Daily Archives

August 22, 2022

ବନ୍ୟା ଛାଡୁଛି, ରୋଗ ବଢ଼ୁଛି । ହସ୍ପିଟାଲରେ ବଢ଼ୁଛି ରୋଗୀଙ୍କ ସଂଖ୍ୟା

କନକ ବ୍ୟୁରୋ: କ୍ୟାପଟାଲ ହସ୍ପିଟାଲରେ ହାଉଯାଉ ହେଉଛନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । ଟିକେଟ କାଉଁଟରଠାରୁ ଆରମ୍ଭ କରି କାଜୁଆଲଟି ପର୍ଯ୍ୟନ୍ତ ଯେଉଁଠି ଦେଖିବ ଲାଗିଛି ରୋଗୀଙ୍କ ଲମ୍ବା ଲାଇନ୍ । ବେଡ ନଥିବାରୁ ତଳେ ପଡିଛନ୍ତି । ଆଉ ଏମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ବନ୍ୟା ପ୍ରଭାବିତ…

୨୦୨୩ ପୁରୁଷ ହକି ବିଶ୍ୱକପ: ଆୟୋଜିତ ହେଲା ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ 

କନକ ବ୍ୟୁରୋ: ୨୦୨୩ ମସିହାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ବୈଠକ ଆରମ୍ଭ କରିଛନ୍ତି । ୨୦୧୮ ହକି ବିଶ୍ୱକପରେ ବ୍ୟାପକ ସଫଳତା ପାଇବା ପରେ ରାଜ୍ୟ କ୍ରମାଗତ ଦ୍ୱିତୀୟଥର ପାଇଁ ଏଭଳି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି । ୨୦୧୭ରେ…

ଓଡିଶାରେ ବନ୍ୟା ପାଇଁ ଦାୟୀ କିଏ? ପଡୋଶୀଙ୍କୁ ଦୋଷ ଦେଇ ଖସି ଯିବାକୁ ବସିଛନ୍ତି ରାଜ୍ୟ ସରକାର

କନକ ବ୍ୟୁରୋ : ଛତିଶଗଡ ପାଣି ଛାଡିଦେବା ପରେ ମହାନଦୀରେ ବଡ ବନ୍ୟା ଆସିଥିଲା । ଆଜିଯାଏଁ ଲୋକ ପାଣି ଘେରରେ ରହିଛନ୍ତି । ପ୍ରଭାବିତ ହୋଇଥିଲା ୧୦ରୁ ଅଧିକ ଜିଲ୍ଲା । ଏପଟେ ଝାଡଖଣ୍ଡରୁ ଆକସ୍ମିକ ବନ୍ୟାପାଣି ଆସିବା ପରେ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ଆସିଛି । ନଦୀର ଉପରମୁଣ୍ଡରେ ଥିବା…

ବାଟ ହୁଡୁଛି ବଢି ପାଣି । ନଦୀବନ୍ଧ ଡେଇଁ ଗାଁକୁ ବୁଡାଉଛି । ବଢୁଛି ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ।

କନକ ବ୍ୟୁରୋ: ଗାଁ ବୁଡିଛି, ଘରେ ପାଣି ପଶିଛି । ନା ଘରେ ରହି ହେଉଛି ନା ବାହାରେ ରହି ହେଉଛି । ଅନ୍ୟ ଉପାୟ ନପାଇ କଦଳୀ ବାହୁଙ୍ଗାର ଭେଳାରେ ଘର ଜିନିଷପତ୍ର ଧରି ଉଚ୍ଚସ୍ଥାନକୁ ଯାଉଛନ୍ତି ଲୋକେ । ପୁରୀ ଜିଲ୍ଲା ଗୋପ ଅଞ୍ଚଳର ଧନୁଆ ନଦୀ ଘେରବନ୍ଧରେ ୩୦ ଫୁଟର ଘାଇ ହେବା ପରେ ଗୋପ ବ୍ଲକର ଗୋଟିଏ…

ପାଣି ଘେରରେ ଜୀବନ । ନିରାପଦ ସ୍ଥାନ ଖୋଜୁଛନ୍ତି ଲୋକେ । ସରକାରଙ୍କ ସତର୍କତା ନମାନି ପାଣିକୁ ଓହ୍ଲାଇ ଭାସିଗଲା ଅଟୋ ।

କନକ ବ୍ୟୁରୋ: ବାଲେଶ୍ୱରରେ ଉଛୁଳୁଛି ସୁବର୍ଣ୍ଣରେଖା । ଆକାଶମାର୍ଗରୁ ଦୃଶ୍ୟ ବୟାନ କରୁଛି ସୁବର୍ଣ୍ଣରେଖାର ପାଣିରେ ବାଲିଆପାଳ, ଭୋଗରାଇର ତଳିଆ ଅଞ୍ଚଳରେ ପାଣି ପଶିଛି । ଜଳସ୍ତର କମୁଥିଲେ ବି ସୁଧୁରୁନି ସ୍ଥିତି । ବନ୍ୟା ଆଶଙ୍କାରେ ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଉତ୍ତର…

ସୁବର୍ଣ୍ଣରେଖାରେ ଧିରେ ଧିରେ ଖସୁଛି ଜଳସ୍ତର । ହେଲେ ଏବେ ବି ହଟିନି ବିପଦ । ତଳିଆ ଅଞ୍ଚଳରେ ଉଛୁଳୁଛି ବନ୍ୟା ପାଣି ।

କନକ ବ୍ୟୁରୋ: ସୁବର୍ଣ୍ଣରେଖାରେ ଧୀରେ ଧୀରେ କମୁଛି ଜଳସ୍ତର । ହେଲେ ବଡ଼ ବନ୍ୟାର ଯେଉଁ ଆଶଙ୍କା କରାଯାଇଥିଲା, ତାହା ଆକଳନ ଠାରୁ ସାମାନ୍ୟ କମିଯାଇଛି । ହେଲେ ବିପଦ ହଟିନି । ଆଜି ମଧ୍ୟାହ୍ନରେ ପିକ୍ ଫ୍ଲଡ ଅତିକ୍ରମ କରିସାରିଛି । ରାଜଘାଟରେ ଦୀର୍ଘ ସମୟ ଧରି ସୁବର୍ଣ୍ଣରେଖାର ଜଳସ୍ତର ୧୧.୯୦…