଆସୁଛି ଟ୍ରେଣ୍ଡ, ବଦଳୁଛି ଅଙ୍କ

    04 June 2024, 9:26 AM

    ଭୁବନେଶ୍ୱର ଏକାମ୍ରରେ ବିଜେପି ପ୍ରାର୍ଥୀ ବାବୁ ସିଂ ଆଗୁଆ

    04 June 2024, 9:16 AM

    ପୁରୀରେ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ।

    04 June 2024, 9:09 AM

    ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ ଆଗୁଆ

    04 June 2024, 9:03 AM

    ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ : ନିମାପଡାରେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ ଆଗୁଆ ।

    04 June 2024, 8:59 AM

    ରାହୁଲ ଗାନ୍ଧି ଆଗୁଆ

    04 June 2024, 8:53 AM

    ପିପିଲି ଓ ସତ୍ୟବାଦୀରେ ବିଜେଡି ପ୍ରାର୍ଥୀ ଆଗୁଆ ।

    04 June 2024, 8:51 AM

    ଅବ୍ୟବସ୍ଥା ଯୋଗୁଁ ଗଣତିରେ ବିଳମ୍ବ

    04 June 2024, 8:51 AM

    ଅବ୍ୟବସ୍ଥା ଯୋଗୁଁ ଗଣତିରେ ବିଳମ୍ବ

    04 June 2024, 8:50 AM

    ଦୀପାଳି ଦାସ ଆଗୁଆ

    04 June 2024, 8:46 AM

    ପ୍ରାରମ୍ଭିକ ଟ୍ରେଣ୍ଡରେ ପ୍ରଦୀପ ପୁରୋହିତ ଆଗୁଆ ।

    04 June 2024, 8:42 AM

    ପ୍ରାରମ୍ଭିକ ଟ୍ରେଣ୍ଡରେ ଏନଡିଏ ଛୁଇଁଲା ଶତକ

    04 June 2024, 8:42 AM

    ଭୁବନେଶ୍ୱର ଉତ୍ତରରେ ବିଜେପି ପ୍ରାର୍ଥୀ ଆଗୁଆ

    04 June 2024, 8:39 AM

    ରାୟବରେଲି ଓ ୱାୟନାଡ ଆସନରୁ ରାହୁଲ ଗାନ୍ଧି ଆଗୁଆ ।

    04 June 2024, 8:27 AM

    ପୋଷ୍ଟାଲ ବାଲାଟ୍ ଗଣତିରେ ସମ୍ବିତ ପାତ୍ର ଆଗୁଆ

    04 June 2024, 8:24 AM

    ଏନଡିଏ ଆଗରେ, ଇଣ୍ଡିଆ ମେଣ୍ଟ ପଛରେ

    04 June 2024, 8:21 AM

    ପୋଷ୍ଟାଲ ବାଲାଟ ଗଣତିରେ ପୁରୀରେ ବିଜେଡି ଆଗୁଆ

    04 June 2024, 8:14 AM

    ଅଢେଇ କୋଟି ଭୋଟର କରିଛନ୍ତି ମତଦାନ ।

    04 June 2024, 8:02 AM

    ଆରମ୍ଭ ହେଲା ଭୋଟ ଗଣତି

    04 June 2024, 6:35 AM

    ସକାଳ ୮ଟାରୁ ଭୋଟ୍ ଗଣତି

    03 June 2024, 5:16 PM

    କନକ ନ୍ୟୁଜରେ ଇଲେକ୍ସନର ପ୍ରତିଟି ଅପଡେଟ୍...

    03 June 2024, 5:05 PM

    ୨୪’ ଫଳାଫଳର ପ୍ରତିଟି ଅପଡେଟ୍

    03 June 2024, 2:59 PM

    କନକ ନ୍ୟୁଜ ଡିଜିଟାଲରେ ନିର୍ବାଚନ ଫଳାଫଳର ଟିକନିକ୍ ଖବର