Daily Archives

October 11, 2022

ଜେଲର ଚାରିକାନ୍ଥ ଭିତରେ ଅର୍ଚ୍ଚନା ନାଗ୍, ଭିସିରେ ହାଜର ହେଲେ, ମିଳିଲାନି ଜାମିନ

କନକ ବ୍ୟୁରୋ : ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାର ପ୍ରଥମ ଶୁଣାଣି ହୋଇଛି । ସୁରକ୍ଷା ଦୃଷ୍ଟିରୁ ଝାରପଡା ଜେଲରୁ ତାଙ୍କୁ ଭିସିରେ ହାଜର କରିଛି ପୁଲିସ । ପ୍ରଥମ ଦିନରେ ନିଜ ଓକିଲଙ୍କ ପରିଚୟ ସ୍ପଷ୍ଟ କରିଛନ୍ତି ଅର୍ଚ୍ଚନା ନାଗ । କୋର୍ଟରେ ଶୁଣାଣି ବେଳେ…

ଖୋଲିନି ଅର୍ଚ୍ଚନାଙ୍କ ପେନଡ୍ରାଇଭ, ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଓ ଶାସକ

କନକ ବ୍ୟୁରୋ : ରାଜ୍ୟର ବଡ଼ ବଡ଼ ନେତା, ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କ ଫଟୋ ଭାଇରାଲ ହେବା ପରେ ସାରା ରାଜ୍ୟରେ ହଇଚଇ ଖେଳିଯାଇଛି । ବିଶେଷ କରି ରାଜନୈତିକ ନେତାଙ୍କ ସହ ଅର୍ଚ୍ଚନା ନାଗଙ୍କ ଲିଙ୍କ୍ ସମସ୍ତଙ୍କୁ ଚକିତ କରିଦେଇଛି । ସୂର୍ଯ୍ୟ ପାତ୍ର, ଜଗନ୍ନାଥ…

ପ୍ରେମିକାକୁ ଦେଖା କରିବାକୁ ଯାଇ ହଟହଟା ହେଲେ ପ୍ରେମିକ: ପ୍ରେମିକଙ୍କୁ ଖୁଣ୍ଟରେ ବାନ୍ଧିଲେ ପ୍ରେମିକାଙ୍କ ପରିବାର

କନକ ବ୍ୟୁରୋ: ଖୁଂଟରେ ବନ୍ଧା ହୋଇଛନ୍ତି ଯୁବକ । ପାଖରେ ଥିବା ଜଣେ ବ୍ୟକ୍ତି ଯୁବକ ଜଣଙ୍କୁ ନିର୍ଦ୍ଦୟ ଭାବେ ପିଟି ଚାଲିଛନ୍ତି । ଯୁବକ ଜଣକ ମାଡ ଖାଇ ବି ପ୍ରତିବାଦ କରିପାରୁନାହାନ୍ତି ।  କିଭଳି ବ୍ୟକ୍ତି ଜଣକ ଏହି ଯୁବକଙ୍କୁ ନିର୍ଦ୍ଧୁମ ପିଟି ଚାଲିଛନ୍ତି । ଏହି ଭିଡ଼ିଓ ବି ସୋସିଆଲ ମିଡିଆରେ…

କ୍ଲାସ ରୁମରେ ଲୁଚି ରହିଥିଲା ୧୦ ଫୁଟର ଅଜଗର: ପୂଜା ଛୁଟି ସାରି ସ୍କୁଲ ଆସିବା ପରେ ଶ୍ରେଣୀ ଗୃହରେ ପିଲା ଦେଖିଲେ ଅଜଗର

କନକ ବ୍ୟୁରୋ: ସ୍ମାର୍ଟ ହେଉଛି ସ୍କୁଲ । ହେଲେ କ୍ଲାସରୁମରେ ସାପ । କିଛି ଦିନ ଧରି ପୂଜା ଛୁଟି ଥିଲା । ଆଉ ସ୍କୁଲ ଖୋଲିବା ପରେ ଆଜି କ୍ଲାସ ରୁମରେ ଶୋଇଛି ୧୦ଫୁଟ ଅଜଗର । ଯାହାକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି ଛାତ୍ରଛାତ୍ରୀ ମାନେ । ପିଲା ସବୁ କ୍ଲାସ ରୁମରେ ପଶିଥିବା ବେଳେ ହଠାତ ସାପଟିକୁ…

ମାତିଛନ୍ତି ସାଇବର ଲୁଟେରା: ଠକ ଜାଲରେ ରାଉରକେଲାର କଲେଜ ପଢୁଆ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ଚାକିରୀ ନାଁରେ ଠକେଇ । ଅନଲାଇନ ଠକେଇର ଶିକାର ହେଲେ କଲେଜ ପଢୁଆ ଛାତ୍ର ଛାତ୍ରୀ ମାନେ । ସାଇବର ଠକେଇ ନେଇ ଲୋକଙ୍କୁ ବାରମ୍ବାର ସତର୍କ କରାଯାଉଛି । ହେଲେ ମାତିଛନ୍ତି ସାଇବର ଠକ ଆଉ ପ୍ରତିଦିନ ଠକେଇର ଶିକର ହେଉଛନ୍ତି ଲୋକ । ଏମିତି ଏକ ଘଟଣା ସମାନାକୁ ଆସିଛି ସ୍ମାର୍ଟ ସିଟି…

ବର୍ଷକ ଭିତରେ ଟାଙ୍ଗରା ଭୂଇଁ ପାଲଟିଲା ଜଙ୍ଗଲ: ଜାପାନୀ ପଦ୍ଧତିରେ ସମ୍ବଲପୁର ବୁର୍ଲା ଖଡିଆପଡାରେ ଚାରା ରୋପଣ

କନକ ବ୍ୟୁରୋ: ବର୍ଷକ ଭିତରେ ଟାଙ୍ଗରା ଭୂଇଁ ପାଲଟିଗଲା ଜଙ୍ଗଲରେ । ବନବିଭାଗ ନେଇଛି ଏମିତି ଏକ ପଦକ୍ଷେପ । ଦିନକୁ ଦିନ ଜଙ୍ଗଲ ନଷ୍ଟ ହୋଇଯାଉଥିବା ବେଳେ ଏବେ ଏହି ପଦକ୍ଷେପ ଯୋଗୁ ତିଆରି ହୋଇପାରିଛି ନୂଆ ଜଙ୍ଗଲ । ଟାଙ୍ଗରା ଭୂଇଁରେ ଜାପାନୀ ପଦ୍ଧତିରେ ବୃକ୍ଷ ରୋପଣ କରାଯାଇଛି । ଭଳିକିଭଳି…